Home

୧୪ ହସ୍ପିଟାଲ, ସପିଂ ମଲକୁ ନୋଟିସ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଓ ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଜ୍ଞପ୍ତି ପରେ ବି ବେଆଇନ ପାର୍କିଂ ଫି’ ଆଦାୟ ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ଏରିଆକୁ ଖାଲି…

ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍‌…

ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି । ଏହି ମନ୍ଦିରଟି ଚାରିଶହ ବର୍ଷର ପୁରୁଣା ଏଠାରେ ସାହାନାଇ ବଜାଇଥାନ୍ତି ସ୍ବର୍ଗୀୟ ଝୋଲେଲାହ ଖାଁଙ୍କ…

ପରଦାକୁ ଆସୁଛି ‘ଇଣ୍ଡିଆନ୍‌-୨’

ସୁପରଷ୍ଟାର କମଲ ହାସନ ନିଜ ଆଗାମୀ ଫିଲ୍ମ ଇଣ୍ଡିଆନ୍‌-୨କୁ ନେଇ ବ୍ୟସ୍ତ ଅଛନ୍ତି। ପାଖାପାଖି ୪୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମର ଶୁଟିଂ ଏବେ ଭୋପାଳରେ ଚାଲିଛି। ଫିଲ୍ମଟି ଆକ୍ସନ ଥ୍ରୀଲର୍‌ ଉପରେ ଆଧାରିତ ହୋଇଛି। ଫିଲ୍ମରେ ଅଭିନେତା ଅନିଲ…

ବିନା ବିରତିରେ ୧୯ ଘଣ୍ଟା ଉଡି ରେକର୍ଡ କଲା ଯାତ୍ରୀବାହି ବିମାନ

ସିଡ୍‌ନୀ,୨୧।୧୦: ବିଶ୍ୱରେ ପ୍ରଥମ ଥର ଲାଗି ବିନା ବିରତିରେ ଏକ ଯାତ୍ରୀବାହି ବିମାନ ୧୯ ଘଣ୍ଟା ୧୬ ମିନିଟ୍‌ ଉଡି ରେକର୍ଡ ସୃଷ୍ଟି କରିଛି। ବିମାନଟି ଆମେରିକାର ନ୍ୟୁୟର୍କରୁ ଅଷ୍ଟ୍ରେଲିଆର ସିଡ୍‌ନୀ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ଯାତ୍ରୀବାହି ବିମାନ ଭାବେ ଏହା…

ହଳଦୀରେ ଅପମିଶ୍ରଣ: ମିଲ୍‌ରେ ପୋଲିସର ଚଢ଼ାଉ

ବଲାଙ୍ଗୀର ଅଫିସ, ୨୧।୧୦: ବଲାଙ୍ଗୀର ସହର ଲିଟେରାରୀ କ୍ଲବ ନିକଟରେ ଥିବା ଏକ ମିଲ୍‌ରେ ହଳଦୀରେ ଅପମିଶ୍ରଣ କରାଯାଉଥିବା ସୂଚନା ପାଇ ଟାଉନ ଥାନା ପୋଲିସ ସୋମବାର ଚଢ଼ାଉ କରିଛି। ଖୁଦ, ଚାଉଳ ଗୁଣ୍ଡ, ତେଜପତ୍ର, ପଲିଥିନ୍‌ ପ୍ୟାକେଟ ସମେତ ଅନ୍ୟାନ୍ୟ…

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର: ଗୋଲାପ ଫୁଲରେ କରାଗଲା ସ୍ବାଗତ

ସୋନିପତ୍‌,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ସୋନିପତ୍‌ର ଲିଟିଲ୍‌ ଏଞ୍ଜେଲ୍‌ ସ୍କୁଲର ୧୦୮ ଏବଂ ୧୦୯ ନମ୍ବର ମଡେଲ୍‌ ପୋଲିଂ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍କୁଲ ଶିକ୍ଷାର୍ଥୀ ଭୋଟରଙ୍କୁ…

ଫୁଲ, ଚନ୍ଦନ ଦେଇ ମତଦାତାଙ୍କୁ ସ୍ବାଗତ

ବରଗଡ଼ ଅଫିସ/ବିଜେପୁର,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଆଦର୍ଶ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରକ୍ରିୟା ଭିନ୍ନ ଆକର୍ଷଣ ପାଲଟିଛି । ଏହି କ୍ରମରେ ବିଜେପୁର ବାଳକ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଭୋଟଗ୍ରହଣ କେନ୍ଦ୍ର ନଂ. ୧୦୫ରେ ବରିଷ୍ଠ, ଦିବ୍ୟାଙ୍ଗ, ଯୁବ ମତଦାତାଙ୍କୁ…

ଜାଣନ୍ତୁ ନାସା କେମିତି କରିଥାଏ ଅନ୍ତରୀକ୍ଷ ଯାନର ନାମକରଣ

କଲମ୍ବିଆ : ନାସା ମହାକାଶକୁ ବିଭିନ୍ନ ନାମରେ ଅନ୍ତରୀକ୍ଷ ଯାନ ପ୍ରେରିତ କରିଥାଏ। ତେବେ ଏହି ଯାନଗୁଡ଼ିକର କିପରି ନାମକରଣ ହୋଇଥାଏ ହୁଏତ ଅଧିକାଂଶ ଲୋକ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଅତୀତ ହେଉ କି…

ପ୍ରଶିକ୍ଷଣ ସମୟରେ ୩ ଆମେରିକା ସେନା ମୃତ

ଓ୍ବାଶିଂଟନ,୨୧।୧୦: ଆମେରିକାର ଜର୍ଜିଆରେ ଚାଲିଥିବା ସେନା ପ୍ରଶିକ୍ଷଣ ସମୟରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ହେଲେ କେମିତି ଏହି ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ…

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା…

ଦୀପାବଳି ପରେ ପିସିସି ଗଠନ: ନିରଞ୍ଜନ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଦୀପାବଳି ପରେ ପିସିସି ଗଠନ କରାଯିବ। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୀପାବଳି ପରେ ପିସିସି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏ ନେଇ ଆସନ୍ତା ୨୪ ତାରିଖ…

ଭୋଟିଂ ସମୟରେ ମୁହାଁମୁହିଁ ହେଲେ ଭାଜପା-କଂଗ୍ରେସ କର୍ମୀ: ଟେକା ପଥର ମାଡ଼

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭୋଟିଂ ସମୟରେ ଭାଜପା-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୬ ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନାର ଦିଆଯାଇଛି। ସ୍ଥାନୀୟ ମଓ୍ବୋତ୍‌ ଅଞ୍ଚଳର ନୁହଁ ଜିଲାରେ ଏଭଳି ଘଟିଛି। ସକାଳ ୮ଟା ୪୫ରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?