Home

ଗୋପାଳପୁର ଛାତ୍ରୀ ଗଣବଳାତ୍କାର ବିରୋଧରେ ଧାରଣା

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମ୍‌ପାଟଣାରେ ବୁଧବାର ବିଜୁ ଯୁବ – ଛାତ୍ର ଜନତା ତରଫରୁ ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଛାତ୍ର ଆନ୍ଦୋଳନ ଗୋପାଳପୁର ଛାତ୍ରୀ ଗଣବଳାତ୍କାର ଏବଂ କ୍ରମ ବର୍ଦ୍ଧିଷ୍ଣୁ ମହିଳା ନିର୍ଯାତନା…

ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ

ଦାରିଙ୍ଗବାଡ଼ି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ବୁଧବାର ସକାଳଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମା ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍‌ ପାଇପ୍‌ ପକାଯାଇ ମରାମତି କରାଯାଇଛି।…

ଦୀର୍ଘ ପ୍ରତୀକ୍ଷାର ଅବସାନ: ଶେଷରେ ଲଞ୍ଚ୍‌ ହେଲା Axiom-4 ମିଶନ

ଓ୍ବାଶିଂଟନ୍‌,୨୫।୬: ଶେଷରେ ଦୀର୍ଘ ପ୍ରତୀକ୍ଷା ପରେ Axiom-4 ମିଶନ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ଉଡ଼ାଣ କରିଛନ୍ତି। ଏହି ମିଶନ ୧୨:୦୧ ରେ ଉଡ଼ାଣ ହୋଇଥିଲା।…

ଲିଭର ଖରାପ ଥିଲେ ପ୍ରାରମ୍ଭରେ ଦେଖାଦିଏ ଏସବୁ ଲକ୍ଷଣ, ଏହାକୁ ଅବହେଳା କଲେ…

ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ବିଶେଷ ଯତ୍ନ ନେବା ଉଚିତ୍‌।  ଲିଭରରେ କୌଣସି ପ୍ରକାରର ତ୍ରୁଟି କିମ୍ବା ରୋଗ ହେଲେ କିଛି ଲକ୍ଷଣ ଦେଖାଦିଏ। ପ୍ରାରମ୍ଭିକ ଲକ୍ଷଣକୁ ଅବହେଳା କଲେ ଏହା ପରିବର୍ତ୍ତୀ ସମୟରେ ଗମ୍ଭୀର ହୋଇଯାଏ। ତେବେ…

ଏମରଜେନ୍ସିର ୫୦ ବର୍ଷ ପୂର୍ତ୍ତିକୁ ନେଇ ନାନା ଅଭିଯୋଗ ଆଣିଲେ ମୋଦି

ନୂଆଦିଲ୍ଲୀ,୨୫।୬: ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ ବିତିଗଲାଣି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟକୁ ମନେ ପକାଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଛନ୍ତି, ‘ଆଜି ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ ହେଉଛି, ଯାହା ଭାରତର…

ପାକିସ୍ତାନକୁ ଜୋରଦାର ଝଟକା! ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକ ଅଧିକାରୀ ନିହତ

ଇସଲାମାବାଦ/ନୂଆଦିଲ୍ଲୀ,୨୫।୬: ୨୦୧୯ ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ହେପାଜତକୁ ନେଇଥିବା ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ-ଏ-ତାଲିବାନ (TTP) ସହିତ ଏକ ଏନକାଉଣ୍ଟରରେ ଗୁଳି ବିନିମୟ…

ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କଲେ ନେତାନ୍ୟାହୁ: କହିଲେ, ଆମର ଗର୍ଜନ…

ଜେରୁଜେଲମ,୨୫।୬: ଇରାନ ବିରୋଧରେ ଐତିହାସିକ ବିଜୟ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ୧୨ ଦିନ ଧରି ଚାଲିଥିବା ଅପରେଶନ ଆମ ସେନା ଇତିହାସ ସୃଷ୍ଟି କରିଛି। ଏହି ଅଭିଯାନରେ ଇସ୍ରାଏଲ ଇରାନର…

ଭାରତକୁ ଧୋକା ଦେବା ତୁର୍କୀକୁ ପଡ଼ିଲା ମହଙ୍ଗା: ଲାଗିଲା ଜୋରଦାର୍‌ ଝଟ୍‌କା

ନୂଆଦିଲ୍ଲୀ,୨୫।୬: ଭାରତକୁ ଧୋକା ଦେବା ପାଇଁ ତୁର୍କୀକୁ ମହଙ୍ଗା ପଡିଛି। ଭାରତୀୟ ପର୍ଯ୍ୟଟକଙ୍କ କ୍ରୋଧ ଏବଂ ସୋସିଆଲ ମିଡିଆରେ ବୟକଟ ଅଭିଯାନ ଯୋଗୁ ତୁର୍କୀର ପର୍ଯ୍ୟଟନ ଶିଳ୍ପକୁ ଏକ ବଡ଼ ଝଟକା ଲାଗିଛି। ରିପୋର୍ଟ ଅନୁଯାୟୀ, ମେ ୨୦୨୫ରେ ତୁର୍କୀ ଗସ୍ତରେ…

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ ଗସ୍ତରେ ଆସି ଦୁଇ ବନଖଣ୍ଡରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ।…

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି ୟୁରାନିୟମ ୧୦ଟି ଅଣୁଅସ୍ତ୍ର ନିର୍ମାଣ ପାଇଁ ପର୍ଯ୍ୟାପ୍ତ। ଏହା ଗାଏବ ହୋଇଥିବାରୁ ଆଶଙ୍କା ସୃଷ୍ଟି…

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର ସହିତ ପାଣିରେ ୧୦ ମିନିଟ୍‌ ସଂଘର୍ଷ କରି ମଙ୍ଗଳବାର ମୃତ୍ୟୁମୁଖରୁ ବଞ୍ଚତ୍ଛନ୍ତି। ସେ ହେଲେ…

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ କୋଚିଂ ସେଣ୍ଟରର ହବ୍‌ ପାଲଟିଥିବା ରାଜସ୍ଥାନର କୋଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri