ଇଦରେ ଏହି ମୁସଲିମ ଦେଶରେ ହେବ ବଡ଼ ଆତଙ୍କବାଦୀ ଆକ୍ରମଣ! ନିଜ ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ,୨୯।୩: ଆମେରିକାର ବୈଦେଶିକ ବିଭାଗ ଶନିବାର (୨୯ ମାର୍ଚ୍ଚ, ୨୦୨୫) ସିରିଆରେ ଥିବା ଏହାର ନାଗରିକମାନଙ୍କୁ ଇଦ ଅଲ-ଫିତର ଛୁଟି ସମୟରେ ଆକ୍ରମଣର ବିପଦ ବିଷୟରେ ସତର୍କ କରାଇଛି। ଡାମାସ୍କସରେ ଥିବା ଦୂତାବାସ, ଅନ୍ତର୍ଜାତୀୟ ସଂଗଠନ ଏବଂ ସାର୍ବଜନୀନ ପ୍ରତିଷ୍ଠାନ ପ୍ରତି…
୪୩ ବର୍ଷ ବୟସରେ CSK ପାଇଁ ଏହି ରେକର୍ଡ କଲେ ଧୋନି
ନୂଆଦିଲ୍ଲୀ,୨୯।୩: IPL ୨୦୨୫ର ୮ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଏମଏସ ଧୋନି ନିଜ ନାମରେ ଏକ ବଡ଼ ରେକର୍ଡ କରିଥିଲେ। ସେ CSK ପାଇଁ ସର୍ବାଧିକ…
Chhattisgarh: ସୁକମାରେ ୧୭ ନକ୍ସଲ ସଫା, ୧୧ ମହିଳା ବି ସାମିଲ
ରାୟପୁର,୨୯।୩: ଛତିଶଗଡ଼ର ସୁକମା ଏବଂ ଦାନ୍ତେୱାଡା ଜିଲାର ସୀମାରେ ଶନିବାର ସକାଳେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୫୦୦-୬୦୦ ଯବାନ ୧୭ ଜଣ ନକ୍ସଲଙ୍କୁ ନିପାତ କରିଥିଲେ। ଏମାନଙ୍କ ମଧ୍ୟରେ ୧୧ ଜଣ ମହିଳା…
ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧
ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା। ଏହି ସମୟରେ, ଅନେକ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଏହାର କେନ୍ଦ୍ର ରାଜଧାନୀ…
କଂଗ୍ରେସ ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା: ଜଣେ ଗିରଫ
ଭୁବନେଶ୍ୱର,୨୯।୩: କଂଗ୍ରେସର ‘ବିଧାନସଭା ଘେରାଓ’ କାର୍ଯ୍ୟକ୍ରମ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।ସେ ହେଲେ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳର ହରିଦାଶପୁର ନିବାସୀ ମିର୍ଜା ଇସଲାମ ବୈଗ। ତାଙ୍କ ବିରୁଦ୍ଧରେ ପୂର୍ବରୁ…
ଅପରେସନ ବ୍ରହ୍ମା ଆରମ୍ଭ, ଆଗ୍ରାରୁ ମ୍ୟାନମାର ଯିବ ଫିଲ୍ଡ ହସ୍ପିଟାଲ
ନୂଆଦିଲ୍ଲୀ,୨୯।୩: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଭାରତ ‘ଅପରେସନ ବ୍ରହ୍ମା’ ଅଧୀନରେ ଦୁଇଟି ନୌସେନା ଜାହାଜ ପଠାଇଛି। ଏହା ବ୍ୟତୀତ, ଶନିବାର ଏକ ଫିଲ୍ଡ ହସ୍ପିଟାଲକୁ ମଧ୍ୟ ବିମାନ ଯୋଗେ ଅଣାଯିବ।…
Bihar Board 10th Toppers: ବିହାର ମାଟ୍ରିକ ପରୀକ୍ଷା ଫଳାଫଳର ୪୮୯ ନମ୍ବରର ରହସ୍ୟ କ’ଣ, ୧୦ ଛାତ୍ରୀ ଟପ୍ପର
ପାଟନା,୨୯।୩: ବିହାର ସ୍କୁଲ ପରୀକ୍ଷା ବୋର୍ଡ (BSEB) ଆଜି ୨୦୨୫ ମସିହାର ମାଟ୍ରିକ (ଦଶମ) ପରୀକ୍ଷା ଫଳାଫଳ ଘୋଷଣା କରିଛି। ସମ୍ପୂର୍ଣ୍ଣ ଫଳାଫଳ ସମୟରେ, ୪୮୯ ସଂଖ୍ୟା ବିଷୟରେ ବହୁତ ଆଲୋଚନା ହୋଇଥିଲା କାରଣ ଏହି ସଂଖ୍ୟାଟି କେବଳ ଗୋଟିଏ ନୁହେଁ…
ଅନୁଗୋଳ ବାର୍ ଆସୋସିଏଶନ ନିର୍ବାଚନ: ହିମାଂଶୁ ସଭାପତି, ଧ୍ରୁବଚରଣ ସମ୍ପାଦକ
ଅନୁଗୋଳ,୨୯ା୩ (ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ)- ଅନୁଗୋଳ ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ହିମାଂଶୁ ଭୂଷଣ ସାମଲ ଏବଂ ସାଧାରଣ ସମ୍ପାଦକ ଭାବେ ଧ୍ରୁବଚରଣ ସାହୁ ନିର୍ବାଚିତ ହୋଇଛନ୍ତି। ଉପ ସଭାପତି ଭାବେ ପ୍ରଫୁଲ୍ଲ ନାୟକ,…
Air Cooler: କୁଲର୍ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ ହୋଇଗଲାଣି। ଯଦି ଆପଣ ମଧ୍ୟ ଏକ ନୂତନ କୁଲର କିଣିବାକୁ ଭାବୁଛନ୍ତି, ତା’ ପୂର୍ବରୁ…
ମ୍ୟାନମାରରେ ୩୩୦ ପରମାଣୁ ବୋମା ଫୁଟିଲା ଭଳି ଥିଲା ଦୃଶ୍ୟ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ
ନାପିଦାଉ,୨୯।୩: ମ୍ୟାନମାରରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷଜ୍ଞମାନେ ଏବେ କହିଛନ୍ତି ଯେ ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ ପରମାଣୁ ବୋମାର ବିସ୍ଫୋରଣ ସହିତ ସମାନ। ସିଏନଏନ ରିପୋର୍ଟ କରିଛି ଯେ ଭୂତତ୍ତ୍ୱବିତ ଜେସ…
ଜନ୍ମଦିନରେ ଝିଅର ପ୍ରେମିକଙ୍କୁ କୁରାଢିରେ ହାଣି ହତ୍ୟା କଲେ ମାତାପିତା
ହାଇଦଦ୍ରାବାଦ,୨୯।୩: ତେଲଙ୍ଗାନାର ପେଡ୍ଡାପାଲି ଜିଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ସମ୍ପର୍କରେ ବିରକ୍ତ ହୋଇ, ତାଙ୍କ ମାଆବାପା ତାଙ୍କ ୧୯ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁହେଁ ତାଙ୍କୁ କୁରାଢ଼ିରେ ଆଘାତ କରି ହତ୍ୟା…
ଶାହାଙ୍କ ବଡ଼ ଦାବି, କହିଲେ ୩୦ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ଶାସନ କରିବ ଭାଜପା
ନୂଆଦିଲ୍ଲୀ,୨୯।୩: ଭାରତୀୟ ଜନତା ପାର୍ଟି(ଭାଜପା) ଅତି କମରେ ୩୦ ବର୍ଷ ପାଇଁ କେନ୍ଦ୍ରରେ କ୍ଷମତାରେ ରହିବ। ଏହା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ସେ କହିଥିଲେ ଯେ ଗଣତନ୍ତ୍ରରେ ଯେକୌଣସି ଦଳର ବିଜୟ ତା’ର କଠିନ ପରିଶ୍ରମ ଉପରେ ନିର୍ଭର…
Archives


