Home

ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରି ଲୁଟ୍‌, ୨ ଗିରଫ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଏସାର ପେଟ୍ରୋଲ ପମ୍ପ ସମୁଖରେ ଥିବା ମହିନ୍ଦ୍ରା ଓାର୍କସପ୍‌ ଠାରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଜଣେ ଘରୋଇ ସୁରକ୍ଷା କର୍ମୀଙ୍କୁ ଛୁରି ମାଡ କରି ଲୁଟ୍‌ କରିବା ଅଭିଯୋଗରେ ଯୋଡା…

ଦିଲ୍ଲୀରେ ସଙ୍କଟ: ନୂଆ ୧୮୬ କରୋନା ସଂକ୍ରମିତଙ୍କଠାରେ ନ ଥିଲା ପୂର୍ବରୁ କୌଣସି ଲକ୍ଷଣ

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହାରରେ କେତେକ ରାଜ୍ୟରେ ହ୍ରାସ ପରିଲକ୍ଷିତ ହେବାରେ ଲାଗିଛି। ତେବେ ଇତିମଧ୍ୟରେ ଦିଲ୍ଲୀରେ ନୂଆ ସଙ୍କଟ ଦେଖାଦେଇଛି। ଏଠାରେ…

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳର ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ମାମଲା (ନଂ.୪୮/୨୦୨୦) ରୁଜୁ କରି ହତ୍ୟାକାଣ୍ଡରେ ସଂପୃକ୍ତ ନାବାଳକଙ୍କୁ ଅଟକ ରଖି…

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ: ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ବିଶ୍ୱ ତଥା ଜାତୀୟସ୍ତରରେ କରୋନା ସଂକ୍ରମିତଙ୍କ ଦେଖିଲେ ରାଜ୍ୟରେ ଏହା ନିିୟନ୍ତ୍ରଣରେ ଅଛି। ହେଲେ କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଏଥିପାଇଁ ଆମକୁ ଆହୁରି ସାବଧାନ…

ଦର୍ଶକଙ୍କ ବିନା ଟେନିସ : ନାଡାଲ, ଜୋକୋଭିଚ୍‌ଙ୍କୁ ସିମୋନାଙ୍କ ବିରୋଧ

ବୁକାରେଷ୍ଟ, ୧୯।୪: କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏପରି ସ୍ଥଳେ ରୁଦ୍ଧଦ୍ୱାରରେ ବା ଦର୍ଶକଙ୍କ ଅନୁପସ୍ଥିତିରେ ଟେନିସ ଟୁର୍ନାମେଣ୍ଟଗୁଡିକ ଆୟୋଜନ ପାଇଁ ଦୁଇ ଟେନିସ ତାରକା ସ୍ପେନ୍‌ର ରାଫାଲ ନାଡାଲ…

କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀଙ୍କ ପରଲୋକ

କୋଲକାତା, ୧୯।୪ (ପି.ଟି.): ଜଣାଶୁଣା ତଥା ଅଭିଜ୍ଞ କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀ ୬୫ ବର୍ଷ ବୟସରେ ଶନିବାର ପରଲୋକ ଗମନ କରିଛନ୍ତି। ସେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ମୃତ୍ୟୁ ବେଳକୁ ସ୍ତ୍ରୀ ତାଙ୍କ ପାଖରେ ଥିଲେ। ଲୋକପ୍ରିୟ…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା: କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ, ଆହୁରି ସାବଧାନ ହେବାକୁ ପଡ଼ିବ

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ରାଜ୍ୟବାସୀଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଗତ ୯ ତାରିଖରୁ ୧୯ ତାରିଖ ଅର୍ଥାତ୍‌ ୧୦ ଦିନ ଭିତରେ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢ଼ି…

ପୃଥିବୀରେ କରୋନା ସଂକ୍ରମଣ କରି ଏବେ ଔଷଧ ପ୍ରସ୍ତୁତି କଞ୍ଚାମାଲକୁ ୫ ଗୁଣା ଅଧିକ ଦାମରେ ବିକୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୪: ସାରା ପୃଥିବୀରେ କରୋନା ସଂକ୍ରମଣ କରିବା ପରେ ଏବେ ଚାଇନା ନିଜର ଅର୍ଥନୀତିକୁ ସଜାଡ଼ିବା ଲାଗି ନୂଆ ଉପାୟ ଆପଣେଇବାରେ ଲାଗିଛି। କରୋନା ମୁକାବିଲା ପାଇଁ ଆବଶ୍ୟକ ଔଷଧ ଏବଂ ସାନିଟାଇଜର ପ୍ରସ୍ତୁତିରେ ଦରକାର ହେଉଥିବା କଞ୍ଚାମାଲକୁ ଚାଇନା ଏବେ…

କରୋନା ଡର ନାହିଁ: ତୁର୍କମେନିସ୍ତାନରେ ଆରମ୍ଭ ହେବ ଫୁଟବଲ ସେସନ

ଅଶଗାବାଟ୍‌, ୧୯।୪ (ଏଏଫ୍‌ପି): ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଅଲିମ୍ପିକ୍‌ ଓ ୟୁରୋକପ୍‌ ଫୁଟବଲ୍‌ ସମେତ ବହୁ ବଡ଼ ତଥା ଛୋଟ ଇଭେଣ୍ଟ ଏହି କାରଣରୁ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। କିନ୍ତୁ ତ୍‌ୁର୍କମେନିସ୍ତାନରେ କଥା…

ଅସହାୟଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କରୋନା ମହାମାରୀର ମୁକାବିଲା ପାଇଁ ସରକାର ଦେଶରେ ଲକଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକଡାଉନ୍‌ ନିୟମାନୁଯାୟୀ ଲୋକେ ନିଜ ଜୀବିକାରୁ ବଞ୍ଚିତ ରହି ଘରେ ରହୁଛନ୍ତି। ଏହି କାରଣରୁ ସରକାରଙ୍କ ପକ୍ଷରୁ ଗରିବ , ଅସହାୟ ଓ ନିରାଶ୍ରୟ…

କୋଭିଡ୍‌-୧୯: ଆଫ୍ରିକାନ୍‌ କ୍ଲବ ଫାଇନାଲ୍ସ ସ୍ଥଗିତ

କାଏରୋ,୧୯।୪(ଏଏଫ୍‌ପି): ଆଫ୍ରିକାନ୍‌ ଚାମ୍ପିୟନ୍ସ ଲିଗ୍‌ ଓ ଆଫ୍ରିକାନ କନ୍‌ଫେଡେରେଶନ କପ୍‌ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ ନିର୍ଦ୍ଧାରିତ ସମୟରେ ଆୟୋଜନ ହୋଇପାରିବ ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ମେ’ରେ ଏହି…

ରାଇନାଙ୍କୁ ଧୋନୀ ସମର୍ଥନ କରୁଥିଲେ: ଯୁବରାଜ

ନୂଆଦିଲ୍ଲୀ, ୧୯।୪ (ପିଟି): ସବୁ ଅଧିନାୟକଙ୍କର ଦଳରେ ଜଣେ ପ୍ରିୟ ଖେଳାଳି ରହିଥାନ୍ତି। ଏହି ଖେଳାଳିଙ୍କୁ ଅଧିନାୟକମାନେ ସମର୍ଥନ କରିବା ସହ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥାନ୍ତି। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରିୟ ଖେଳାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri