ବଦଳିବ ବହିର୍ବ୍ୟାପାର ମନ୍ତ୍ରଣାଳୟ ଢାଞ୍ଚା
ନୂଆଦିଲ୍ଲୀ,୧ା୨(ଆଇଏଏନ୍ଏସ୍): ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ)ର ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏଥିରେ ଢାଞ୍ଚାଗତ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏମ୍ଇଏର ବିକେନ୍ଦ୍ରୀକରଣ କରାଯିବ। କନ୍ସୁଲାର ସେବାଗୁଡ଼ିକରେ ଭିନ୍ନ ଭିନ୍ନ ବ୍ୟବସ୍ଥା…
ଇୟୁରୁ ବିଦାୟ ନେଲା ବ୍ରିଟେନ
ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ ବ୍ରିଟେନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଦୀର୍ଘ ଅର୍ଦ୍ଧଶତାବ୍ଦୀର ସମ୍ପର୍କ ଛିନ୍ନ କରି…
ଟୁଟୁଆ ହତ୍ୟାକାରୀ ମିଞ୍ଜାଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର,୧।୨(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାଲିପାଟଣା ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ପ୍ରଶାନ୍ତ ପ୍ରଧାନ ଓରଫ ଟୁଟୁଆ ହତ୍ୟା ଘଟଣାର ରାୟ ଶୁକ୍ରବାର ସ୍ପେଶାଲ ଜଜ୍ ସିବିଆଇ-୧ କୋର୍ଟରେ ପ୍ରକାଶ ପାଇଛି। ବିଚାରପତି ଗୋପାଳଚନ୍ଦ୍ର ବେହେରା ଦୋଷୀ ସାବ୍ୟସ୍ତ ହୋଇଥିବା ରୋହିତ ପ୍ରଧାନଙ୍କୁ…
ଭାରତରେ ‘କରୋନା’ ଛନକା
ନୂଆଦିଲ୍ଲୀ, ୧ା୨(ପି.ଟି.): ଭାରତରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ୬ ସନ୍ଦିଗ୍ଧଙ୍କୁ ଚିକିତ୍ସା ଲାଗି ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେରଳରେ ୧୦୫୩ ଜଣ ବ୍ୟକ୍ତିଙ୍କୁ ଅବ୍ଜରଭେଶନରେ ରଖାଯାଇଛି। ଦିଲ୍ଲୀର ରାମ୍ ମନୋହର ଲୋହିଆ ହସ୍ପିଟାଲର ସ୍ବତନ୍ତ୍ର…
ଦିଲ୍ଲୀବାସୀଙ୍କୁ ବିଶୁଦ୍ଧ ଜଳ, ଛାତ୍ରୀଙ୍କୁ ଇ-ସ୍କୁଟର
ନୂଆଦିଲ୍ଲୀ, ୧ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ୮ ଦିନ ବାକି ଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ନିର୍ବାଚନୀ ଇସ୍ତାହାରରେ ଭାଜପା ପ୍ରତ୍ୟେକ ଦିଲ୍ଲୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ପଢ଼ୁଥିବା ଆର୍ଥତ୍କ…
ସାହସ ଭରିଲା ଯୁଦ୍ଧାବସାନ ବାଦ୍ୟ
ଭୁବନେଶ୍ୱର,୧।୨(ବ୍ୟୁରୋ): ପତାକା ଅବତରଣ ଉତ୍ସବ ୭ମ ବାଟାଲିୟନ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୈନିକମାନଙ୍କୁ ଉତ୍ସାହିତ କରିଥିଲେ। ପୋଲିସ ବିଭାଗରୁ ୩୨୨ଜଣ ମ୍ୟୁଜିସିଆନ ଭାଗ ନେଇ ବିଭିନ୍ନ ପ୍ରକାର ବାଦ୍ୟ ବଜାଇବା…
ଅଘୋଷିତ ଡ୍ରୋନ୍ ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧ା୨: ଦେଶର ୨୦,୦୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍ ବ୍ୟବହାରକାରୀ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପୋର୍ଟାଲରେ ପ୍ରାୟ ୧୫ ଦିନ ଧରି ଚାଲିଥିବା ଏହି ପଞ୍ଜୀକରଣ କାର୍ଯ୍ୟ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଏଣିକି ଓ୍ବାନ୍ ଟାଇମ୍…
ତାଲିକା ଧରି କୋଲକାତା ଗଲା ଏସ୍ଟିଏଫ୍ ଟିମ୍
ଭୁବନେଶ୍ୱର,୧।୨(ବ୍ୟୁରୋ): ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ କରି ଦେହ ବ୍ୟବସାୟରେ ଲଗାଇବା ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ହାତରେ ଏବେ ଆଉ ଏକ ବଡ଼ ସୁରାକ ଲାଗିଛି। ଏହି ର଼୍ୟାକେଟର କିଙ୍ଗ୍ପିନ୍ ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ଇବ୍ରାହିମ୍ଙ୍କୁ ଶୁକ୍ରବାର ରିମାଣ୍ଡରେ…
ବିରୋଧୀଙ୍କୁ ମୁକାବିଲା କର
ନୂଆଦିଲ୍ଲୀ,୧ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ତାଙ୍କ ସରକାର ରକ୍ଷାତ୍ମକ ଅନୁଭବ କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ବୈଠକରେ କହିଛନ୍ତି। ପାର୍ଲାମେଣ୍ଟରେ ସିଏଏକୁ ଦୃଢ଼ ସମର୍ଥନ କରିବା ଲାଗି ସେ ଏନ୍ଡିଏ ନେତାମାନଙ୍କୁ…
ପୋଷା କୁକୁର ଯୋଗୁ ପରିବାର ଲୋକଙ୍କ ଜୀବନ ରକ୍ଷା ହେଲା
ଜଟଣୀ,୧।୨(ଡି.ଏନ.ଏ.): ପୋଷା କୁକୁର ନାଗ ସାପକୁ ଅଟକାଇବା ଦ୍ୱାରା ପରିବାର ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଭଳି ଦେଖିବାକୁ ମଳିଛି ଜଟଣୀ କୁଦିଆରୀ ଗ୍ରାମରେ ସରୋଜ ସ୍ବାଇଁ ଓ ମନୋଜ ସ୍ବାଇଁଙ୍କ ଘରେ। ଶୁକ୍ରବାର ଅପରାହ୍ନରେ ହଠାତ୍ ପୋଷା କୁକୁର ଦୁଇଟି…
ସିଏଏକୁ ରାଷ୍ଟ୍ରପତିଙ୍କ ପ୍ରଶଂସା
ନୂଆଦିଲ୍ଲୀ,୧ା୨(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର କେନ୍ଦ୍ରୀୟ ହଲ୍ରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ଐତିହାସିକ ବୋଲି କହିଛନ୍ତି। ଏହା ମହାତ୍ମା…
ଶୁଟରଙ୍କୁ ଜାମିଆ ଛାତ୍ର କହିଥିଲେ, ଆସ କଥା ହେବା
ନୂଆଦିଲ୍ଲୀ, ୧ା୨ : ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି ନିକଟରେ ଗୁରୁବାର ଗୁଳିକାଣ୍ଡ ଘଟାଇଥିବା ନାବାଳକ ରାମଭକ୍ତ ଗୋପାଳଙ୍କୁ ଆକ୍ରମଣର ଶିକାର ହେବା ପୂର୍ବରୁ ଛାତ୍ର ଶାଦାବ ନଜାର କହିଥିଲେ, ରହିଯାଅ। ଆସ ବସି କଥା ହେବା। ହେଲେ ରାମଭକ୍ତ…
Archives


