ଭାରତର ବନ୍ଧୁ ଦେଶରେ ପହଞ୍ଚିଲା ପାକିସ୍ତାନ, କହିଲା ରହିଯାଅ, ଆସିଛି ସ୍ବତନ୍ତ୍ର ବାର୍ତ୍ତା
ଇସଲାମାବାଦ,୨୯।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ସମ୍ପ୍ରତି ଫ୍ରାନ୍ସଠାରୁ ରାଫେଲ-ଏମ ଯୁଦ୍ଧ ବିମାନ ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଛି। ସେ ତାଙ୍କର ଶକ୍ତି ବୃଦ୍ଧି କରୁଛନ୍ତି। ଏହି…
ରାସ୍ତାରେ ବାଲି-ଗୋଡି ଗଦା: ଯାତାୟାତ ବାଧାପ୍ରାପ୍ତ
ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): ଗଞ୍ଜାମ ସାନବଜାର ଷ୍ଟେଶନକୁ ଯିବା ରାସ୍ତାରେ ଘର ନିର୍ମାଣ ପାଇଁ ଆସୁଥିବା ଗୁଡ଼ି ବାଲି ଦୀର୍ଘ ଦିନ ଧରି ପଡି ରହିଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ତୋକିଡିଆ ରାସ୍ତାରେ ସହର ସମେତ…
Canada Election: କିଏ ମାରିବ ବାଜି? ସର୍ଭେରେ ଆଗରେ ରହିଛି ଲିବରାଲ ପାର୍ଟି
ଓଟାଓ୍ବା,୨୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଉପରେ ବଢ଼ୁଥିବା ଚିନ୍ତା ମଧ୍ୟରେ ସୋମବାର କାନାଡିଆନମାନେ ଭୋଟ ଦେଇଛନ୍ତି। ଏହି ନିର୍ବାଚନରେ ଜନସାଧାରଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ ଲିବରାଲ ପାର୍ଟିକୁ ପୁଣିଥରେ କ୍ଷମତାକୁ ଆଣିବାକୁ ପଡିବ ନା କଞ୍ଜରଭେଟିଭ ପାର୍ଟିକୁ…
ବାପ ରହୁଥିବା ଘରେ ନିଆଁ ଲଗାଇଦେଲେ ପୁଅ
ଚୌଦାର/୨୯/୪(ଆଶୁତୋଷ ଦାସ): ଚୌଦ୍ୱାର ପୌରପାଳିକା କପାଲେଶ୍ୱର୍ ନୂଆସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମାଗୁଣି ବେହେରା ନାମ ଜଣେ ବ୍ୟକ୍ତି ଘରେ ନ ଥିବା ବେଳେ ତାଙ୍କ ପୁଅ ମାନସ ନିଶାସକ୍ତ ଅବସ୍ଥାରେ ନିଆଁ ଲଗାଇ କେଉଁଆଡେ ଫେରାର ହୋଇଯାଇଛନ୍ତି। ମାଗୁଣି…
ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜିଲାପାଳଙ୍କୁ ଫେରାଦ
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ପୂର୍ବାହ୍ନରେ ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ…
‘ଦମ ଅଛି ତ ଏଠିକି ଆସ…,’ ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ଉପରେ କଡ଼ା ଜବାବ ରଖିଲା ଭାଜପା
ନୂଆଦିଲ୍ଲୀ,୨୯।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନୀ ନେତା ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ…
ଆର୍ଡି ରାସ୍ତାରେ ଟୋଲ୍ପ୍ଲାଜା ନିର୍ମାଣକୁ ବିରୋଧ: ଆନ୍ଦୋଳନ ପାଇଁ ସଂଗଠିତ ଅଞ୍ଚଳବାସୀ
ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜା ନିକଟରେ ରହିଥିବା ବାଇପାସ୍ ଆର୍ଡି ରାସ୍ତାରେ ପୁଣି ଏକ ଟୋଲପ୍ଲାଜା ନିର୍ମାଣ ଯୋଜନା ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ପୂର୍ବାହ୍ନ ୧୧ଟାରେ ଅଞ୍ଚଳର…
ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ
ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି କେତେବେଳେ ଅଳିଆ ଆବର୍ଜନା ଓ କୁଢ଼ କୁଢ଼ ପ୍ଲାଷ୍ଟିକ ପର୍ଯ୍ୟଟନ କ୍ଷେତ୍ରରେ ପଡିଥିବା ଦେଖି…
ପାକିସ୍ତାନର ମୁଖା ଖୋଲିଲା ଭାରତ! କହିଲା ଆତଙ୍କବାଦକୁ ପାଳୁଥିବା ଦୁଷ୍ଟ ଦେଶ
ନୂଆଦିଲ୍ଲୀ,୨୯।୪: ଜାତିସଂଘରେ ଭାରତର ଉପ-ସ୍ଥାୟୀ ପ୍ରତିନିଧି (ଡିପିଆର) ଯୋଜନା ପଟେଲ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଥିଲେ ଯେ ପାକିସ୍ତାନ ଏକ ‘ଦୁଷ୍ଟ ଦେଶ’ ଯାହା ଆତଙ୍କବାଦକୁ ଆଶ୍ରୟ ଦିଏ ଏବଂ ସମଗ୍ର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରେ। ଯୋଜନା…
Pahalgam Attackକୁ ନେଇ ଆସିଲା ବଡ଼ ତଥ୍ୟ, ପାକିସ୍ତାନୀ ସେନା ସହ ରହିଛି ଆତଙ୍କବାଦୀଙ୍କ ସମ୍ପର୍କ
ନୂଆଦିଲ୍ଲୀ/ଇସଲାମାବାଦ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଜାରି ରହିଛି। Pahalgam Attack ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ଖବର ଆସିଛି ଯେ ଆକ୍ରମଣରେ ସାମିଲ ଥିବା ଜଣେ…
ଯୁବକଙ୍କୁ ନୃଶଂସ ହତ୍ୟା: ରାସ୍ତାକଡ଼ରୁ ମୃତଦେହ ଜବତ
ଚିକିଟି/ଦିଗପହଣ୍ଡି,୨୯।୪(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମପୁର ଗାଁ ନିକଟରେ ଘଟିଛି ବିଭତ୍ସ ହତ୍ୟା। ଜଣେ ଯୁବକଙ୍କୁ ଗଳାକାଟି ନୃଶଂସ ଭାବେ ହତ୍ୟାକରିବା ପରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି। ମୃତ ଯୁବକ…
ଠକିଦେଲେ ଠିକାଦାର: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା
ଦେବଗଡ,୨୯।୪(ଶଶାଙ୍କ ଶେଖର ଝାଙ୍କର): ଠିକାଦାରଙ୍କ ଠକାମିର ଶିକାର ହୋଇ ଏବେ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଅନୁନ୍ନତ…
Archives


