ଲକ୍ ଡାଉନ୍ ନିୟମ ଉଲ୍ଲଂଘନ: ୨୪୫ ଜଣଙ୍କଠାରୁ ୪୯,୩୦୦ ଟଙ୍କା ଜୋରିମାନା ଆଦାୟ
ବରଗଡ଼ ଅଫିସ୍,୨୧।୪: ଘାତକ କରୋନା(କୋଭିଡ୍-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ କଟକଣା ଲାଗୁ ହୋଇଛି । ଏହି କ୍ରମରେ ବରଗଡ଼ ଜିଲାରେ ଏହି କଟକଣାର କାର୍ଯ୍ୟକାରିତାକୁ ଜିଲା ପୋଲିସ, ପ୍ରଶାସନ ଗୁରୁତ୍ୱର ସହିତ ନେଇଛି ।…
ଗୋଆ କରୋନା ମୁକ୍ତ ରାଜ୍ୟ ଘୋଷଣାକୁ ନେଇ ଆରମ୍ଭ ହେଲା ରାଜନୀତି
ପଣଜୀ,୨୧।୪: ଗୋଟିଏ ଦିନ ପୂର୍ବରୁ ଗୋଆକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରାଯାଇଥିଲା। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ମଙ୍ଗଳବାର ଗୋଆର କଂଗ୍ରେସ ଅଧ୍ୟକ୍ଷ ଗିରିଶ ଚୋଡନକର କହିଛନ୍ତି ଗୋଆରେ ସରକାର ଠିକ୍ ଭାବେ…
୩ ଅସୁସ୍ଥ ଯାଯାବର ଶିଶୁଙ୍କ ଚିକିତ୍ସା କରାଗଲା
ବରଗଡ଼ ଅଫିସ୍,୨୧।୪: ବରଗଡ଼ର ମହିଳା ଡାକ୍ତର ସୁସ୍ମିତା ଦାଶ ୩ ଯାଯାବର ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଇଛନ୍ତି । ଏହା ସହିତ ଶିଶୁଙ୍କ ଖାଇବା ପାଇଁ ସେ ମାସକ ପାଇଁ ଗୁଣ୍ଡ ଦୁଗ୍ଧ ମଧ୍ୟ…
କରୋନାକୁ କରନ୍ତୁନି ହେୟଜ୍ଞାନ; ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି କରିବ ଭୟଙ୍କର ସ୍ଥିତି: ଡବ୍ଲ୍ୟୁଏଚ୍ଓ
ଜେନେଭା,୨୧।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ କରୋନା ପୃଥିବୀରେ ଭୟଙ୍କର ସ୍ଥିତି…
ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର
ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ ହେଉନାହାନ୍ତି କିଛି ଲୋକ। ଏଥିପାଇଁ ବଲାଙ୍ଗୀର ଜିଲା ତୁଷୁରା ଏନଏସି ଓ ପୋଲିସ ଦ୍ୱାରା…
କରୋନା କଟକଣା କୋହଳ ଯୋଗୁଁ ଆରମ୍ଭ ହେଲା ଚାଷ କାର୍ଯ୍ୟ: ଜିଲାପାଳଙ୍କୁ ଧନ୍ୟବାଦ ଦେଲେ ଚାଷୀ
ପୁରୁଷୋତ୍ତମପୁର, ୨୧।୪(ଡି.ଏନ୍.ଏ.): କରୋନା ସହ ମୁକାବିଲା ପାଇଁ ସରକାର ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ହେଲା ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁ ଗଞ୍ଜାମରେ ବିଭିନ୍ନ କଟକଣା ଓ ନିୟମ ଜାରି କରି ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲାପାଳ…
ହଠାତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ
କେନ୍ଦୁଝର, ୨୧।୪(ସ୍ବ.ପ୍ର.)-ମଙ୍ଗଳବାର ସକାଳେ ପ୍ରାୟ ସାଢେ ନଅଟାରେ ହଠାତ ଚାରିଆଡେ ଅନ୍ଧାର ଘୋଟିଆସିଥିଲା। ଲକ ଡାଉନ ଯୋଗୁ ରାସ୍ତାରେ ଯାତାୟାତ କମ ଥିଲେ ହେଁ ଅଫିସ ଖୋଲା ଥିବାରୁ ଏବଂ ଜିନିଷ ପତ୍ର କିଣା ବିକା ପାଇଁ ରାସ୍ତାରେ ଯାତାୟାତ ଥିଲା।…
ସନ୍ଦେହ ଘେରରେ ଚାଇନାର ର଼୍ୟାପିଡ୍ ଟେଷ୍ଟ୍ କିଟ୍: କରୋନା ପଜିଟିଭ୍ ପାଲଟୁଛନ୍ତି ନେଗେଟିଭ୍; ୯୫ ପ୍ରତିଶତ ଘଟଣାରେ ଭୁଲ୍ ସୂଚନା
ଜୟପୁର,୨୧।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଭାରତ ଚାଇନାରୁ ର଼୍ୟାପିଡ୍ ଆଣ୍ଟିବଡ଼ି ଟେଷ୍ଟ୍ କିଟ୍ ମଗାଇଥିଲା। ଏହାଦ୍ୱାରା ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିବ ବୋଲି କୁହାଯାଇଥିଲା। ପ୍ରଥମେ ଏହାକୁ ରାଜସ୍ଥାନର ହଟ୍ସ୍ପଟ୍ ଅଞ୍ଚଳରେ ବ୍ୟବହାର କରାଯାଇଥିଲା। ତେବେ ଏହି…
ଶ୍ରୀମନ୍ଦିରରେ ବଡ଼ଚଣା ଆଇଆଇସିଙ୍କ ପ୍ରବେଶ ଘଟଣା: ସହଯୋଗ କରିଥିବା ସେବାୟତ ଅଟକ
ପୁରୀ ଅଫିସ, ୨୧।୪: କରୋନା (କୋଭିଡ-୧୯) ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବାରେ ସହଯୋଗ କରିଥିବା ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ସିଂହଦ୍ୱାର ପୋଲିସ ମଙ୍ଗଳବାର ଅଟକ ରଖିଛି। କରୋନା ମୁକାବିଲା…
୨ ମାସରେ ୨୮ଶହ ଲୋକ ସୀମା ଡେଇଁ ବାଲେଶ୍ୱରରେ ପଶିଛନ୍ତି: ଆର୍ଡିସି
ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ ଆର୍ଡିସି ଅନୀଲ ସାମଲ ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି କରୋନା ସ୍ଥିତି ତଦାରଖ କରିଛନ୍ତି। ସ୍ଥିତି ସମୀକ୍ଷା ପରେ ଆରଡିସି ଅନୀଏ ସାମଲ କହିଛନ୍ତି, ପଡୋଶୀ ରାଜ୍ୟରେ କାମ କରୁଥିବା…
ଖୁସି ଖବର: ଦେଶରେ ସଫଳ ହେଲା ପ୍ଲାଜମା ଥେରାପି
ନୂଆଦିଲ୍ଲୀ,୨୧।୪: ଦକ୍ଷିଣ ଦିଲ୍ଲୀର ସକେତରେ ଥିବା ମାକ୍ସ ହସ୍ପିଟାଲରୁ ଆସିଛି ଖୁସି ଖବର। ଏଠାରେ କରୋନା ଭାଇରସରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ପ୍ଲାଜମା ଥେରାପି ସଫଳ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ୪୯ ବର୍ଷୀୟ ଜଣେ…
କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: କରୋନା ଚିକିତ୍ସା ବେଳେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦ ଲକ୍ଷ
ଭୁବନେଶ୍ୱର, ୨୧।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ କାର୍ଯ୍ୟକରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର…
Archives


