Home

ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ପରେ ଟୁଇଟ୍‌ କଲେ ପୁଅ

ଭୋପାଳ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ରାଜନୀତି ହୋଇଛି ସରଗରମ। ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ପରେ ତାଙ୍କ ପୁଅ ମହାନଆର୍ଯ୍ୟମନ ଟୁଇଟ୍‌ କରି କହଛନ୍ତି ପିତାଙ୍କ ଏହି ନିଷ୍ପତ୍ତିକୁ ନେଇ ସେ ଗର୍ବ…

ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ନିଜ ନିଜ ବିଧାୟକଙ୍କୁ ଏକାଠି କରିବାରେ ଲାଗିଛନ୍ତି ଭାଜପା-କଂଗ୍ରେସ

ନୂଆଦିଲ୍ଲୀ,୧୧।୩: ହୋଲି ଉତ୍ସବ ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଅନେକ ରଙ୍ଗ। କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାପରେ ଆଉ ୧୯ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଥିବା ଦେଖାଯାଇଥିଲା। ଫଳରେ…

ଜ୍ୟୋତିରାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଦିଗ୍‌ବିଜୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଉପରେ ଏବେ ସାରା ଦେଶର ନଜର। ଗୋଟିଏ ପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସର ଜଣେ ଭଲ ଯୁବ ନେତାଙ୍କୁ ନିଜର କରିବାକୁ ଯାଉଥିବା ଆଲୋଚନା…

ମଧ୍ୟପ୍ରଦେଶ ରାଜନୀତି ସଙ୍କଟ: ଛୁଟି କଟାଇବାକୁ ଦିଲ୍ଲୀରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଏବେ ସରଗରମ। ମଙ୍ଗଳବାର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ସୋମବାର ବିଳମ୍ବିତ ରାତିରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶର କେତେଜଣ ଭାରତୀୟ ଜନତା ପାର୍ଟି(ଭାଜପା)…

ରାଜସ୍ଥାନ-ମହାରାଷ୍ଟ୍ର ଉପରେ ଭାଜପା ନଜର: ସଚିନ୍‌-ଦଓ୍ବେଡ଼ାଙ୍କୁ ବାଡ଼ ଡ଼ିଆଁଇବା ଯୋଜନା !

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କମଳନାଥ ସରକାରଙ୍କୁ ସଙ୍କଟରେ ପକାଇବା ପରେ ଏବେ ଭାଜପା ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଅପରେଶନ୍‌ ଲୋଟସ୍‌ ଳାଗି ଯୋଜନା କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିଜ ପଟକୁ ଆଣିବା ପରେ…

ମଧ୍ୟପ୍ରଦେଶରେ ୫୩ ବର୍ଷ ତଳ ଘଟଣାର ପୁନରାବୃତ୍ତି: ବିଜୟାରାଜେଙ୍କ ପରେ ଏବେ ନାତି ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ଏପରି କରି ସେ ୫୩ ବର୍ଷ ତଳର ଇତିହାସ ଲୋକଙ୍କୁ ମନେ ପକାଇ ଦେଇଛନ୍ତି। ସେତେବେଳେ ବିଜୟାରାଜେ ସିନ୍ଧିଆ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲେ। ଏବେ ସେଇ ବାଟ ଆପଣେଇଛନ୍ତି ନାତି ଜ୍ୟୋତିରାଦିତ୍ୟ।…

କରୋନା ଭାଇରସର ଔଷଧକୁ ନେଇ ଗବେଷଣା କରିବ ଏମ୍ସ!

ନୂଆଦିଲ୍ଲୀ,୧୧।୩: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଡାକ୍ତରମାନେ ଅଗାମୀ ଦିନରେ କରୋନା ଭାଇରସର ଔଷଧ ଓ ଟିକାକୁ ନେଇ ଗବେଷଣା କରିବେ ବୋଲି ଜଣାପଡିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଯେଉଁ ନିର୍ଦ୍ଦେଶ ଜାରି କରିଛି ସେହି ଅନୁଯାୟୀ ଏମ୍ସର…

ଯୋଗୀ ଦେଖିବେ ବିକାଶ କାର୍ଯ୍ୟ: ହଠାତ୍‌ ଯେ କୌଣସି ଜିଲାରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଲକ୍ଷ୍ନୌ,୧୦।୩ : ଚଳିତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ୩ ବର୍ଷର ଶାସନ ପୂରା କରିବେ। ଇତିମଧ୍ୟରେ ରାଜ୍ୟରେ ବିକାଶ ଯୋଜନା ଉପରେ ସରକାର ଗୁରୁତ୍ୱ ଦେଇଆସିଛନ୍ତି। ଆଉ ୨ ବର୍ଷ ପରେ ସରକାରଙ୍କୁ ବିଧାନସଭା ନିର୍ବାଚନର ସମ୍ମୁଖୀନ…

ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୦ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ହୋଲି ସତ୍ତ୍ୱେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ୧୧୩୨ ଜଣ ଶିଶୁଙ୍କ ମୁଣ୍ଡନ ହୋଇଛି। ମୁଣ୍ଡନ ଶାଳାରେ ନିୟୋଜିତ ବାରିକମାନେ…

ବୁଧବାରରୁ ବର୍ଷା: ୮ଜିଲାକୁ ୟେଲୋ ଓ୍ବାର୍ନିଂ, ବଜ୍ରପାତ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଶେଷକରି ବୁଧବାର ୮ଜିଲା ପାଇଁ ୟେଲୋ…

ଚୈତ୍ର ଯାତ୍ରାକୁ ନେଇ ଝଲସୁଛି ତାରାତାରିଣୀ ମନ୍ଦିର: ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୦ା୩(ଡିଏନଏ)-ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ସୋମବାର ରାତିରୁ ମନ୍ଦିରକୁ ଆଲୋକ ମାଳାରେ ସଜେଇ ଦିଆଯାଇଥିଲା। ଏହି ଭକ୍ତିମୟ ପରିବେଶର ୮ ଫଟୋକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କ ଫେସ୍‌ବୁକ ଓ ଟୁଇଟର ଆକାଉଣ୍ଟରେ…

ଜାଲ ନୋଟ କାରବାର: ୨ଜଣଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୦।୩: ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଗତ କିଛିଦିନ ଧରି ଖୋର୍ଦ୍ଧା ସହରରେ ଜାଲ ନୋଟ କାରବାର ହେଉଥିବା ନେଇ ଅଭିଯୋଗ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri