ଜଳବାୟୁ ପରିବର୍ତ୍ତନ: ୮୦ ବର୍ଷ ମଧ୍ୟରେ ୬.୬ ଇଞ୍ଚ ବଢ଼ିବ ସମୁଦ୍ର ଜଳସ୍ତର; ୪୦ କୋଟି ଲୋକଙ୍କ ଉପରେ ବିପଦ !
ଓ୍ବାଶିଂଟନ,୧୪।୩: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକା ହିମପାହାଡ଼ ଜଳବାୟୁ ପରିବର୍ତ୍ତନ ଯୋଗୁ ତରଳିବାରେ ଲାଗିଛି। ୧୯୯୨ଠାରୁ ୨୦୧୭ ମଧ୍ୟରେ ଏଠାରେ ଥିବା ୬.୪ ହଜାର କୋଟି ଟନ୍ ବରଫ ତରଳିଛି। ଏହାଦ୍ୱାରା ସୁଦ୍ର ଜଳସ୍ତର ୦.୭ ଇଞ୍ଚ ବୃଦ୍ଧି…
ସୀମାପାର୍ ଟ୍ରେନ, ବସ୍ ସେବା ବାତିଲ
ନୂଆଦିଲ୍ଲୀ, ୧୪।୩(ପି.ଟି.): କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତ ପକ୍ଷରୁ ବାଂଲାଦେଶକୁ ସୀମାପାର୍ ବସ୍ ଓ ଟ୍ରେନ୍ ସେବା ମାସକ ଲାଗି ଏପ୍ରିଲ ୧୫ ପର୍ଯ୍ୟନ୍ତ ବାତିଲ କରାଯାଇଛି। ପଡ଼ୋଶୀ ୪ ଦେଶକୁ ସଂଯୋଗ କରୁଥିବା ୧୮ ଇମିଗ୍ରେଶନ…
ଚିନିକଳର ୮ କର୍ମଚାରୀଙ୍କ ବିରୋଧରେ ମାମଲା
ଆସିକା,୧୪।୩ (ଡି.ଏନ୍.ଏ.): ଗଞ୍ଜାମ ଜିଲା ଆସିକା ସମବାୟ ଚିନିକଳରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ୮ଜଣ କର୍ମଚାରୀଙ୍କ ବିରୋଧରେ ଶୁକ୍ରବାର ଆସିକା ଥାନାରେ ମାମଲା ରୁଜୁ ହୋଇଛି। ଚିନିଶିଳ୍ପର ସମ୍ପାଦକ ଆର୍. ଚନ୍ଦ୍ରଶେଖର ରେଡ୍ଡୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ…
‘ସତର୍କ ରହିଲେ ମୁକାବିଲା କରିହେବ’
କଟକ ଅଫିସ, ୧୪।୩: ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ବାଟାଲିୟନ୍, ବାରାକ୍ସ ଓ ବିଭିନ୍ନ ପୋଲିସ ପ୍ରତିଷ୍ଠାନକୁ କରୋନା ଭୟ ରହିଥିବାରୁ ଏଥିପାଇଁ ସତର୍କ ହୋଇପଡିଛି ପୋଲିସ ବିଭାଗ।…
ସୁସ୍ଥ ହେଲେ କରୋନା ସଂକ୍ରମିତ!
ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଆମ ଦେଶରେ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। କେରଳରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦିଲ୍ଲୀରେ କରୋନାରେ ଦ୍ୱିତୀୟ ବ୍ୟକ୍ତିଙ୍କ…
କରୋନା କବଳରେ ବିଶ୍ୱନେତା
ଓ୍ବାଶିଂଟନ, ୧୪।୩: ପୃଥିବୀର ୧୪୫ଟି ଦେଶରେ କରୋନା ନିଜର କାୟା ବିସ୍ତାର କରିଛି। ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ କାହାକୁ ବି କରୋନା ଛାଡ଼ିନି। କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ଼ୋଙ୍କ ସ୍ତ୍ରୀ ସୋଫିଙ୍କୁ କରୋନା ସଂକ୍ରମଣ ହୋଇଛି। ସେହିପରି ସ୍ପେନ୍ର…
‘କରୋନା ଉପରେ ନିର୍ଭର କରେ ଅର୍ଥ ବ୍ୟବସ୍ଥା ଭାଗ୍ୟ’
ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଉପରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଭାଗ୍ୟ ନିର୍ଭର କରେ। ଏହି ଭାଇରସ ବ୍ୟାପିବା ଆରମ୍ଭ କଲେ ଭାରତ ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ବାମୀନାଥନ ଆୟର ସରକାରଙ୍କୁ ସତର୍କ କରାଇଛନ୍ତି।…
ଦ୍ୱନ୍ଦ୍ୱରେ ଚାଷୀ
ଧାନ ଉତ୍ପାଦନରେ ବଳକା ଜିଲା ସୁବର୍ଣ୍ଣପୁର। ଆଧୁନିକ ଉପାୟରେ ଚାଷ କରି ସ୍ଥାନୀୟ କୁଶଳୀ ଚାଷୀ ଅଧିକ ଉତ୍ପାଦନ କରୁଛନ୍ତି। ବାହାର ଜିଲା ଓ ରାଜ୍ୟକୁ ଏଠାରୁ ଚାଉଳ ଯୋଗାଣ ହେଉଛି। ଧାନ ଚାଷରେ ସୁନାମ ମିଳିଛି। ଜିଲାର ଦୁଇ ମହିଳା…
କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୨୫୦ ମୃତ
ରୋମ,୧୪।୩: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଉହାନ ସହରରେ କରୋନା ଭାଇରସ ସଂକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଚାଇନା ସରକାରଙ୍କ ପାଇଁ ଚିନ୍ତାର…
ଦିଲ୍ଲୀ ଦଙ୍ଗା: ଅଙ୍କିତ ଶର୍ମାଙ୍କୁ ଧାରୁଆ ଅସ୍ତ୍ରରେ କରାଯାଇଥିଲା ଆକ୍ରମଣ
ନୂଆଦିଲ୍ଲୀ,୧୪।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଗତ ମାସରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଇଣ୍ଟଲିଜେନ୍ସ ବ୍ୟୁରୋର ଅଧିକାରୀ ଅଙ୍କତି ଶର୍ମାଙ୍କ ମୃତ୍ୟୁ ହୋଇଥିଲା। ତେବେ ଅଙ୍କିତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ…
୫୫ ବର୍ଷରେ ଆମିର ଖାଁ: ରୀନାଙ୍କ ପାଖକୁ ଲେଖିଥିଲେ ରକ୍ତରେ ଚିଠି
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଆମିର ଖାଁ ଶନିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ କୟାମତ୍ ସେ କୟାମତ୍ ତକ୍ରେ ସେ ଡେବ୍ୟୁ କରିଥିଲେ। ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ…
୧୪୫ ଦେଶରେ କରୋନା ମହାମାରୀ: ମୃତ୍ୟୁ ସଂଖ୍ୟା ୫୪୩୬, ଲକ୍ଷେ ୪୫ ହଜାରରୁ ଅଧିକ ସଂକ୍ରମିତ
ଜେନେଭା,୧୪।୩: କରୋନା ମହାମାରୀ ପୃଥିବୀର ଗୋଟିଏ ପରେ ଗୋଟିଏ ଦେଶରେ ପହଞ୍ଚିବାରେ ଲାଗିଛି ଇତିମଧ୍ୟରେ ଏହା ୧୪୫ଟି ଦେଶରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା କରୋନା ସଂକ୍ରମଣଙ୍କ ମୃତ୍ୟୁ ସଂଖ୍ୟା ୫୪୩୬ ଛୁଇଁଛି। ସେହିପରି ଲକ୍ଷେ ୪୫ ହଜାର ୬୩୪ ଲୋକ…
Archives


