Home

ଦୁର୍ଦ୍ଦିନରେ ୧୨ କୁମ୍ଭକାର ପରିବାର

ସୋର, ୧୮।୩(ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ପାହାଡିଆ ଗଁ। ରଙ୍ଗାମାଟିଆ। ଗଁ। ଠାରୁ ପଞ୍ଚାୟତ ଶ୍ୟାମସୁନ୍ଦରପୁରର ଦୂରତା ୨୦ରୁ ୨୫ କି.ମି. ହୋଇଥିବାବେଳେ ଔପଦା ବ୍ଲକ ହେଡକ୍ୱାର୍ଟର ଦୂରତା ୩୦ରୁ ୩୫ କି.ମି.। ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଗଁ।…

କୋଣାର୍କକୁ ମିଳିଲା ‘ଆଇକନିକ୍‌ ପର୍ଯ୍ୟଟନସ୍ଥଳୀ’ ମାନ୍ୟତା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା। କୋଣାର୍କକୁ ଏହି ମାନ୍ୟତା ମିଳିଲା । ମଙ୍ଗଳବାର ରାଜ୍ୟ ସଭାରେ ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସ୍ପଷ୍ଟ କରିଛନ୍ତି। ବିଜେଡି ଏମ୍‌ପି ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର…

ଗଜପତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ ରହିଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ନେଇ ଏକ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତରଫରୁ ସରକାରଙ୍କ ପକ୍ଷରୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା, ଜୁଲାଇରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଛି। ମଙ୍ଗଳବାର ମହଙ୍ଗା ଭତ୍ତାକୁ ୫% ବୃଦ୍ଧି କରାଯାଇଛି। ଏହା ଏବେ ୧୨%ରୁ ବୃଦ୍ଧି ପାଇ ୧୭% ହୋଇଛି। ରାଜ୍ୟ ସରକାରୀ କର୍ମଚାରୀମାନେ ପିଛିଲା ଭାବେ ଏହି ମହଙ୍ଗା ଭତ୍ତା ପାଇବେ। ୨୦୧୯…

ରହସ୍ୟମୟ ଯମ ଦ୍ୱାର: ଯେଉଁଠି ରାତିରେ ରହିଲେ ଲୋକେ ଫେରି ନ ଥାନ୍ତି

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଏ। ପୃଥିବୀରେ ଏପରି ଏକ ରହସ୍ୟମୟ ଦ୍ୱାର ରହିଛି ଯାହାକୁ ‘ଯମଦ୍ୱାର’ ଅର୍ଥାତ୍‌ ଯମ ରାଜାଙ୍କ ଘରର ପ୍ରବେଶ ଦ୍ୱାର ବୋଲି କୁହାଯାଏ। ଏହି ପ୍ରବେଶ ଦ୍ୱାର ପବିତ୍ର କୈଳାଶ ପର୍ବତ ଯିବା ରାସ୍ତାରେ…

ଗଞ୍ଜାମରେ ୧୪୪ ଧାରା ଜାରି: ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଯୋଜନାରେ ଏକତ୍ର କାମ କରୁଛନ୍ତି ଶ୍ରମିକ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ମାରାତ୍ମକ କରୋନା ଭାଇରସକୁ ନେଇ ଗଞ୍ଜାମ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ୫ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଗହଳି ନେଇ କଟକଣା ଜାରି କରାଯାଇଛି। ହେଲେ ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଯୋଜନାରେ ଚାଲିଥିବା କାର୍ଯ୍ୟରେ…

କରୋନାରୁ ମୁକ୍ତି ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କ ସୁରକ୍ଷା ଦାବିକଲା ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟୁତ୍‌ କର୍ମଚାରୀମାନେ ଘର ଘର ବିଲ୍‌ ଆଦାୟ କରୁଛନ୍ତି। ଏହା ସାଙ୍ଗକୁ ଗାଁ ଗାଁରେ ଲାଇନ କାଟିଲା…

୬୦ବର୍ଷ ବୟସରେ ଟେନିସ କୋର୍ଟକୁ ଓହ୍ଲାଇଲେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ଏବେ ଫିଲ୍ମ ସହ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଦୀର୍ଘ ଦିନର ବ୍ରେକ୍‌ ପରେ ସେ ବଡ଼ ପରଦାକୁ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଏଭଳି ସ୍ଥିତିରେ ନୀନା ନିଜର ଫିଟ୍‌ନେସ୍‌ ଉପରେ ବେଶ୍‌…

୧୨୩୯ଜଣ ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ହୋଇଛି: ବାଗ୍‌ଚୀ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଶେଷକରି ଚାଇନା, ଇଟାଲି, ସ୍ପେନ, ଦକ୍ଷିଣ କୋରିଆ ଆଦି ଦେଶ କରୋନାରେ ପ୍ରଭାବିତ ହୋଇଛନ୍ତି। ଭାରତରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ଥିବା ବେଳେ ମଙ୍ଗଳବାର ଏହା ୧୨୬କୁ ଛୁଇଁଛି। ସେହିଭଳି ମୃତ୍ୟୁସଂଖ୍ୟା ୨ରୁ ୩କୁ ପହଞ୍ଚିଛି। ଜଣେ…

ମୋବାଇଲ୍‌ ବଢ଼ାଇପାରେ କରେନା ସଂକ୍ରମଣ: ସାବଧାନ ରୁହନ୍ତୁ; ୪ରୁ ୫ ଥର ସାନିଟାଇଜରରେ ପୋଛନ୍ତୁ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଦୈନନ୍ଦିନ ଜୀବନରେ ଜଣେ ବ୍ୟକ୍ତି ମୋବାଇଲ୍‌କୁ ହାରାହାରୀ ୨୬୦୦ ଥର ଛୁଉଁଛନ୍ତି। ୭୬ଥର ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଏହା ସଂକ୍ରମଣକୁ ବଢ଼ାଇପାରେ। ଏଣୁ ବ୍ୟବହାର କରୁଥିବା ମୋବାଇଲ୍‌ ଫୋନ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଚାରିରୁ ପାଞ୍ଚ ଥର ଏହାକୁ ସାନିଟାଇଜରରେ…

ଲଣ୍ଡନରୁ ଫେରିବା ପରେ ଆଇସୋଲେଶନ୍‌ରେ ଅନୁପ ଜଲୋଟା

ମୁମ୍ବାଇ: ମହାମାରୀ ରୂପ ନେଇଥିବା ଭୟଙ୍କର କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସାରା ବିଶ୍ୱ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ସଂକ୍ରମଣ ବୃଦ୍ଧ ଓ ପିଲାଙ୍କୁ ସବୁଠାରୁ ଅଧିକ ସଂକ୍ରମିତ କରୁଛି। ଇତିମଧ୍ୟରେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି…

କରୋନା ସଚେତନତା: ହାତ ଧୋଇ ଥାନା ଭିତରକୁ ପ୍ରବେଶ ପାଇଁ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ

ଛେଣ୍ଡିପଦା, ୧୭।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପରିସରରେ ମଙ୍ଗଳବାର ହାତଧୁଆ ବ୍ୟବସ୍ଥା କରାଯିବା ସହିତ କରୋନା ସଚେତନତା ବର୍ତ୍ତା ଦିଆଯାଉଛି। ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଛେଣ୍ଡିପଦା ଥାନା ଅଧିକାରୀ କନକ ମାଝିଙ୍କ ତତ୍ତ୍ୱାବଧାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri