Home

ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ବଢୁଛି ଚୋରା ମଦ-ଗଞ୍ଜେଇ କାରବାର

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର କିଛି ଥାନା ଅଞ୍ଚଳରେ ଚୋରା ଦେଶୀ, ବିଦେଶୀ ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ କନ୍ଧମାଳ ଜିଲାରୁ ଅଧିକାଂଶ ଦିନ ବେନିୟମ ଭାବେ ଗଞ୍ଜେଇ ଚାଲାଣ ହେଉଛି। ଭଞ୍ଜନଗର ପୋଲିସ…

ହଷ୍ଟେଲରୁ ମିଳିଲା ୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର,୬ା୯(ସୁନୀଲ କୁମାର ମହାନ୍ତି): କଣ୍ଟାବାଞ୍ଜି ଥାନା ତୁରେକେଲା ବ୍ଲକ ହିଆଁଲ ଗାଁ ଅନୁସୂଚିତ ଜନଜାତି ଓ ଜାତି ଅନ୍ବେଷା ଛାତ୍ର ନିବାସରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି l କଣ୍ଟାବାଞ୍ଜି ପୋଲିସ…

ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନାରୁ ଫେରୁଥିଲେ, ଅଟୋ ଉପରେ ମାଡ଼ିଗଲା କାର୍‌, ସ୍ତ୍ରୀ-ସ୍ବାମୀଙ୍କ ସହ ଚାଳକ ମୃତ..

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ ଉପରେ କାର୍‌ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଂଶୀଧର ସେଠୀ, କମଳା ସେଠୀ ଏବଂ ଅଟୋ…

ଚାଷୀଙ୍କୁ ଚଢ଼ାଦରରେ ସାର ବିକ୍ରି, ଗୋଦାମ ଉପରେ ଚଢ଼ାଉ କରି…

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ): ସାରର ଅଭାବୀ ବିକ୍ରିର ଅଭିଯୋଗ ହେବା ପରେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନ୍ସପେକ୍ଟର ନିହାର ରଞ୍ଜନ ଦାଶ, କୃଷି…

ମୁନିରଙ୍କ ସ୍ତ୍ରୀ ପିଲାଙ୍କୁ ମିଳିଲା ଆମେରିକାର ନାଗରିକତା? ପୂର୍ବଜଙ୍କ ପଥ ଅନୁସରଣ କରୁଛନ୍ତି ଆର୍ମି ଚିଫ!

ଇସଲାମାବାଦ,୬।୯: ପାକିସ୍ତାନର ସାମରିକ ଅଧିକାରୀ ଏବଂ ନେତାମାନଙ୍କର ନିଜ ଦେଶ ପ୍ରତି କମ ଏବଂ ବିଦେଶୀ ଦେଶ ପ୍ରତି ଅଧିକ ଆସକ୍ତି ଥିବା ପରି ମନେହୁଏ। ଅବସର ପରେ, ସେମାନେ ପ୍ରାୟତଃ ଅନ୍ୟ ଦେଶରେ ବସବାସ କରନ୍ତି। ସେମାନଙ୍କ ପିଲାମାନେ ମଧ୍ୟ…

India-US Relations: ସତରେ କ’ଣ ପୁଣିଥରେ ମୋଦି-ଟ୍ରମ୍ପଙ୍କ ସମ୍ପର୍କ ହେବ ମଧୁର? କ୍ୱାଡ ସମ୍ମିଳନୀ ହୋଇପାରେ ନୂଆ ସମ୍ପର୍କର ଆରମ୍ଭ ମଞ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଗତ କିଛି ମାସ ଧରି ଉତ୍ତେଜନାପୂର୍ଣ୍ଣ ଦେଖାଦେଇଛି, କିନ୍ତୁ କ’ଣ ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ପୁଣିଥରେ ଟ୍ରାକକୁ ଫେରିପାରିବ? ଏବେ ଏହି ପ୍ରଶ୍ନ…

ସ୍ବାମୀଙ୍କୁ ମୃତ ଭାବି କରିଦେଇଥିଲେ ଅନ୍ତିମ ସଂସ୍କାର, ହଠାତ୍‌ ଆସି ଘରେ ହାଜର: ପୂରା ଘଟଣା କରିଦେବ ଆଶ୍ଚର୍ଯ୍ୟ

