କାଠରେ ନିର୍ମିତ ୨୪ ମହଲା ବିଶିଷ୍ଟ ଅଟ୍ଟାଳିକା: ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି
ଗୋଟିଏ ଘର ତିଆରି ପାଇଁ ସିମେଣ୍ଟ, ପଥର ଗୋଡିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇଥାଏ। ହେଲେ ଏକ ଅଟ୍ଟାଳିକା ନିର୍ମାଣ ପାଇଁ ଏହାର ପିଲାରକୁ ଛାଡିଦେଲେ କେବଳ କାଠର ବ୍ୟବହାର ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।…
ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍: ବର୍ଷକୁ କଏଦୀଙ୍କ ପିଛା ଖର୍ଚ୍ଚହୁଏ ୯୩ କୋଟି
ଜେଲ କଥା ଉଠିବା ମାତ୍ରେ ମନରେ ଅନେକ ପ୍ରକାର କଥା ଆସିଥାଏ। ଅର୍ଥାତ୍ ସେଠାର ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ଖାଇବାପିଇବା ଆଦି। ମାତ୍ର କ୍ୟୁବାରେ ଏପରି ଏକ ଜେଲ ରହିଛି ଯାହାକି ସବୁଠାରୁ ଭିନ୍ନ। ଏହାର ନାମ ରଖାଯାଇଛି ‘ଗୁଆଣ୍ଟାନମୋ ବେ’…
୮ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ଭାବେ ପଦୋନ୍ନତି
ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ରାଜ୍ୟର ୮ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପିଭାବେ ପଦୋନ୍ନତି ମିଳିଛି। ଷ୍ଟେଟ୍ ପୋଲିସ ଏଷ୍ଟାବ୍ଲିଶ୍ମେଣ୍ଟ ବୋର୍ଡର ଅନୁମୋଦନକ୍ରମେ ଡିଜିପି ବି.କେ. ଶର୍ମା ଏହି ପଦୋନ୍ନତି ଦେଇଛନ୍ତି। ଏଥିସହ ସେମାନଙ୍କୁ ନୂଆ ପଦରେ ଅବସ୍ଥାପିତ କରାଯାଇଛି। ନିମାପଡା ଏସ୍ଡିପିଓ ଶରତ କୁମାର…
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣା : କିମ୍ସ ହସ୍ପିଟାଲ କର୍ତ୍ତୃପକ୍ଷ ୨.୫ ଲକ୍ଷ ଦେବାକୁ ଓଏଚ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚିକିତ୍ସାରେ ଗୁରୁତର ଅବହେଳା ଯୋଗୁ କିମ୍ସ ହସ୍ପିଟାଲରେ ଜଣେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ବାପା ପୁରୀ ଜିଲା ପୁରୁଷୋତ୍ତମନଗର ଗ୍ରାମର ଶିବ ପ୍ରସାଦ ନନ୍ଦ ଓଡ଼ିଶା ମାନବିକ ଅଧିକାର…
ବିଏମ୍ସି କମିଶନରଙ୍କ ନିର୍ଦ୍ଦେଶକୁ ଅଣଦେଖା : ପୂଜା ପୂର୍ବରୁ ରାସ୍ତା ସ୍ଥିତି ଏମିତି
ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବେ। ଆଉ ମାତ୍ର ୭ ଦିନ ପୂଜା ହେବାକୁ ବାକି ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପୂଜା ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। କେଉଁଠି…
ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରସଙ୍ଗ : ୫ ମୌଜାରେ ଲାଗିଲା ନୋଟିସ
ପୁରୀ ଅଫିସ,୨୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ ମିଟର ସୁରକ୍ଷା ଜୋନରେ ସର୍ଭେ କରାଯିବ। ରାଜ୍ୟ ସରକାର ଏହି ସର୍ଭେ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଜମି ଅଧିଗ୍ରହଣ ହେବାକୁ ଥିବା ୫ ମୌଜାରେ…
ବିଶ୍ୱବିଦ୍ୟାଳୟରେ ଏକାଠି ବୁଲିପାରିବେନି ଝିଅ-ପୁଅ: ନିୟମ ଭାଙ୍ଗିଲେ ଅଭିଭାବକ ଦେବେ ଜରିମାନା
ଇସଲାମାବାଦ,୨୭।୯: ପାକିସ୍ତାନର ବଚା ଖାନ୍ ବିଶ୍ୱବିଦ୍ୟାଳୟରେ ଏକ ଅଜବ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ, କ୍ୟାମ୍ପସରେ ଝିଅ-ପୁଅ ଏକାଠି ବୁଲି ପାରିବେ ନାହିଁ। ଏହା ଇସଲାମ ବିରୋଧୀ ବୋଲି କୁହାଯାଇଛି। ଯଦି କୌଣସି ଛାତ୍ରୀଛାତ୍ର ଏହାର ଖିଲାପ୍ କରେ ତେବେ…
ଉପକୂଳ ସୁରକ୍ଷାକୁ ଅଣଦେଖା
ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭୁବନେଶ୍ୱର ସମେତ ଦେଶର ୩୦ଟି ପ୍ରମୁଖ ସହର ଆତଙ୍କବାଦୀମାନଙ୍କ ଟାର୍ଗେଟ ଥିବା କେନ୍ଦ୍ର ଗୋଇନ୍ଦା ସଂସ୍ଥା ବୁଧବାର ସୂଚନା ଦେବା ପରେ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି ହୋଇଛି। ଭୁବନେଶ୍ୱରକୁ ଟାର୍ଗେଟରେ ଥିବା ନେଇ କୌଣସି ସୂଚନା…
୫ ଆଇଏଏସ୍ ଅଧିକାରୀ ଓଡ଼ିଶା ଫେରିବେ
ଭୁବନେଶ୍ୱର,୨୭ା୯(ବ୍ୟୁରୋ): ୨୦୧୭ ବ୍ୟାଚ୍ର ଓଡ଼ିଶା କ୍ୟାଡର ସମସ୍ତ ଆଇଏଏସ୍ ଅଧିକାରୀ କେନ୍ଦ୍ରରୁ ରାଜ୍ୟକୁ ଆସିବେ। ଏହି ଅଧିକାରୀମାନେ ହେଉଛନ୍ତି- ସୋମେଶ କୁମାର ଉପାଧ୍ୟାୟ, ପି. ଅନ୍ବେଷା ରେଡ୍ଡୀ, ପାଟିଲ ଆଶିଷ ଈଶ୍ୱର, ଦିବାକର ଟିଏସ୍ ଏବଂ ହେମକାନ୍ତ ସେ। ଏହି ଅଧିକାରୀମାନେ…
ଝାରସୁଗୁଡ଼ାରେ ହେବ ରକ୍ତଶିକୁଳି ଗବେଷଣା କେନ୍ଦ୍ର
ଭୁବନେଶ୍ୱର,୨୭ା୯(ବ୍ୟୁରୋ) :ମହାନଦୀ କୋଲ୍ ଫିଲ୍ଡ ଭଳି ମହାରତ୍ନ କମ୍ପାନୀ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ(ସିଏସ୍ଆର) ସ୍ବାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ପାଣ୍ଠି ସମ୍ପର୍କିତ ସମୀକ୍ଷା ବୈଠକ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଝାରସୁଗୁଡ଼ାରେ…
ସୁଶୀଲ ଲୋହାନି ପରବର୍ତ୍ତୀ ସିଇଓ
ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଶୀଲ କୁମାର ଲୋହାନି ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ଦାୟିତ୍ୱ ତୁଲାଇବେ। ସାଧାରଣ ନିର୍ବାଚନ ପରେ ସିଇଓ ସୁରେନ୍ଦ୍ର କୁମାର ଏହି ପଦବୀରୁ ଅବ୍ୟାହତି ନେବାକୁ ଚାହିଁଥିଲେ। ଏହା ପରେ ରାଜ୍ୟ…
ଇମ୍ରାନ ଖାନ୍ ପାକିସ୍ତାନ ପାଇଁ ବିପଦ, ବିଦେଶ ଯିବା ଉପରେ ଲାଗୁ ରୋକ
ଇସାଲାମାବାଦ,୨୭।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସବୁଆଡୁ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଛି। ଏଥିପାଇଁ ଇମ୍ରାନଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି। ବିପକ୍ଷ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)…
Archives


