୫୦୦୦ ମାସ୍କ ବଣ୍ଟନ
କେନ୍ଦୁଝର, ୨୦ା୪(ଡି.ଏନ.ଏ.): ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମନୋଜ ମଞ୍ଜରୀ ଶିଶୁଭବନ ତରଫରୁ ହରିଚନ୍ଦନପୁର ଓ ବାଂଶପାଳ ବ୍ଲକର ୪୦ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୫ ହଜାର ମାସ୍କ ବଣ୍ଟନ କରାଯାଇଛି। ଆଦିବାସୀ ସ୍ବାସ୍ଥ୍ୟକେନ୍ଦ୍ର, ସୋମଗିରି ଅଧୀନରେ ଥିବା ଏହି ୪୦ଟି…
୩୦ ୟୁନିଟ୍ ରକ୍ତ ସଂଗୃହୀତ
କେନ୍ଦୁଝର, ୨୦ା୪(ଡି.ଏନ୍.ଏ.)-ଲକ୍ଡାଉନ୍ ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ସମୟରେ ବିଜେଡି ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ କରାଯାଉଛି। ଏହିକ୍ରମରେ ସୋମବାର ଜିଲା ମୁଖ୍ୟାଳୟର ରୋଟାରୀ ଭବନ ପରିସରରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ…
ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ: ରାଜ୍ୟରେ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ପଶ୍ଚିମବଙ୍ଗ ଫେରନ୍ତା
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ। ସୋମବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରନ୍ତଙ୍କ ମଧ୍ୟରେ ୧୦ଜଣ ପଞ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨୪…
କାନ୍ଥରେ ସଚେତନତା ବାର୍ତ୍ତା ଲେଖୁଛନ୍ତି ଚିତ୍ରଶିଳ୍ପୀ
କୋମନା,୨୦।୪(ଡି.ଏନ.ଏ.)-ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଯୋଦ୍ଧା ରୂପେ ଛିଡା ହୋଇଛନ୍ତି। କିଛି ଯୋଦ୍ଧା ଭୋକିଲାଙ୍କୁ ଖାଦ୍ୟ ଦେଉଛନ୍ତି ତ ଆଉ କିଛି ଯୋଦ୍ଧା ବିଭିନ୍ନ ମାଧ୍ୟମରେ ଲୋକଙ୍କୁ କରୋନାରୁ ରକ୍ଷା ପାଇବାକୁ ସଚେତନ କରୁଛନ୍ତି। ଏଭଳି ସ୍ଥଳେ…
ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ
ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି ମହଲ ପୋଲିସ ଷ୍ଟେଶନର ଆଉ ୫ ପୋଲିସ କରୋନାରେ ପୀଡିତ ଥିବା ଜଣାପଡିଛି। ପୂର୍ବରୁ…
ବଲାଙ୍ଗୀର ପୌରପାଳିକା ବୁଲା ଗୋରୁଙ୍କୁ ଖାଇବାକୁ ଦେଉନି
ବଲାଙ୍ଗୀର, ୨୦ା୪-ଲକ୍ଡାଉନ ଅବଧିକୁ ପ୍ରାୟ ମାସେ ପୂରିବାକୁ ବସିଲାଣି। ବଲାଙ୍ଗୀର ସହରରେ ବୁଲା ଗାଈଗୋରୁ ଭୋକିଲା ଅବସ୍ଥାରେ ବୁଲୁଛନ୍ତି। ରାଜ୍ୟ ସରକାର ବୁଲା ଗାଈଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବଲାଙ୍ଗୀର ମ୍ୟୁନିସିପାଲଟିରେ ଏହାକୁ ପାଳନ କରାଯାଉନାହିଁ। ନାମକୁ…
୧୦ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍: ଗତ ୨୮ ଦିନ ଭିତରେ କୋଲକାତାରୁ ଫେରିଥିଲେ ତୁରନ୍ତ ଜଣାନ୍ତୁ
ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଗତ ୨୮ ଦିନ ମଧ୍ୟରେ କୋଲକାତାରୁ ଫେରିଥିଲେ ତୁରନ୍ତ ସ୍ଥାନୀୟ ତହସିଲଦାର, ବିଡିଓ, ସରପଞ୍ଚଙ୍କୁ ଜଣାନ୍ତୁ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭଦ୍ରକ ଓ ଯାଜପୁର ଜିଲାର ୧୦ ଜଣଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା…
ଘୋଷଣା ହେଲା କେଦାରନାଥ, ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ତାରିଖ
ଡେରାଡୁନ,୨୦।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର ଚାରିଧାମରେ ପ୍ରସିଦ୍ଧ ଥିବା ବଦ୍ରିନାଥ ଓ କେଦାରନାଥ ମନ୍ଦିରର ଦ୍ୱାର ଖୋଲିବା ନେଇ ତାରିଖ…
ଯାଯାବରଙ୍କୁ ସହଯୋଗର ହାତ ବଢ଼ାଇଲେ ସାମାଜିକ କର୍ମୀ
ବରଗଡ଼ ଅଫିସ୍,୨୦।୪: ବରଗଡ଼ ରେଳଷ୍ଟେଶନ ନିକଟ ଏକ ପଡ଼ିଆରେ ଉତ୍ତର ପ୍ରଦେଶ ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଯାଯାବର ପରିବାର ଫସି ରହିଛନ୍ତି । ନିଜ ପିଲାଛୁଆଙ୍କ ସହିତ ସେମାନେ ଅସହାୟ ଅବସ୍ଥାରେ ରହିଛନ୍ତି । ଏହି ଖବର ପାଇବା ପରେ ସ୍ଥାନୀୟ…
କିନ୍ନର, ଅସହାୟଙ୍କୁ ଯୋଗାଇଲେ ଆହାର
ବରଗଡ଼ ଅଫିସ୍,୨୦।୪: ବରଗଡ଼ ପାଣିଛତ୍ରଠାରେ ସୋମବାର ଗରିବ, ଅସହାୟ ତଥା କିନ୍ନରଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଅନ୍ନଭୋଜନ କାର୍ଯ୍ୟକ୍ରମକୁ ଅଞ୍ଚଳର ଅସହାୟ ଲୋକେ ଆସି ରନ୍ଧା ଖାଦ୍ୟ ଖାଇଥିଲେ। ସାମାଜିକ କର୍ମୀ ପରୀକ୍ଷିତ ଛତର ଏହି ଭୋଜନର ବ୍ୟବସ୍ଥା…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା
କେନ୍ଦୁଝର, ୨୦।୪(ସ୍ବ.ପ୍ର.)-ସରକାରୀ ମୋଟର କର୍ମଚାରୀ ସଂଘ କେନ୍ଦୁଝର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସୋମବାର ଦିନ ଜିଲାପାଳଙ୍କ ଜରିଆରେ ଏହି ସହାୟତା ରାଶିର ଚେକ୍ ଦିଆଯାଇଛି। ଜିଲାରେ କାର୍ଯ୍ୟରତ ସମସ୍ତ ମୋଟର କର୍ମଚାରୀଙ୍କ ଠାରୁ…
ଭିଡ଼ିଓ କନଫେରେନ୍ସିଂରେ ବରଗଡ଼ କୋଭିଡ୍-୧୯ ହସ୍ପିଟାଲକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼ ଅଫିସ୍,୨୦।୪: ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ହୋଇଥିବା କୋଭିଡ୍-୧୯ ହସପିଟାଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି କୋଭିଡ୍-୧୯ ହସପିଟାଲଟି ୨୦୦ ଶଯ୍ୟା ବିଶିଷ୍ଟ…
Archives


