Home

ଚିତାର ବେଗ ଘଣ୍ଟାକୁ ୧୦୨ କି.ମି., ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଆଉ ଏହାକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଜୀବମାନଙ୍କ ମଧ୍ୟରେ ଚିତା ଖୁବ୍‌ ବେଗରେ ଦୌଡ଼ିପାରେ। ନିଜର ଫୂର୍ତ୍ତି ଓ ବେଗ ପାଇଁ ପରିଚିତ। ନିକଟରେ ଏଭଳି…

ସିଂହଛୁଆକୁ ଧରି ଗଛରେ ଚଢ଼ିଗଲା ମାଙ୍କଡ଼, ଫଟୋ ଭାଇରାଲ

ଜୋହାନ୍ସ୍‌ବର୍ଗ: ଦକ୍ଷିଣଆଫ୍ରିକାର କ୍ରୁଗୁର ନ୍ୟାଶନାଲ ପାର୍କରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ମାଙ୍କଡ଼ ଏକ ସିଂହ ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିଂହଛୁଆଟିକୁ ମାଙ୍କଡ଼ ଗଛ…

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ଦାରିଙ୍ଗବାଡ଼ି,୫।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବୁଧବାର ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି।…

ପଇଡ଼ ଭିତରେ ମଦ

ପାଟନା,୫।୨: ବିହାରରେ ମଦ ବିକ୍ରି ଓ ପିଇବା ଉପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି। କିନ୍ତୁ ପ୍ରତିଦିନ ଏଠାରେ ଲୁଚାଛପାରେ ମଦ କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ମଦ ବିକ୍ରିକୁ ନେଇ ବିହାର ନଓ୍ବାଡାରୁ ଆସିଥିବା ଏକ ଘଟଣା ଏବେ ସମସ୍ତଙ୍କୁ…

ସିଲେଟକାନୀରେ ନାବାଳକଙ୍କୁ ବଳି ଅଭିଯୋଗ

ଦେଓଗାଁ,୫।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଲେଟକାନୀ ଗ୍ରାମରେ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଜାନୁଆରୀ ୨୨ରୁ ଇଟାଭାଟି ପାଖରୁ ନିଖୋଜ ହୋଇଯାଇଥିଲେ ନାବାଳକ ଜଣକ। ସୋନଗଡ଼ ନଦୀପଠାରୁ ବୁଧବାର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ପୋଲିସ ମୃତଦେହ…

କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ରହିବ ଶ୍ରୀମନ୍ଦିର ପାଣ୍ଠି: କ୍ରିଷନ କୁମାର

ପୁରୀ ଅଫିସ, ୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ…

କରୋନା ଆତଙ୍କ: ସୁରଟରେ ୮୦୦୦ କୋଟିର ହୀରା କାରବାର ଠପ୍‌

ସୁରଟ,୫।୨: କରୋନା ଭୁତାଣୁ ଆତଙ୍କ ଯୋଗୁ ସୁରଟର ୮୦୦୦ କୋଟି ଟଙ୍କାର ହୀରା କାରବାର ଠପ୍‌ ହୋଇଛି। ଚାଇନା ପରେ ଏବେ ହଂକଂରେ ଏହି ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ହଂକଂ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ଭାବେ ବେଶ୍‌ ଜଣାଶୁଣା। ପ୍ରତିବର୍ଷ…

କାଳିଆ ଅର୍ଥ ହେରଫେର ମାମଲାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନ: ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଏତଲା

ଛତ୍ରପୁର, ୫।୨(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଧରାକୋଟ ବ୍ଲକ ସିଙ୍ଗିପୁର ସୋସାଇଟିରେ କାଳିଆ ଯୋଜନା ଅର୍ଥ ହିତାଧିକାରୀଙ୍କ ବଦଳରେ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାରେ ବୁଧବାର ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା…

କଳାହାଣ୍ଡି ବନ୍ଦ ପରିବର୍ତ୍ତେ ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୫।୨(ଡି.ଏନ୍‌.ଏ.): ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇ ଥିବା ବେଳେ କଳାହାଣ୍ଡି ଜିଲା ଏଥିରେ ସାମିଲ ହୋଇ ନାହିଁ। ମାତ୍ର କଳାହାଣ୍ଡି ବନ୍ଦ ପାଳନ ପରିବର୍ତ୍ତେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ଦାବିକୁ ସମର୍ଥନ ଜଣାଇ ଜିଲା ଓକିଲ ସଂଘ…

ଏବେ ମଧ୍ୟପ୍ରଦେଶ ଫେରିବନି ‘ସୁନ୍ଦରୀ’

ଭୁବନେଶ୍ୱର,୫।୨(ବ୍ୟୁରୋ): ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ କାହ୍ନା ଅଭୟାରଣ୍ୟ ଫେରିଯିବା ନେଇ ବିଭିନ୍ନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏହା ବିଳମ୍ବ ହୋଇପାରେ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସ୍ଥାନାନ୍ତର…

ରାମମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ଦେବ ୧୦ କୋଟି

ନୂଆଦିଲ୍ଲୀ,୫।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ୧୦ କୋଟ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରାମମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌ ଘୋଷଣା ପରେ ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ଏଭଳି…

ଏହି ଦେଶରେ ୧୦ ବର୍ଷର ପିଲାଙ୍କ ପାଖରେ ରହିଛି ସ୍ମାର୍ଟଫୋନ

ଲଣ୍ଡନ: ବ୍ରିଟେନ୍‌ରେ ୧୦ ବର୍ଷରୁ ଅଧିକ ପିଲାଙ୍କ ପାଖରେ ୫୦% ସ୍ମାର୍ଟଫୋନ ରହିଛି। ସେହିପରି ୩/୪ ବର୍ଷର ପିଲାଙ୍କ ନିକଟରେ ଟ୍ୟାବ୍‌ଲେଟ୍‌ ରହିଛି। ମିଡିିଆ ରେଗୁଲେଟର ଅଫ୍‌କମ୍‌ ଅନୁଯାୟୀ, ପିଲାଙ୍କ ପ୍ରଥମ ପସନ୍ଦ ହେଲା ସ୍ମାର୍ଟଫୋନ୍‌। ଆଜିକାଲି ପିଲା ବିନା ଇଣ୍ଟରନେଟ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri