Home

ବିବାହ ପୂର୍ବରୁ ଜ୍ୱାଇଁ ‘ଡିମାଣ୍ଡ ଲିଷ୍ଟ’ ଦେଖି କାନ୍ଦିପକାଇଲେ ଶ୍ୱଶୁର: ଜାଣନ୍ତୁ ସେଥିରେ କ’ଣ ଥିଲା

ଆଜିକାଲି ସୋସିଆଲ ମିଡିଆରେ ଏକ ଅନନ୍ୟ ‘ଡିମାଣ୍ଡ ଲିଷ୍ଟ’ ଭାଇରାଲ ହେଉଛି। ଏହା ଆଧୁନିକ ବିବାହ ଧାରାଗୁଡ଼ିକୁ ଚ୍ୟାଲେଞ୍ଜ କରୁଛି। ଏହି ତାଲିକାଟି ମୋଟା ଯୌତୁକ କିମ୍ବା ମହଙ୍ଗା ଉପହାର ବିଷୟରେ ନୁହେଁ, ବରଂ ଜଣେ ବରର ମାନସିକତାକୁ ପ୍ରତିଫଳିତ କରେ।…

ICC ମହିଳା ବିଶ୍ୱକପ ଟ୍ରଫି ଛୁଇଁଲେନି ପ୍ରଧାନମନ୍ତ୍ରୀ ମୋଦି:କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୬।୧୧: ଏବେ ସାରା ଦେଶରେ ଆନନ୍ଦର ପରିବେଶ ରହିଛି। ଭାରତୀୟ ମହିଳା କ୍ରିକେଟ ଦଳ ICC ମହିଳା ବିଶ୍ୱକପ ୨୦୨୫ର ପ୍ରଥମ ଚାମ୍ପିଅନ ହୋଇ ଇତିହାସ ସୃଷ୍ଟି କରିଛି। ଏହି ପ୍ରଭାବଶାଳୀ ବିଜୟ ପରେ ନଭେମ୍ବର ୫ରେ ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀ…

ବିକ୍ରି ହୋଇଯିବ RCB: IPL ପୂର୍ବରୁ ଆସିଲା ବଡ଼ ଖବର

ବେଙ୍ଗାଲୁରୁ, ୬ା୧୧- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)କୁ ବିକ୍ରି ପାଇଁ ରଖାଯାଇଛି। ଏହି ଆଇପିଏଲ୍‌ ଓ ଡବ୍ଲ୍ୟୁପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକାନା ରଖିଥିବା ଡିଏଗୋ ପକ୍ଷରୁ ଆନୁଷ୍ଠାନିକ ଭାବେ ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ…

୧.୬ କୋଟି ଟଙ୍କାର ବିଲ୍‌ କଲା ହସ୍ପିଟାଲ, ଭୁଲ୍‌ ଧରିଦେଲା AI, କେବଳ ଦେବାକୁ ପଡ଼ିଲା…

ଓ୍ବାଶିଂଟନ,୬ା୧୧: ଆମେରିକାର ଜଣେ ବ୍ୟକ୍ତି AI ଚାଟ୍‌ବଟ୍‌ ବ୍ୟବହାର କରି ୧୦ ମିଲିୟନ ଟଙ୍କାରୁ ଅଧିକ ସଞ୍ଚୟ କରିଛନ୍ତି। ତାଙ୍କ ଭାଇଭଉଣୀ ହୃଦ୍‌ଘାତ ପରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁପୂର୍ବରୁ ତାଙ୍କୁ ପ୍ରାୟ ୪ ଘଣ୍ଟା ପାଇଁ ଏକ ହସ୍ପିଟାଲର ICUରେ…

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ ଆଜି: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କାରାରା (ଗୋଲ୍ଡକୋଷ୍ଟ), ୬ା୧୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚଳିତ ଟି୨୦ କ୍ରିକେଟ୍‌ ସିରିଜ୍‌ର ଚତୁର୍ଥ ମ୍ୟାଚ ଗୁରୁବାର ଏଠାରେ ଅନୁଷ୍ଠିତ ହେବ। ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ ଏବେ ୧-୧ ସ୍ଥିତିରେ ଅଛି। ତୃତୀୟ ଟି୨୦ ଜିତି ଭାରତୀୟ ଖେଳାଳିଙ୍କ ମନୋବଳ…

ମଜାରେ DNA Test କଲେ ସ୍ତ୍ରୀ-ସ୍ବାମୀ, ରିପୋର୍ଟ ଆସିବାପରେ ଭାଙ୍ଗିଗଲା ସଂସାର: ଶ୍ୱଶୁରଙ୍କ ପର୍ଦ୍ଦାଫାଶ…

ନୂଆଦିଳ୍ଲୀ,୬।୧୧: ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସର ଏକ ଦମ୍ପତି ମଜାକ୍‌ରେ ଏକ ଡିଏନଏ ପରୀକ୍ଷା (DNA Test) କରିଥିଲେ। କିନ୍ତୁ ପରୀକ୍ଷା ଫଳାଫଳ କେବଳ ସେମାନଙ୍କ ସମ୍ପର୍କକୁ ଭାଙ୍ଗି ଦେଇ ନ ଥିଲା, ବରଂ ସେମାନଙ୍କ ଶ୍ୱଶୁରଙ୍କ ଗୁପ୍ତ କଥା ମଧ୍ୟ…

8th pay commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏମାନଙ୍କ ଦରମା ହୋଇଯିବ ଦ୍ୱିଗୁଣିତ

ନୂଆଦିଲ୍ଲୀ,୬।୧୧: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସରକାର ଏବେ ଅଷ୍ଟମ ବେତନ କମିଶନ ଗଠନ କରିଛନ୍ତି ଏବଂ ଏହାର ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ଏହି…

କୋଲ୍‌ ଓ୍ବାସେରିରେ ଲିଭୁନି ନିଆଁ: ପ୍ରଦୂଷଣରେ ଅତିଷ୍ଠ ଅଞ୍ଚଳବାସୀ

ଝାରସୁଗୁଡ଼ା,୬ା୧୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଧୀନ ବନ୍ଧବାହାଲ ଅଞ୍ଚଳର ଗ୍ଲୋବାଲ କୋଲ୍‌ ୱାସେରିରେ ପ୍ରାୟ ୧ ସପ୍ତାହ ହେବ ନିଆଁ ଲାଗିଛି। ଏଥିରେ ହଜାର ହଜାର ଟନ୍‌ର କୋଇଲା ପୋଡ଼ି ନଷ୍ଟ ହେଉଛି। ଏଥିଯୋଗୁ ସରକାରଙ୍କ ବହୁ…

RI ପରୀକ୍ଷାରେ ପୁଣି ବିଭ୍ରାଟ! ଛାତ୍ରୀଛାତ୍ର ଅସନ୍ତୁଷ୍ଟ

ଭୁବନେଶ୍ବର,୬।୧୧: RI ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ। ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରୀଛାତ୍ର। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଗଲେ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ…

ଝରଣା ପାଖରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ: ପୂର୍ବତନ ଏବିଓ ସନ୍ଦେହ

ଥୁଆମୂଳ ରାମପୁର,୦୬।୧୧-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ କିଆପଦର୍‌ ଅଞ୍ଚଳ ର ଏକ ଝରଣା ନାଳ ପାଖରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାଯାଏ…

ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌

ପାଟନା,୬।୧୧: ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । କୁହାଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ବିହାର ଜନାଦେଶକୁ ନିର୍ଣ୍ଣାୟକ…

ମେ’ଫେୟାର: ଭୁବନେଶ୍ୱରରେ ଟେକିଦେବେ ୧୦.୮୪୫ ଏକର ଜଙ୍ଗଲ ଜମି

ଭୁବନେଶ୍ୱର,୬।୧୧ (ରବିନାରାୟଣ ଜେନା):ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ରାଜଧାନୀ ଛାତି ଉପରେ ଥିବା ଅମୂଲ୍ୟ ସମ୍ପଦକୁ ବଡ଼ବଡ଼ିଆଙ୍କୁ ଟେକିଦେବା ପାଇଁ ଜଙ୍ଗଲ ବିଭାଗର ବଡ଼ବାବୁମାନେ ଭାରି ବ୍ୟସ୍ତତା ଦେଖାଉଥିବା ପରିଲକ୍ଷିତ ହୋଇଛି। କେଉଁଠି ବିଲ୍‌ଡର୍ସଙ୍କ ପାଇଁ ଜଙ୍ଗଲ ଜମିକୁ ରାତାରାତି ଅଣଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?