ଆମେରିକାରେ ସ୍ବପ୍ନଭଙ୍ଗ:୪୫ କି.ମି. ଚାଲିଲୁ, ବାଟରେ ମୃତଦେହ
ଅମୃତସର/ନୂଆଦିଲ୍ଲୀ,୭ା୨:ଆମେରିକାରେ ଏକ ଉନ୍ନତ ଜୀବନ ଜିଇଁବା ପାଇଁ ସେଠାକୁ ଯାଇଥିବା ଅନେକ ଲକ୍ଷ ଭାରତୀୟଙ୍କ ସ୍ବପ୍ନଭଙ୍ଗ ହୋଇଛି ପ୍ରଥମ ଦଫାରେ ୧୦୪ ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସହ। ଅମୃତସର ବିମାନବନ୍ଦରରେ ପ୍ରବାସୀମାନେ ପହଞ୍ଚତ୍ବା ପରେ ଟ୍ରମ୍ପ୍ ପ୍ରଶାସନର ବ୍ୟବହାର ଓ ସେମାନଙ୍କ…
କଟକ ଦିନିକିଆରେ କୋହଲି ଖେଳିବେ ନା ନାହିଁ: ଆସିଲା ବଡ଼ ଅପଡେଟ୍
ନାଗପୁର,୭।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ନ ଖେଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। କୋହଲି ବିଶ୍ୱର ସବୁଠାରୁ ଫିଟ ଖେଳାଳିଙ୍କ ମଧ୍ୟରୁ ଜଣେ, ତେଣୁ ଫିଟନେସ କାରଣରୁ ତାଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ ଦିଆଯିବା ଏକ ଏପରି ଖବର…
ଭାରପ୍ରାପ୍ତରେ ଚାଲିଛି ଜିଲା ଶ୍ରମ କାର୍ଯ୍ୟାଳୟ: ୩୦ରୁ ଅଛନ୍ତି ମାତ୍ର ୯ଜଣ
ଭବାନୀପାଟଣା,୭ା୨(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ଶ୍ରମ କାର୍ଯ୍ୟାଳୟରେ ଏବେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ଏଠାରେ ସମୁଦାୟ ୩୦ଟି ପଦବୀ ରହିଥିବାବେଳେ ଅଛନ୍ତି ମାତ୍ର ୯ଜଣ। ଅବଶିଷ୍ଟ ୨୧ଟି ପଦବୀ ଖାଲି ପଡିଛି। ପ୍ରଭାଗୀୟ ଶ୍ରମ…
ମହାରାଷ୍ଟ୍ର ରାଜନୀତିରେ ପୁଣି ହଇଚଇ: ଉଦ୍ଧବଙ୍କ ହାତ ଛାଡ଼ିବେ ୬ ଏମ୍ପି!
ପୁଣେ,୭।୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଶିବସେନା (ୟୁବିଟି)ଚିନ୍ତାରେ ଅଛି। ଅନେକ ନେତା ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ। ଉଦ୍ଧବ ଠାକରେ ଗୋଷ୍ଠୀରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ଉଦ୍ଧବ ଗୋଷ୍ଠୀର ୬ ଜଣ ଏମ୍ପି…
ରିହାତି ଦୌଡ଼
ଆଜି ଯେତେବେଳେ ଆମେ ଏକ ଦକ୍ଷ ଭାରତ ଗଠନ କରିବାକୁ ଚେଷ୍ଟା କରୁଛନ୍ତି , ସେତେବେଳେ ଏକ ସମୃଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ହେଲେ ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳଗୁଡ଼ିକର ଲୋକପ୍ରିୟ ଘୋଷଣା ଦକ୍ଷ ଭାରତର ଛବିକୁ ପଦାରେ…
ପୁଣି ବଡ଼ ଆକ୍ସନ ନେଲେ ଟ୍ରମ୍ପ: ଅନ୍ତର୍ଜାତୀୟ ଅପରାଧ ଅଦାଲତ ବିରୋଧରେ ପ୍ରତିବନ୍ଧକ ଘୋଷଣା
ଓ୍ବାଶିଂଟନ,୭।୨: ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଆସୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅନ୍ତର୍ଜାତୀୟ ଅପରାଧ ଅଦାଲତ(ଆଇସିସି) ବିରୋଧରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ତାଙ୍କର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ, ସେ ଏହି ସଂଗଠନକୁ…
ଭାରତ ବିରୋଧରେ ପୁଣି ବିଷ ଓଗାଳିଲା ବାଂଲାଦେଶ: ଏମିତି କଲେ ପରିସ୍ଥିତି ହେବ ଖରାପ
ଢାକା,୭।୨(ପି.ଟି.):ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଭାରତରେ ରହିଥିବାବେଳେ ମିଥ୍ୟା ଓ ମନଗଢ଼ା ମନ୍ତବ୍ୟ ଦେଉଥିବା ନେଇ ଢାକା ଗୁରୁବାର ନୂଆଦିଲ୍ଲୀ ନିକଟରେ ପ୍ରତିବାଦ ଜଣାଇଛି। ବାଂଲାଦେଶର ସାମ୍ପ୍ରତିକ ଶାସନ ବିରୋଧରେ ପ୍ରତିରୋଧ ପାଇଁ ଦେଶବାସୀ ସଂଗଠିତ ହେବାକୁ ବୁଧବାର ରାତିରେ…
ଅବଧି ଶେଷ ପରେ ସରୁନି ପ୍ରକଳ୍ପ କାମ: ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା
ଥୁଆମୂଳ ରାମପୁର,୬ା୨(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜ଼ିଲାର ଥୁଆମୂଳ ରାମପୁର ବ୍ଲକର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ହେଲେ ଅବଧି ଶେଷ ପରେ ବି ପ୍ରକଳ୍ପ କାମ ଶେଷ ହୋଇନାହିଁ। ଫଳରେ ବ୍ଲକରେ ଜଳ ସମସ୍ୟା…
ହାସିନାଙ୍କ ପୈତୃକ ଘର ଜାଳିଦେଲେ ବିକ୍ଷୋଭକାରୀ
ଢାକା,୭।୨:ବାଂଲାଦେଶରେ ବିକ୍ଷୋଭକାରୀମାନେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ପୁରୁଣା ପୈତୃକ ଘର ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇଦେଇଛନ୍ତି। ଏଥିସହିତ ହାସିନାଙ୍କ ଦଳର କେତେଜଣ ସଦସ୍ୟଙ୍କ ଘର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ…
ଦିଲ୍ଲୀରେ ଭାଜପା ସରକାର ଗଢିଲେ କି, ହେବେ ମୁଖ୍ୟମନ୍ତ୍ରୀ: ରେସ୍ରେ ଏହି ୫ ନାଁ
ନୂଆଦିଲ୍ଲୀ,୭।୨: ଦିଲ୍ଲୀରେ ଭୋଟ ପରେ ଆସିଥିବା ଏକଜିଟ ପୋଲରେ ଭାଜପା ସରକାର ଗଠନ କରୁଥିବା ଦେଖାଯାଉଛି। ଯଦି ଏକଜିଟ ପୋଲର ଫଳାଫଳ ନିର୍ବାଚନ ଫଳାଫଳ ସହିତ ମେଳ ଖାଏ, ତେବେ ପ୍ରଶ୍ନ ଉଠୁଛି ଯେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ।…
ବଜେଟ ଅଧିବେଶନ ପାଇଁ ୧୨ରେ ସର୍ବଦଳୀୟ ବୈଠକ: ୧୭ରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ
ଭୁବନେଶ୍ୱର,୭ା୨(ବନ୍ଦନା ସେଠୀ):ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବା ବଜେଟ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଫେବୃଆରୀ ୧୩ରୁ ୨୧ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ…
ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭ା୨:ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ…
Archives


