Home

ଓମାନରେ ଫସିଛନ୍ତି ୧୨ ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ନିବେଦନ

ଛତ୍ରପୁର, ୧୧।୨(ସନ୍ତୋଷ ପାଢ଼ୀ): ସୁଦୂର ଓମାନରେ ୧୨ ଜଣ ଓଡ଼ିଆ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ଭାରତ ପ୍ରତ୍ୟାବର୍ତ୍ତନ ଲାଗି ଏମାନେ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ଏକ ଭିଡିଓ ବାର୍ତ୍ତା ଜାରି କରି ନିବେଦନ କରିଛନ୍ତି। ଏହି ଭିଡିଓ…

‘ମୋତେ ସି ଜିନପିଙ୍ଗ ସହ କଥା ହେବାକୁ ଭଲ ଲାଗୁଛି…’,ଲୁଚିଛପି ଚାଇନା ରାଷ୍ଟ୍ରପତିଙ୍କୁ ଫୋନ କଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୨: ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ଶେଷ ହୋଇନାହିଁ। ଶପଥ ଗ୍ରହଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ…

ପ୍ରୟାଗରାଜରେ ପ୍ରବେଶ କରୁନି ଭାରୀ ଯାନ, ଦେଖାଦେଲାଣି ଖାଦ୍ୟ-ପାନୀୟ ସଙ୍କଟ

ପ୍ରୟାଗରାଜ,୧୧।୨: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ସହର ଭିତରକୁ ଭାରୀ ଯାନବାହାନ ପ୍ରବେଶକୁ ନିଷେଧ କରିଛି, କିନ୍ତୁ ଏହା ଫଳରେ ସଙ୍ଗମ ସହରରେ ଖାଦ୍ୟପାନୀୟ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେଇଛି। କୁହାଯାଉଛି ଯେ…

ତିରୁପତି ଲଡ଼ୁରେ ପଶୁ ଚର୍ବି ମିଶ୍ରିତ ଘିଅ ବ୍ୟବହାର ମାମଲା: ୪ଜଣଙ୍କୁ ଗିରଫ କଲା ସିବିଆଇ

ତିରୁପତି,୧୧।୨:ଆନ୍ଧ୍ରପ୍ରଦେଶ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ରେ ପ୍ରସ୍ତୁତ ଲଡୁରେ ବ୍ୟବହାର ହେଉଥିବା ଘିଅରେ ଅପମିଶ୍ରଣ କରାଯାଉଥିବା ଘଟଣାରେ ସିବିଆଇ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରୁର୍‌କିସ୍ଥିତ ଭୋଲେବାବା ଡାଏରୀ ଫାର୍ମର ପୂର୍ବତନ ନିର୍ଦ୍ଦେଶକ ପୋମିଲ ଜୈନ…

କେଜରିଓ୍ବାଲଙ୍କୁ ହରାଇଥିବା ନେତା ହେବେ ହିଲ୍ଲୀର ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରଠାରୁ, ଭାଜପା ପକ୍ଷରୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ବିଭିନ୍ନ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଏହି ସମୟରେ, ପ୍ରବେଶ ବର୍ମାଙ୍କ ନାମ ଉପରେ ଭାଜପାରେ ସହମତି ହୋଇଥିବା ସୂତ୍ରକୁ ଉଦ୍ଧୃତ କରି ଏକ…

ଗଙ୍ଗା ମା’ଙ୍କ ଆଶୀର୍ବାଦ, ତ୍ରିବେଣୀ ଘାଟରେ ସନ୍ତାନ ପ୍ରସବ କଲେ ୧୧ ମହିଳା

ପ୍ରୟାଗରାଜ,୧୧।୨: ଏବେ ପବିତ୍ର ପ୍ରୟାଗରାଜ ନଗରୀରେ ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି। ସମଗ୍ର ଦେଶ ସଙ୍ଗମରେ ଧାର୍ମିକ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ଯୋଗୁଁ, ପ୍ରୟାଗରାଜ ଏବଂ…

ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଛି ମୃତ୍ୟୁ

ଓ୍ବାଶିଂଟନ,୧୧।୨: ସୋମବାର (୧୦ ଫେବୃଆରୀ) ଅପରାହ୍ନରେ ଆରିଜୋନାର ସ୍କଟସଡେଲ ବିମାନବନ୍ଦରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇଟି ଘରୋଇ ଜେଟ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।…

ସ୍ଥାୟୀତ୍ୱକୁ ନେଇ ସନ୍ଦୀହାନ:ଇସି ସଂଘ ପକ୍ଷରୁ ଦାବିପତ୍ର

ଥୁଆମୂଳ ରାମପୁର,୧୧/୨ (ଦୁର୍ଗା କୀର୍ତ୍ତି)- ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ମନୋନୀତ ମିଶନ ଶକ୍ତି ଇସିମାନେ ୨୦୦୦ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ କୌଣସି ଭତ୍ତା ନ ପାଇ ଅନବରତ ସେବା ଯୋଗାଇ ଆସିଥିଲେ। ଏବେ ଧାର୍ଯ୍ୟ ଗସ୍ତ ଭତ୍ତା ବ୍ୟବସ୍ଥା ଲାଗୁ…

ଏଇ ଭାରତରେ

ଏହା ନିଶ୍ଚିତ ଯେ ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନର ଗତିପଥ ବଦଳିଯାଏ। ଏଭଳି ଏକ ପରିବର୍ତ୍ତନ ଆସିଛି ରାଜେଶ କୁମାରଙ୍କ ଜୀବନରେ। ରାଜେଶ ସୁକ୍ୟୁରିଟି ଗାର୍ଡ ଚାକିରି ଛାଡ଼ି ଜୈବିକ ପଦ୍ଧତିରେ ଗୋଲାପ ଫୁଲ ଚାଷକରି ମାସକୁ ୫୦…

ମହାକାଶ କୃଷିରେ ଭାରତ

୧୬ା୧ା୨୦୨୫ରେ ସ୍ପେଡାକ୍ସ ମିଶନ ମାଧ୍ୟମରେ ପୃଥିବୀର ବୃତ୍ତାକାର କକ୍ଷରେ ଦୁଇଟି କୃତ୍ରିମ ଉପଗ୍ରହଙ୍କୁ ସଫଳ ଭାବେ ପରସ୍ପର ସହ ସଂଯୋଗକରିବା(ଡବିଂ)କୁ ଭବିଷ୍ୟତ ପାଇଁ ଭାରତର ପରିକଳ୍ପିତ ମହାକାଶ ବିଜ୍ଞାନର ସୁଦୂରପ୍ରସାରୀ ଲକ୍ଷ୍ୟ ସାଧନ ଦିଗରେ ପ୍ରଥମ ପଦକ୍ଷେପ ରୂପେ ଗଣନା କରାଯାଏ।…

ମାନବଧର୍ମର ମହୋତ୍ସବ: ମହିମା ମେଳା

ମହିମା ଦର୍ଶନ ଜୀବନକୁ ସେବା ଓ ତ୍ୟାଗପୂତ ସୋପାନରେ ଉପନୀତ କରିବା ନିମନ୍ତେ ଏକ ଆଧ୍ୟାମତ୍ିକ ବିଚାରଧାରା। ‘ଜୀବେଦୟା’ ତଥା ଜଗତ କଲ୍ୟାଣ ହେଉଛି ମହିମା ଦର୍ଶନର ମହାମନ୍ତ୍ର। ନିଜକୁ ନରକ ନିକ୍ଷିପ୍ତକରି ନିଖିଳ ବିଶ୍ୱକୁ ବେଦନାମୁକ୍ତ କରିବା ନିମନ୍ତେ ତା’ର…

ବାଇକ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ: ଜଣେ ଗୁରୁତର

ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-କାଶିପୁର ମୁଖ୍ୟ ରାସ୍ତା କୁମ୍ଭାରକାନି ଗ୍ରାମର ଗୌଡ଼ ପଡ଼ା ନିକଟରେ ମଟରସାଇକେଲ ଧକ୍କାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri