Home

ଅଧରାତିରେ ସ୍ତ୍ରୀଙ୍କୁ ଦେଖିବାକୁ ବାଇକ୍‌ରେ ବସି ଶ୍ୱଶୁର ଘର ଯାଇଥିଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ ଘଟିଲା…

ପାଟନା,୧୫।୯: ନୀତିଶ କୁମାର ବିହାର ରାଜନୀତିର ସବୁଠାରୁ ବଡ଼ ନାମ। ସେ ନଅ ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ପୁଣି ଥରେ ବିହାରରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୀତିଶଙ୍କ ରାଜନୈତିକ…

ପ୍ରଧାନଶିକ୍ଷକ-କମିଟି ସଭାପତି କଳି, ୫ ଦିନ ହେଲା ମଧ୍ୟାହ୍ନଭୋଜନରୁ ବଞ୍ଚିତ ପିଲା

ଧର୍ମଶାଳା,୧୫ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ କଳି ଲାଗିବା ଫଳରେ ଗତ ବୁଧବାର ଦିନରୁ ଆଜି ଯାଏ ମଧ୍ୟାହ୍ନଭୋଜନ ବନ୍ଦ ରହିଛି । ଯାହାକୁ ନେଇ…

ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାର ନେଇ ଧାରଣା,

ମୋରଡ଼ା,୧୫ା୯(ସ୍ମାରକ ମାଜୀ): ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରତ୍ୟାହାରକୁ ନେଇ ଅଭିଭାବକମାନେ ବିଦ୍ୟାଳୟ ଶ୍ରେଣୀ ଗୃହ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଡାକୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାଳବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୩୮…

ଘାସିରାମଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା, ଭକ୍ତ କହିଲେ ଦଳର ହାଇକମାଣ୍ଡ…

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଏକପ୍ରକାର ଇସାରା ଦେଇଛି। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି। ଗତ ନିର୍ବାଚନରେ ସ୍ବାଧୀନ ଭାବେ…

ୱକଫ ସଂଶୋଧନ ଆଇନ ୨୦୨୫କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: କିଛି ଧାରା ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ,୧୫।୯: ୱକଫ ସଂଶୋଧନ ଆଇନ ୨୦୨୫କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଇନ ବିରୋଧରେ ଦାୟର ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ୱାକଫ ସଂଶୋଧନ ଆଇନ ୨୦୨୫ର କିଛି ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।…

Gen-z ଆନ୍ଦୋଳନ ପରେ ନେପାଳକୁ ଦେବାକୁ ପଡୁଛି ବହୁମୂଲ୍ୟ? କୋଟି କୋଟି ଟଙ୍କାର କ୍ଷତି ସହ, ୧୦ ହଜାରରୁ ଅଧିକ ଲୋକ ହରାଇଲେ ଚାକିରି

କାଠମାଣ୍ଡୁ,୧୫।୯: ଗତ କିଛି ଦିନ ଧରି ନେପାଳରେ ହୋଇଥିବା ପ୍ରତିବାଦ ଦେଶର ଅର୍ଥନୈତିକ ସ୍ଥିତିକୁ ଏକ ବଡ଼ ଆଘାତ ଦେଇଛି। Gen-z ଆନ୍ଦୋଳନ ଯୋଗୁ ହୋଇଥିବା ହିଂସା, ପୋଡ଼ାଜଳା ଏବଂ ଭଙ୍ଗାରୁଜା ଯୋଗୁ କୋଟି କୋଟି ଟଙ୍କା କ୍ଷତି ହୋଇଛି। ପ୍ରାୟ…

ଭୟଙ୍କର ପରମାଣୁ ଶକ୍ତି

କାମ କରିବା ପାଇଁ ଓ କଳକାରଖାନା ଚାଲିବା ନିମିତ୍ତ ଶକ୍ତି ଖର୍ଚ୍ଚ ହୁଏ। ଶକ୍ତିର ଅନେକ ରୂପ ରହିଛି। ଆମକୁ ଖାଦ୍ୟରୁ ଶକ୍ତି ମିଳେ, କିନ୍ତୁ କୋଇଲା, ଡିଜେଲ, ପେଟ୍ରୋଲ ବା ବିଜୁଳି ଶକ୍ତିରେ କଳକାରଖାନା ଓ ମୋଟରଗାଡ଼ି ଚାଲେ। ଆମେ…

ପୁଣି ଅପମାନିତ ହେଲା ପାକିସ୍ତାନ: ମାତ୍ର ୪ ସେକେଣ୍ଡରେ ଘଟିଗଲା…

ନୂଆଦିଲ୍ଲୀ,୧୫।୯: ପାକିସ୍ତାନ ପ୍ରତିଦିନ ଭାରତ ବିରୋରେ ଆତଙ୍କବାଦୀ ଯୋଜନା ଷଡ଼ଯନ୍ତ୍ର କରିଚାଲିଛି ଏବଂ ଅନେକ ଥର ଏହାର ପର୍ଦ୍ଦାଫାସ ହୋଇଛି। କିନ୍ତୁ ପାକିସ୍ତାନ ଏବେ ବି ତାର କାର୍ଯ୍ୟକଳାପ ବନ୍ଦ କରୁନାହିଁ। ପାକିସ୍ତାନକୁ ସମ୍ପ୍ରତି ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନର…

ଝୁମର ତାଳେ ତାଳେ ନାଚିଲେ ଧର୍ମେନ୍ଦ୍ର ପ୍ରଧାନ: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବାରିପଦା, ୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝୁମର ତାଳେ ତାଳେ ହାତକୁ ହାତ ଧରି ନାଚିଛନ୍ତି । ବାରିପଦା ଛଉ ପଡିଆର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ…

ପାକିସ୍ତାନ ସହ ହାତ ନ ମିଳାଇବାରୁ ହେବ ବଡ଼ ଆକ୍ସନ, ଲାଗିବ ଜରିମାନା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୧୫।୯: ଏସିଆ କପ ୨୦୨୫ରେ ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା। ଭାରତ ପୂରା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରିଥିଲା, ପାକିସ୍ତାନ ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଥିଲା। ତଥାପି, ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ‘ନୋ…

ଦିଶାଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ, ଚର୍ଚ୍ଚାରେ ଅନିରୁଦ୍ଧାଚାର୍ଯ୍ୟଙ୍କ ନାମ

ମୁମ୍ବାଇ,୧୫।୯: ଯଦିଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗ ଦିଶା ପାଟନୀଙ୍କ ଘରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟି କରିଥିଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କିଏ ଗୁଳି ଚଳାଇଥିଲା ତାହା ଜାଣିପାରି ନାହିଁ। ପୋଲିସ କହିଛି ଯେ କିଛି ସୁରାକ ଆଧାରରେ ଦୁଇଟି…

ଶୋଇଥିବାବେଳେ ଘରେ ଲାଗିଲା ନିଆଁ: ଆସବାବପତ୍ର ସହ ଜଳିଗଲା ନଗଦ ଟଙ୍କା, ସୁନାଗହଣା

ସାକ୍ଷୀଗୋପାଳ,୧୫ା୯(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ଚନ୍ଦନପୁର ଥାନା ବାଲିପଡ଼ା ପଞ୍ଚାୟତ ଅଧୀନ କାଳିଆକେରା ଗ୍ରାମର ବାବୁଲି ନାୟକ ଓ ମାନସ ନାୟକଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମସ୍ତ ଆସବାବପତ୍ର ଏବଂ ବିଡ଼ା ବିଡ଼ା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri