Home

ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୮।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଏବେ ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏହାର ପ୍ରଭାବରେ ପୁରୀ, ଜଗତସିଂପୁର, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷା ସହ ଉପକୂଳ ସମୁଦ୍ର ଅଶାନ୍ତ ହୋଇପଡିଛି। ଏହା ୧୦ ତାରିଖରେ ପଶ୍ଚିମବଙ୍ଗ ଓ…

ଦିଲ୍ଲୀ ଫ୍ରାଞ୍ଚାଇଜ୍‌ରେ ଯୋଗଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୮।୧୧(ପି.ଟି.)-ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ତାଙ୍କ ବଦଳରେ ବାମହାତୀ ଜଗଦୀଶ ସୁଚିଥଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳରେ ସାମିଲ କରିଛି। ପୂର୍ବରୁ ଦିଲ୍ଲୀ ଅଶ୍ୱିନଙ୍କ ବଦଳରେ ସୁଚିଥଙ୍କ ସହ ଦେଢ଼…

ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ ଖେଳିପାରନ୍ତି ପୃଥ୍ବୀ ଶ’

ଲଣ୍ଡନ,୮।୧୧-ଡୋପ୍‌ ନିୟମ ଭଙ୍ଗ କରିବାରୁ ବାସନ୍ଦ ଥିବା ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସମ୍ଭବଃ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ପଡ଼ିଆକୁ ଫେରିବେ। ମୁମ୍ବାଇର ଆଡ ହକ୍‌ ଚୟନ କମିଟି ମୁଖ୍ୟ ମିଲିନ୍ଦ ରେଗେ ପୃଥ୍ବୀଙ୍କ ଚୟନ ସମ୍ପର୍କରେ…

ଏୟାର ଇଣ୍ଡିଆ ବିମାନରେ ନିଅଁ।

ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଭୁବନେଶ୍ୱରରୁ ମୁମ୍ବାଇକୁ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଜଣାପଡ଼ିବାରୁ ବିମାନକୁ ରାୟପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଫଳରେ ସମସ୍ତ ୮୯ ଜଣ ଯାତ୍ରୀ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ,…

ଋତୁ ପରିବର୍ତ୍ତନ ସମୟରେ ହେଉଥିବା ଶାରିରୀକ ସମସ୍ୟାରୁ ମୁକ୍ତି ଦେବ ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ସାଧାରଣତଃ ତାପମାତ୍ରାର ବୃଦ୍ଧି ଓ କମ୍‌ ଯୋଗୁ ଶରୀରରେ ଥଣ୍ଡା, କାଶ ଓ ଜ୍ୱର ଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏବେ ଶୀତ ଋତୁର ଆରମ୍ଭ ହୋଇଛି।…

କାହିଁକି ଫେରି ପାରୁ ନାହାଁନ୍ତି ରାମ

ମୁମ୍ବାଇ: ଟେଲିଭିଜନ ପରଦାରେ ଦିନେ ଚହଳ ପକାଇଥିବା ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇରହିଛି। ଯେତେବେଳେ ଏହା ପ୍ରସାରଣ ହେଉଥିଲା ସେତେବେଳେ ରାସ୍ତାଘାଟ ଶୂନଶାନ୍‌ ହୋଇ ଯାଉଥିଲା। ଆଉ ଏଥିରେ ମୁଖ୍ୟ ଭୂମିକା ଅର୍ଥାତ୍‌ ରାମଙ୍କ…

ବାଲାସାହେବଙ୍କୁ ଦେଇଥିବା କଥା ମୁଁ ରଖିବି: ଉଦ୍ଧବ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୋଟିଏ ପଟେ ଶୁକ୍ରବାର ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶିବସେନା ତା’ ଜିଦ୍‌ରେ ଅଡି ବସିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟକୁ…

ରାଜ୍ୟପାଳ ମୋତେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି: ଫଡନବିଶ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତି ଏବେ ପୁଣିଥରେ ହୋଇଛି ସରଗରମ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ଗ୍ରହଣ ମଧ୍ୟ କରିଛନ୍ତି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ କୁଆଡେ ତାଙ୍କୁ…

ଗାନ୍ଧୀ ପରିବାର ନିକଟରୁ ଏସ୍‌ପିଜି ସୁରକ୍ଷା ହଟାଇବାକୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୮।୧୧: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାକୁ ସମୀକ୍ଷା କରାଯାଇ ଏମାନଙ୍କ ନିକଟରେ ଥିବା ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ(ଏସ୍‌ପିଜି) ସୁରକ୍ଷାକୁ ଉଠାଇ ନିଆଯିବ…

ପ୍ରଥମ ବିବାହ ବାର୍ଷିକୀ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତିରେ ଅଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ଏବର୍ଷ ପାଳନ କରିବେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଏଥିପାଇଁ ଏହି କପଲ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେବେ ପ୍ରିୟଙ୍କାଙ୍କ ଅପେକ୍ଷା ନିକ୍‌ ଅଧିକ…

ପାକ୍‌ ଆର୍ମି ଭାଙ୍ଗିଲା ଇମ୍ରାନଙ୍କ ଦ୍ୱିତୀୟ ପ୍ରତିଶ୍ରୁତି: ଶନିବାର ଭାରତୀୟ ଶ୍ରଦ୍ଧାଳୁ ଦେବେ ୨୦ ଡଲାର

ଇସ୍‌ଲାମାବାଦ,୮।୧୧: କରତାରପୁର ସାହିବ ଯାତ୍ରା ଆରମ୍ଭ ପାଇଁ ଆଉ କିଛି ଘଣ୍ଟା ବାକି ରହିଛି। ହେଲେ ପାକିସ୍ତାନ ନିଜ ଷଡଯନ୍ତ୍ରରୁ ବାହାରି ପାରୁନାହିଁ। ପୁଣି ଥରେ ପାକିସ୍ତାନ ସେନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ୱିତୀୟ ପ୍ରତିଶ୍ରୁତିକୁ ଭାଙ୍ଗିଦେଇଛି। ପୂର୍ବରୁ ଇମ୍ରାନ ଘୋଷଣା…

ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟର୍‌ ବୋଲିଂ କରିବେ ସ୍ପିନ୍‌

ଖୁବ୍‌ଶୀଘ୍ର ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟରଙ୍କୁ ପଡିଆରେ ଦେଖିବାକୁ ମିଳିବ। ମହମ୍ମଦ ମୁଦସାର ନାମକ ଜଣେ ପାକିସ୍ତାନ କ୍ରିକେଟରଙ୍କୁ ପାକିସ୍ତାନ ସୁପର୍‌ ଲିଗ୍‌ରେ ଖେଳୁଥିବାର ଦେଖିବାକୁ ମିଳିବ। ୨୧ ବର୍ଷୀୟ ମହମ୍ମଦଙ୍କ ଉଚ୍ଚତା ୭ ଫୁଟ ୫ ଇଞ୍ଚ ବୋଲି ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?