୧୪୩ ବୋଲରଙ୍କୁ ପଛରେ ପକାଇ ଚହଳ ସୃଷ୍ଟି କଲେ ଏହି ବୋଲର୍
ନୂଆଦିଲ୍ଲୀ,୫।୩: ବରୁଣ ଚକ୍ରବର୍ତ୍ତୀ ଆର୍କିଟେକ୍ଟ ଅଧ୍ୟୟନ କରିଛନ୍ତି। କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟର ମଇଦାନରେ ତାଙ୍କ ସଫଳତାର ଅଟ୍ଟାଳିକା ନିର୍ମାଣ କରୁଥିବା ପରି ମନେ ହେଉଛି। ବରୁଣଙ୍କ ଦକ୍ଷତା ଯୋଗୁ ଏବେ ICC ମଧ୍ୟ ତାଙ୍କୁ ସମ୍ମାନ ଦେଇଛି। ସଦ୍ୟତମ ICC…
୫ ଛକା, ୩୮ ଚୌକା… ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ
ଇସଲାମାବାଦ,୫।୩: ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରିଛି, ଯାହାକି ଏକ ବଡ଼ ରେକର୍ଡ। ଦଳ ପକ୍ଷରୁ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ।…
ଓକିଲ ସଂଘ ସଭାପତି ପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ
ଦିଗପହଣ୍ଡି,୫ା୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ସଭାପତି ପଦବୀ…
ବିଜୁବାବୁଙ୍କ ଜନ୍ମ ଉତ୍ସବ ପାଳନକୁ ଆସିଲେନି ନବୀନ, କାଢ଼ି ନିଆଗଲା ଚୌକି
ଭୁବନେଶ୍ୱର,୫ା୩: ମାର୍ଚ୍ଚ ୫ ଅର୍ଥାତ୍ ଆଜି(ବୁଧବାର) ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ…
ଗୋଟିଏ ଝଟ୍କାରେ ମାଫ୍ ହୋଇଯିବ ଟ୍ରାଫିକ୍ ଚାଲାଣ, ଜାଣନ୍ତୁ କେଉଁଠି ହେଉଛି ରେଜିଷ୍ଟ୍ରେଶନ
ଯଦି ଟ୍ରାଫିକ ନିୟମ ନ ମାନି ଆପଣଙ୍କ ଉପରେ ଚାଲାଣ କଟିଛି। ଏଥିପାଇଁ ଆପଣ ଚିନ୍ତାରେ ଅଛନ୍ତି ତେବେ ଏଥର ଖୁସି ଖବର । ଜାରି ହୋଇଥିବା ପେଣ୍ଡିଂ ଚାଲାଣ ଆପଣଙ୍କୁ ହଇରାଣ କରୁଛି ଏବଂ ଆପଣ ସେଗୁଡ଼ିକରୁ ମୁକ୍ତି ପାଇବାକୁ…
ମଧ୍ୟାହ୍ନଭୋଜନ ବନ୍ଦ: ପ୍ରତିବାଦ କରି ରାଜରାସ୍ତାରେ ବସିଲେ ଛାତ୍ରୀଛାତ୍ର
ପୁରୁଷୋତ୍ତମପୁର,୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷାଧିକାରୀ ଭାବେ ଗୋଟିଏ ପଦବୀରେ ଦୁଇ ଦୁଇଜଣ ଅଧିକାରୀ ଥିବା ସତ୍ତ୍ୱେ ଛାତ୍ରୀଛାତ୍ର ରାଜରାସ୍ତାରେ ଖରାରେ ବସି…
ପୁଣି ଫେରିଲା Cold (Drink) War, ICC ଚାମ୍ପିଅନ୍ସ ଟ୍ରଫିରେ ହେଲେ ମୁହାଁମୁହିଁ
ନୂଆଦିଲ୍ଲୀ,୫।୩:ଦୀର୍ଘବର୍ଷ ଧରି ଜାରି ରହିଥିବା କୋଲ୍ଡ ଡ୍ରିଙ୍କ୍ ଓ୍ବାର ଚଳିତ ବର୍ଷ ବିଜ୍ଞାପନ ଯୁଦ୍ଧରେ ପରିଣତ ହୋଇଛି। କୋକା-କୋଲା ଏବଂ ପେପ୍ସିକୋ ମଧ୍ୟରେ ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱିତା ଏହି ବର୍ଷ ପୁଣି ମୁଣ୍ଡ ଟେକିଛି। ପେପ୍ସିକୋ ଇଣ୍ଡିଆ ନିକଟରେ ଏହାର “Anytime is…
‘ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଜିଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।…
ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ
ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍ ହେବାର ନାଁ ନେଉନାହିଁ। ଏହାପରଠାରୁ ଲଗାତାର ଭାବେ ବିଧାୟକ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଏବେ ତାଙ୍କ ପୁଅ ଏବଂ…
ସମନ ସତ୍ତ୍ୱେ ହାଜର ହେଉ ନାହାନ୍ତି ରାହୁଲ ଗାନ୍ଧୀ, ଚେତାବନୀ ଦେଇ ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ
ଲକ୍ଷ୍ନୌ,୫।୩: ବୀର ସାଭରକରଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ କୋର୍ଟ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କାର ଜରିମାନା ଲଗାଇଛନ୍ତି। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ କଂଗ୍ରେସ…
ଉତ୍ତରାଖଣ୍ଡକୁ ବଡ଼ ଉପହାର: କେଦାରନାଥରେ ହେବ ରୋପୱେ
ନୂଆଦିଲ୍ଲୀ,୫ା୩: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଉତ୍ତରାଖଣ୍ଡକୁ ଏକ ବଡ଼ ଉପହାର ମିଳିଛି। କେନ୍ଦ୍ରର ମୋଦି ସରକାର ଉତ୍ତରାଖଣ୍ଡର କେଦାରନାଥ ଧାମ ପାଇଁ ରୋପୱେ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିଲୋମିଟର ରୋପୱେ ନିର୍ମାଣ କରାଯିବ, ଯେଉଁଥିରେ…
ନିର୍ମଳଝରରେ ପ୍ରବାଦପୁରୁଷଙ୍କ ଜୟନ୍ତୀ
ଖଲ୍ଲିକୋଟ,୫ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟସ୍ଥିତ ନିର୍ମଳଝରଠାରେ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବାସଭବନଠାରୁ ବହୁ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ବାହାରି…
Archives


