Home

ବଡ଼ ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ୧୭ ମାସରେ…

ଭୁବନେଶ୍ୱର,୪।୧୧(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାର ୨୦୨୪ ଜୁନ୍‌ରେ ଦାୟିତ୍ୱଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଦ୍ୟାବଧି ୧୭ ମାସରେ ୧୪ ଥର ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରତ୍ୟକ୍ଷ ଭାବେ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଅଭିଯୋଗ…

ବାପା ନାଁ ନେବାକୁ ବି ଏମାନେ ଲଜ୍ଜିତ ଅନୁଭବ କରୁଛନ୍ତି, କାହାକୁ ଏମିତି କଥା କହିଦେଲେ ମୋଦି

ପାଟନା,୩।୧୧: ବିହାରର କଟିହାର ଜିଲାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଜେଡି ଏବଂ କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି। ଆରଜେଡି କଂଗ୍ରେସକୁ ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ…

ନଦୀରେ ବୁଡ଼ିବା ୨୪ ଘଣ୍ଟା ପୁରିଲା, ମିଳୁନି ଯୁବକଙ୍କ ପତ୍ତା

ବଲାଙ୍ଗୀର, ୨ା୧୧- (ସୁନିଲ କୁମାର ମହାନ୍ତି) ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ l ଯୁବକ ଜଣକ ସୁକ୍ତେଲ ଡ୍ୟାମକୁ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି।…

କାର୍ତ୍ତିକ ଶେଷ ସୋମବାର ଶୈବ ପୀଠରେ ପ୍ରବଳ ଭିଡ଼

ଜି.ଉଦୟଗିରି,୩।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ପବିତ୍ର କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ଚାଲିଥିବା ବେଳେ ଶେଷ ସୋମବାର ସ୍ଥାନୀୟ ଶୈବ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର ସକାଳୁ…

ବେଆଇନ ବାଲି ନେଇ ଯାଉଥିଲା ଟ୍ରାକ୍ଟର: ମାଡ଼ିବସିଲା ବନ ବିଭାଗ

ଜଗନ୍ନାଥ ପ୍ରସାଦ,୩।୧୧(ବିଭୁ ପ୍ରସାଦ ପଟ୍ଟନାୟକ): ବେଆଇନ ବାଲି ଚୋରିକୁ ରୋକିବା ସକାଶେ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରିଛନ୍ତି । ବାଲି ଚୋରିକୁ ଦୃଢ଼ ହସ୍ତରେ ଦମନ ସହ ମାଫିଆଙ୍କୁ ସାବାଡ କରିବାକୁ ଆଇନ କରି ବନ ବିଭାଗ ଓ…

ଚାଇନାକୁ ନେଇ ସାରା ବିଶ୍ୱକୁ ଧମକ ଦେଲେ ଟ୍ରମ୍ପ, କହିଲେ ଏତେବଡ଼ କଥା ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୩।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେପରି ଚାଇନା ଆମେରିକା ପାଇଁ ବିପଦ ସୃଷ୍ଟି କରେ, ସେହିପରି ଆମେରିକା ମଧ୍ୟ ଚାଇନା ପାଇଁ ବିପଦ ସୃଷ୍ଟି କରେ। ଟ୍ରମ୍ପ…

ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ସୁଷୁମୁ କିଟାଗାଓ୍ବା ୧୯୫୧ ମସିହା ଜୁଲାଇ ୪ ତାରିଖରେ ଜାପାନର କ୍ୱିଟୋଠାରେ ଜନ୍ମଗ୍ରହଣ କରିଥିଲେ। ସେ କ୍ୱିଟୋ ବିଶ୍ୱବିଦ୍ୟାଳୟରୁ ରସାୟନବିଜ୍ଞାନରେ ଡକ୍ଟରେଟ (୧୯୭୯) ପ୍ରାପ୍ତ ହେଲା ପରେ କିଣ୍ଡାଇ ବିଶ୍ୱବିଦ୍ୟାଳୟ ଏବଂ ଟୋକିଓ ମେଟ୍ରୋପଲିଟାନ୍‌ କିଣ୍ଡାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ତତ୍ପରେ…

ସୌରଜଗତରେ ଅଜଣା ପରିବ୍ରାଜକ

ଥରେ କଲେଜରୁ ଫେରି ଘରେ ବିଶ୍ରାମ ନେଉଥାଏ। ଏହି ସମୟରେ ପତ୍ନୀ ଲୋପାମୁଦ୍ରା ଫେସ୍‌ବୁକରେ ରିଲ୍ସ ଦେଖୁ ଦେଖୁ ହଠାତ ବିସ୍ମିତ ହୋଇପଡ଼ିଲେ ଓ ତାଙ୍କ ଚକ୍ଷୁ ଡୋଳା ବିସ୍ତାରିତ ହୋଇଗଲା। ସେ ଉତ୍ସାହିତ ହୋଇ ପଚାରିଲେ, ”ତୁମେ ଏ ଖବର…

ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁନି ଭାଜପା, ଅଭିଯୋଗ ଆଣି ବିଜେଡି କହିଲା ମାଗଣା ବିଦ୍ୟୁତ୍‌କୁ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଜେଡି ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଜିଲାର ବରିଷ୍ଠ ବିଜେଡି ନେତା ସାଲୁଗା…

ସରକାରଙ୍କୁ ନବୀନଙ୍କ କଡ଼ା ଟାର୍ଗେଟ୍‌: କହିଲେ ସେମାନେ ଗେମ୍‌ ଚେଞ୍ଜର ନୁହନ୍ତି, ନେମ୍‌ ଚେଞ୍ଜର

ଭୁବନେଶ୍ୱର/ନୂଆପଡ଼ା,୩ା୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍‌ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ ଜିରୋ।…

‘କ୍ୟାମେରା ସବୁ ଦେଖୁଛି, କିନ୍ତୁ…,’ ଜେଡି ଭାନ୍ସଙ୍କ ସହ ଭାଇରାଲ ଭିଡିଓକୁ ନେଇ ମୁହଁ ଖୋଲିଲେ ଏରିକା

ଓ୍ବାଶିଂଟନ,୩।୧୧: ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କର୍କଙ୍କ ମୃତ୍ୟୁକୁ କିଛି ମାସ ବିତିନାହିଁ, ଏବେ ତାଙ୍କ ପତ୍ନୀ ଏରିକା କିର୍କଙ୍କ ଖୁବ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଆଲିଙ୍ଗନ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ…

ପାକିସ୍ତାନକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ: ବଢୁଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୩।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଏକ ବଡ଼ ଦାବି କରିଛନ୍ତି। ପାକିସ୍ତାନ ଭୂତଳ ପରମାଣୁ ପରୀକ୍ଷଣ କରୁଛି। ରୁଷିଆ ଏବଂ ଚାଇନା ଭଳି ଦେଶ ମଧ୍ୟ ପରମାଣୁ ପରୀକ୍ଷଣ କରୁଛନ୍ତି। ଭୂତଳ ପରୀକ୍ଷଣ ଯୋଗୁ କମ୍ପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?