Home

ଧରିତ୍ରୀ ପ୍ରଭାବ : ୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା, ୨ କର୍ମଚାରୀ ନିଲମ୍ବିତ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ପଲ୍ସ ଏଣ୍ଟ୍ରି ନୂଆ ନୁହେଁ, ଏଭଳି ଫଲ୍ସ ଏଣ୍ଟ୍ରିର ପ୍ରମାଣ ଗତ ମଙ୍ଗଳବାର ଧରିତ୍ରୀକୁ ମିଳିଥିଲା । ବୁଧବାର ଧରିତ୍ରୀରେ ସଚିତ୍ର(ଯୋଗାଣ ବିଭାଗ ପକ୍ଷରୁ ଇସ୍ୟୁ ହୋଇଥିବା ଟ୍ରାନଜିଟ୍‌ ପାସ୍‌ କମ୍‌ ଏକସେପଟେନ୍ସ…

୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ, ନିର୍ଭୁଲ ତଥ୍ଯ ଦେବାକୁ…

ଛତ୍ରପୁର,୨୩ା୨(ଦିଲ୍ଲୀପ ସାମଲ): ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜିଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର କେର୍କେଟାଙ୍କ ଅଧ୍ଯକ୍ଷତାରେ ଜିଲା ପରିଷଦ ଭଵନର ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ସୋମବାର ଆରମ୍ଭ…

ଅଭିଯୋଗ ଶୁଣାଣି, ଗୋପାଳବନ୍ଧରେ ଫୁଡକୋର୍ଟ ନିର୍ମାଣ ବନ୍ଦ କରି ସୌନ୍ଦର୍ଯ୍ଯକରଣ ପାଇଁ ଦାବି

ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଶୁଣାଣୀ ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ଯାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ପ୍ରମୋଦକୁମାର ପ୍ରୁଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତକୁମାର ଦାଶ, ଅତିରିକ୍ତ…

ଝିଅ-ପୁଅ ଭିତରେ ଭେଦଭାବ କରୁଥିଲେ ବାପା, ଛୁରୀ ଭୁସି ହତ୍ୟା କରିଦେଲେ…

ଲକ୍ଷ୍ନୌ,୨୩ା୨: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ବାପାଙ୍କୁ ତାଙ୍କ ଦୁଇ ଝିଅ ଛୁରୀରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି…

କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ, ଗହୀର ମଝିରେ ଏକୁଟିଆ ରହୁଥିବାବେଳେ…

ପିପିଲି,୨୩ା୨: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡର ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। କୋଣାର୍କର ରାମଚଣ୍ଡୀ ଅଞ୍ଚଳ ଗହୀର ମଝିରେ…

ଦୀପକଙ୍କୁ ଭେଟିବା ପରେ ରାହୁଲ କହିଲେ ଭୟ କରିବାର ଆବଶ୍ୟକତା ନାହିଁ, ଜାଣନ୍ତୁ କାହିଁକି…

ଡେରାଡୁନ୍‌,୨୩ା୨: ଉତ୍ତରାଖଣ୍ଡର କୋଟଦ୍ୱାରରେ ଜଣେ ମୁସଲମାନ ଦୋକାନୀଙ୍କ ପାଇଁ ଠିଆ ହୋଇ ପ୍ରସିଦ୍ଧି ଲାଭ କରିଥିବା ଜିମ୍‌ ମାଲିକ ଦୀପକ କୁମାର ଦିଲ୍ଲୀରେ କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ବୈଠକ ପରେ…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ ଘେରାଉ କଲେ ଆନ୍ଦୋଳନକାରୀ । ଜିଲାପାଳ ଅଫିସ ଭିତରକୁ ଧସେଇ ପଶିବା ଉଦ୍ୟମ କରି…

ପ୍ରଥମେ ପ୍ରେମ ବିବାହ, ପରେ ସ୍ତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ସ୍ବାମୀ…

ଭୁବନେଶ୍ୱର,୨୩ା୨: ପ୍ରେମ ବିବାହ କରିଥିଲେ ଦୁଇ ପ୍ରେମୀଯୁଗଳ। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଦେଖାଦେଇଥିଲା ବିବାଦ। ଯାହାକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ଜଣକ ଘରୁ ବାହାର ବି କରିଦେଇଥିଲେ। ଏହା ପରେ କିଛି ନଗ୍ନ ଫଟୋକୁ ଏଡିଟ୍‌ କରି…

ସାବଧାନ! କ୍ଷୀର ପିଇବାର ୪୮ ଘଣ୍ଟା ମଧ୍ୟରେ କିଡନୀ ଫେଲ୍, ଚାରି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୩।୨: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ରାଜମୁଣ୍ଡ୍ରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ୪୮ ଘଣ୍ଟା ମଧ୍ୟରେ କିଡନି ସମ୍ବନ୍ଧୀୟ ରୋଗରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ବାର ଜଣଙ୍କ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା…

ବିଧାନସଭାରେ ନିଆରା ଦୃଶ୍ୟ: ନବୀନଙ୍କ ସହ ଭେଟ ହୋଇଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଉ ତା’ ପରେ…

ଭୁବନେଶ୍ୱର,୨୩ା୨: ସୋମବାର ବିଧାନସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭେଟ ହୋଇଯାଇଛି।ଗୃହକୁ ପ୍ରବେଶ କରିବା ବେଳେ ଏକାଠି ଭେଟ ହୋଇଛନ୍ତି। ଏହା ପରେ ପ୍ରଭାତୀ…

ଟଙ୍କା ଖାଇଗଲେ ଦଲାଲ-ବୁଝିଲାନି ପ୍ରଶାସନ, ଦଶା ଭୋଗୁଛନ୍ତି ବିଧବା

ବୁଗୁଡ଼ା,୨୩।୨(କାଳିଚରଣଦାଶ): ଗଂଜାମ ଜିଲା ବୁଗୁଡ଼ା ବ୍ଲକ ଗୋଲାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ଗ୍ରାମର ବିଧବା ଦମୟନ୍ତୀଙ୍କ ପାଇଁ ଏବେ ଆବାସ ପାଲଟି ଯାଇଛି ସାତ ସପନ । କେତେ ଗୁହାରି କଲେବି କେହି ଶୁଣୁ ନାହାନ୍ତି । ୧୫ବର୍ଷ ତଳେ ତାଙ୍କ…

ଦାନ ବାକ୍ସରୁ ମିଳିଲା ଅଜବ ଚିଠି, ‘ଶାଶୁଙ୍କଠାରୁ ମୁକ୍ତି ଦିଅ, ତାଙ୍କୁ ଶୀଘ୍ର ନେଇଯାଅ’

ବେଙ୍ଗାଲୁରୁ,୨୩।୨: ସାଧାରଣତଃ ଲୋକମାନେ ମନ୍ଦିରକୁ ଯାଇ ସେମାନଙ୍କ ପରିବାରର ଦୀର୍ଘ ଜୀବନ, ​​ସୁସ୍ଥତା କିମ୍ବା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । କିନ୍ତୁ କେହି କାହା ପରିବାରର ମୃତ୍ୟୁ ମାଗିବ ତାହା କେବେ କେହି ବିଶ୍ବାସ ମଧ୍ୟ କରିବା କଷ୍ଟକର ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri