Home

ମହାରାଷ୍ଟ୍ର ଡ୍ରାମା: ଭାଜପାର ନା ପରେ, ଶିବସେନାକୁ ସରକାର ଗଢିବା ପାଇଁ ପଚାରିଲେ ରାଜ୍ୟପାଳ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏବେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଚାଲିଛି। ରବିବାର ଭାଜପା ସରକାର ଗଢିବା ପାଇଁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାର ଦ୍ୱିତୀୟ ବୃହତ୍‌ ପାର୍ଟି ଶିବସେନାକୁ ସରକାର ଗଢିବା ବିଷୟରେ ପଚାରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ…

ରାହୁଲ, ଶ୍ରେୟାସଙ୍କ ଅର୍ଦ୍ଧଶତକ:ବାଂଲାଦେଶକୁ ୧୭୫ ରନ୍‌ର ଟାର୍ଗେଟ ଦେଲା ଭାରତ

ନାଗପୁର,୧୦।୧୧: ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଭାରତ ଭମଣକାରୀ ଦଳକୁ ୧୭୫ ରନର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୪ ରନ୍‌ ସଂଗ୍ରହ କରିଛି। ବାଂଲାଦେଶ…

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୦।୧୧: ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ବାନ୍ଦିପୋରାରେ ଏହି ଗୁଳିବିନିମୟ ଘଟିଥିଲା। ଏବେ ବି ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।…

ଓ୍ବିଲିୟମ୍ସଙ୍କୁ ଆଇଏସ୍‌ଏଲ୍‌ ହିରୋ ଅଫ୍‌ ମନ୍ଥ ପୁରସ୍କାର

ମୁମ୍ବାଇ,୧୦।୧୧(ପି.ଟି.)- ଅଷ୍ଟ୍ରେଲିଆ ପେସାଦାର ପୁଟବଲର ଡେଭିଡ ଓ୍ବିଲିୟମ୍ସ ଅକ୍ଟୋବର ମାସ ପାଇଁ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ୍‌) ହିରୋ ଅଫ୍‌ ଦି ମନ୍ଥ ପୁରସ୍କାର ହାସଲ କରିଛନ୍ତି। ଭାରତର ଏହି ଶ୍ରେଷ୍ଠ ଫୁଟବଲ୍‌ ଲିଗ୍‌ର ଏହି ପୁରସ୍କାର ଦୌଡ଼ରେ ୩୧ ବର୍ଷୀୟ…

ଶୁଟିଂରେ ତୋମାରଙ୍କୁ ଅଲିମ୍ପିକ୍‌ କୋଟା

ଦୋହା,୧୦।୧୧(ପି.ଟି.)- ସ୍ବଳ୍ପ ବୟସ୍କ ଶୁଟର ଐଶ୍ୱାରି ପ୍ରତାପ ସିଂ ତୋମାର ଭାରତ ପାଇଁ ରେକର୍ଡ ୧୩ତମ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ୧୮ ବର୍ଷୀୟ ତେମାର ରବିବାର ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ରେ ପୁରୁଷ ୫୦ମିଟର ରାଇଫଲ ୩ ପୋଜିସନରେ…

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୧୦।୧୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦନଗର ଇଟ୍ଟାପାଳ ଗଁାର ସମୀର ସେନାପତି(୨୪)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ମୃତଦେହ ଜନ୍ମମାଟିକୁ ଫେରିପାରି ନାହିଁ। ସୂଚନା ଅନୁଯାୟୀ, ସମୀର ସେଠାରେ ଏକ…

କର୍‌ତାରପୁର କରିଡ଼ର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ:ଜାତିସଂଘ ମହାସଚିବ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍‌ତାରପୁର କରିଡ଼ର ଉଦଘାଟନ କରିଛନ୍ତି। ଏହି କରିଡ଼ର ପାକିସ୍ତାନ ପଞ୍ଜାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଫଳରେ ଦେଶର ଶିଖ ସମାଜର ଶ୍ରଦ୍ଧାଳୁ ଗୁରୁ ନାନକଙ୍କ ପବିତ୍ର ସ୍ଥାନ ଦରବାର ସାହିବକୁ ଦର୍ଶନ କରିବା…

‘ବୁଲ୍‌ବୁଲ୍‌’ ତାଣ୍ଡବ: ପଶ୍ଚିମବଙ୍ଗରେ ୮ ମୃତ

କୋଲକାତା,୧୦।୧୧:ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ବାତ୍ୟା ‘ବୁଲ୍‌ବୁଲ୍‌’। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ବାତ୍ୟା ତାଣ୍ଡବରେ ଏପର୍ଯ୍ୟନ୍ତ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଏବଂ ପବନ…

କ୍ରିସ୍‌ର ଭଲ ସାଙ୍ଗ ରେମୁସ୍‌

ନୂଆଦିଲ୍ଲୀ:ବହୁ ସମୟରେ ଜୀବମାନଙ୍କର ଅଜବ ବନ୍ଧୁତ୍ୱ ସୋସିଆଲ ମିଡିଆରେ ସାମ୍‌ନାକୁ ଆସୁଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଚିତା ଓ କୁକୁର। ୩ ମାସର ଚିତା ଛୁଆର ନାଁ କ୍ରିସ୍‌ ଓ କୁକୁରର ନାଁ ରେମୁସ୍‌। ଏହି ଦୁଇ ଜୀବଙ୍କର…

ମଣିଷ ମୁଣ୍ଡିଆ ମାଛ

ନୂଆଦିଲ୍ଲୀ:ମାଛର ମୁଣ୍ଡ ପୂରା ମଣିଷ ମୁଣ୍ଡ ଭଳି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଏଭଳି ମାଛକୁ ଠାବ କରାଯାଇଛି ଚାଇନାରେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। ଚାଇନାର ମିଆଓ ଗାଁରେ ଏହି ମାଛକୁ…

ଖାଇବା ଆଶାରୁ ଖଡ଼ି ଧରିଲେ ଦିବ୍ୟା

ହାଇଦ୍ରାବାଦ୍‌:ନବେ ଦଶକରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନଭୋଜନ ଯୋଜନାର ପ୍ରଭାବ ପ୍ରମାଣିତ କରିଛି ତେଲେଙ୍ଗାନାର ଏକ ଘଟଣା। ହାଇଦ୍ରାବାଦ୍‌ର ଗୁଡିମଲକାପୁର ସରକାରୀ ସ୍କୁଲ୍‌କୁ ଦିବ୍ୟା ନାମକ ଝିଅଟିଏ ପ୍ରତିିଦିନ ମଧ୍ୟାହ୍ନଭୋଜନ ସମୟରେ ବାସନଟିଏ ଧରି ଆସି ପହଞ୍ଚିଯାଏ। ପିଲାମାନଙ୍କ ସହ ଖାଇବା ଲକ୍ଷ୍ୟ…

ମହାରାଷ୍ଟ୍ରରେ ଏକୁଟିଆ ସରକାର ଗଢିପାରିବୁ ନାହିଁ: ଭାଜପା

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ରାଜନୀତିରେ ପୁଣି ନୂଆମୋଡ ଆସିଛି। ମେଣ୍ଟ ହୋଇ ନିର୍ବାଚନ ଲଢିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ମତପାର୍ଥକ୍ୟ ଦେଖାଯିବାରୁ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରରେ ସରକାର ଗଠନ ନ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?