ଗୁରୁଗ୍ରାମ,୬।୯: ହରିୟାଣାର ଗୁରୁଗ୍ରାମରେ ଏକ ଅଜବ ଘଟଣା ଘଟିଛି। ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା ଏବଂ ତାଙ୍କ ପରିବାର ତାଙ୍କ ମୃତଦେହକୁ ଦାହ କରିଥିଲେ। ଅନ୍ତିମ ସଂସ୍କାର ପରେ ହଠାତ୍‌ ପରଦିନ ସେ ତାଙ୍କ ଘରକୁ…

କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ମନୋନୀତ ହେଲେ ଯଶୋବନ୍ତ, କହିଲେ ସମସ୍ତଙ୍କୁ ସାଙ୍ଗରେ ନେଇ…

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଜୁ ଜନତା ଦଳର ସଭାପତି ଭାବେ ବିଶିଷ୍ଟ ଯୁବନେତା ତଥା ପୂର୍ବତନ ସ. ମାଲପଡ଼ା ସମିତି ସଭ୍ୟ ଯଶୋବନ୍ତ ସାହୁ ମନୋନୀତ ହୋଇଥିବା ଜଣାଯାଇଛି। ଶୁକ୍ରବାର ଭାବନୀପାଟଣାଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ…

ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେ…

ଭୁବନେଶ୍ୱର,୬ା୯: ୭ ମାସ ତଳେ ରାଜଧାନୀରୁ ନିଖୋଜ ହୋଇଯାଇଥିବା ଘରୋଇ ସହାୟିକା ନିରୁପମା ପରିଡ଼ା ଓରଫ ମିତା (୨୨)ଙ୍କ କଙ୍କାଳ ଖୋର୍ଦ୍ଧା ତାପଙ୍ଗସ୍ଥିତ ପଥର ଖଣି ଭିତରୁ କମିଶନରେଟ୍‌ ପୋଲିସ ଶୁକ୍ରବାର ଜବତ କରିଛି। ପୁରୁଷ ବନ୍ଧୁ ତାଙ୍କୁ ତଣ୍ଟିଚିପି ହତ୍ୟା…

ମୋଦିଙ୍କୁ ଟ୍ରମ୍ପ ପ୍ରଶଂସା କରିବା ପରେ ଆସିଲା ଜୟଶଙ୍କରଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ, ଭାରତ-ଆମେରିକା ସମ୍ପର୍କ ଏବେ…

ଓ୍ବାଶିଂଟନ,୬।୯: ଭାରତ ଏବଂ ଆମେରିକା ସମ୍ପର୍କ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଭାରତ-ଆମେରିକା ସହଭାଗୀତାକୁ ଗମ୍ଭୀରତା ଏବଂ ଗୁରୁତ୍ୱ ସହିତ ଦେଖିଛନ୍ତି। ଜୟଶଙ୍କରଙ୍କ ଏହି ବିବୃତ୍ତି…

ଗେଟ୍‌ ବନ୍ଦ କରି ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଛାତ୍ରୀଛାତ୍ରୀ-ଅଭିଭାବକ

ବାସୁଦେବପୁୀର,୬ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକର କୃଷ୍ଣପୁର ପଞ୍ଚାୟତର ବୋହୂମା ଘେରି ବିଦ୍ୟାଳୟର ସାମ୍ନାରେ ଶନିବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ୍‌ ଗେଟ୍‌ ବନ୍ଦ କରି ସ୍କୁଲ ଆଗରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟରେ ବିପଦସଂକୁଳ ଗୃହକୁ ଭାଙ୍ଗି ନୂତନ ଗୃହ…

ଟାରିଫ ଯୁଦ୍ଧ ଭିତରେ ଫଳପ୍ରଦ ପ୍ରମାଣିତ ହେଲା ଭାରତର ‘ନୀରବ’ କୂଟନୀତି

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୯: ଆମେରିକା ଏବଂ ଭାରତ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ ଯେଉଁ କୂଟନୈତିକ ନୀରବତା ଅବଲମ୍ବନ କରିଛି ତାହାର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ଆମେରିକାର ବାରମ୍ବାର ଉତ୍ତେଜନା ସତ୍ତ୍ୱେ, ଭାରତ ଏକ ଅତ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri