କରୋନା ମୁକାବିଲା: ୮ ଘଣ୍ଟାରେ ସର୍ଜିକାଲ ମାସ୍କ୍;୨୪ ଘଣ୍ଟାରେ ଏନ୍-୯୫ ମାସ୍କ୍ ବଦଳାଇବା ଜରୁରୀ
ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନାରୁ ଦୂରେଇ ରହିବା ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଛି।…
ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ଟେଷ୍ଟ: ମଙ୍ଗଳବାର ହେଲା ୨୦୨୭ ନମୂନା ପରୀକ୍ଷା
ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରାଯାଇଛି। ମଙ୍ଗଳବାର ୨୦୨୭ଟି ଆର୍ଟିପିସି ନମୂନା ପରୀକ୍ଷା ହୋଇଛି। ଆର୍ଏମସିରେ ୧୨୩୪ ନମୂନା ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ୭୭ଟି, ଏସ୍ସିବି ୩୭୮, ଏମ୍କେସିଜି ୪୧, ଭିମ୍ସାରରେ ୩୩,…
ଭଦ୍ରକର ୩ ଆକ୍ରାନ୍ତ ବାସୁଦେବପୁର ଅଞ୍ଚଳର: ସମସ୍ତ ପଜିଟିଭ୍ଙ୍କର ରହିଛି କୋଲକାତା ଲିଙ୍କ୍
ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍.ଏ.): ରାଜ୍ୟରେ ମଙ୍ଗଳବାର ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ କୋଲକାତାରୁ ଫେରିଥିଲେ ବୋଲି ଭଦ୍ରକ ଜିଲା ପ୍ରଶାସନ ସୂଚନା ଦେଇଛି। ନୂତନ ଆକ୍ରାନ୍ତଙ୍କୁ…
କରୋନା ବଦଳାଇବ ଖାଦ୍ୟ ଅଭ୍ୟାସ
ନୂଆଦିଲ୍ଲୀ,୨୨ା୪: କରୋନା ଭାଇରସ୍ର ପ୍ରଭାବ ଆମ ଜୀବନଶୈଳୀକୁ ବହୁଳ ଭାବରେ ବଦଳାଇ ଦେଇଛି। ଘରେ ରହିବାଠାରୁ ଆରମ୍ଭ କରି ଲକ୍ଡାଉନ ସହିତ ମୁକାବିଲା କରିବା ପର୍ଯ୍ୟନ୍ତ, ଗତ ପ୍ରାୟ ୪ ସପ୍ତାହ ମଧ୍ୟରେ ଆମେ ସମସ୍ତେ ଜୀବନଶୈଳୀ ପରିବର୍ତ୍ତନର ନୂତନ ଧାରାରେ…
ଆଣିପାରିଲେନି ଦାଦନଙ୍କ ମୃତଦେହ
ଗୋରଖପୁର,୨୨ା୪(ପି.ଟି.): ଦାଦନ ଶ୍ରମିକଙ୍କ ମୃତଦେହ ଶତାଧିକ କିଲୋମିଟର ଦୂରରେ ଥିବାବେଳେ ତାଙ୍କ ପୁତ୍ତଳିକାରେ ବର୍ଷକର ଶିଶୁପୁତ୍ର ମୁଖାଗ୍ନି ଦେଇ ନକଲି ଶେଷକୃତ୍ୟ ସମ୍ପନ୍ନ କରିବାର ହୃଦୟବିଦାରକ ଦୃଶ୍ୟ ଉତ୍ତରପ୍ରଦେଶର ଚୌରିଚୋରା ଥାନା ଅନ୍ତର୍ଗତ ଦୁବ୍ରିଖୁର୍ଦ ଗ୍ରାମରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ଦାଦନ…
ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ
ନୂଆଦିଲ୍ଲୀ,୨୨ା୪(ଆଇଏଏନ୍ଏସ୍): ଚାଇନା ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ସ୍କାଏ ମ୍ୟାପ୍ ପକ୍ଷରୁ ଜାରି ଚାଇନା ମାନଚିତ୍ରର ସଂଶୋଧିତ ସଂସ୍କରଣରେ ଏହା ଦେଖିବାକୁ ମିଳିଛି। ବେଜିଂର ଜାତୀୟ ସର୍ବେକ୍ଷଣ ଓ ମାନଚିତ୍ର ପ୍ରସ୍ତୁତି ଭୌଗୋଳିକ ସୂଚନା…
ସ୍ବିଡେନରେ ନାହିଁ ଲକ୍ଡାଉନ
ଷ୍ଟକ୍ହୋମ,୨୨।୪: ସ୍ବିଡେନ୍ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୭୭୭ରେ ପହଞ୍ଚି ଥିବାବେଳେ ୧,୫୮୦ ଜଣଙ୍କ ଜୀବନ ଯାଇଛି। ତେବେ ଏହାର ମୁକାବିଲା ପାଇଁ ସ୍ବିଡେନରେ ଲକ୍ଡାଉନ କଟକଣା ସେଭଳି ଫଳପ୍ରଦ ନୁହେଁ ବୋଲି କୁହାଯାଇଛି। ଭୂତାଣୁଠାରୁ ଲୋକଙ୍କୁ ଦୂରେଇ ରଖିବା ଲାଗି ଲକ୍ଡାଉନର…
ଲକ୍ଡାଉନ୍ ଟାଇମ୍ପାସ୍: ଅନ୍ଲାଇନ୍ ଗେମିଂର ଡିମାଣ୍ଡ ବଢ଼ିଲା
ସସ୍ମିତା ପାଇକରାୟ ଭୁବନେଶ୍ୱର, ୨୨ା୪ (ବ୍ୟୁରୋ): କରୋନା ବଦଳାଇ ଦେଇଛି ଲୋକଙ୍କ ଜୀବନଶୈଳୀ। ଲକ୍ଡାଉନ୍ ଯୋଗୁ ଲୋକେ ଦିନରାତି ଘରେ ରହୁଥିବାବେଳେ ଟାଇମ୍ପାସ୍ ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛନ୍ତି। କିଏ ପିଲାଛୁଆ ଓ ପରିବାର ସହ ବିଭିନ୍ନ ଇନ୍ଡୋର ଆକ୍ଟିଭିଟିଜ୍ରେ…
ଗଣମାଧ୍ୟମର ତଣ୍ଟି ଚିପୁଛି କରୋନା
ପ୍ୟାରିସ୍,୨୨ା୪ : କରୋନା ମହାମାରୀ ସାରା ବିଶ୍ୱରେ ଗଣମାଧ୍ୟମ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରିଥିବା ‘ରିପୋର୍ଟର୍ସ ଓ୍ବିଦାଉଟ୍ ବର୍ଡର୍ସ’ ପକ୍ଷରୁ ସତର୍କ କରିଦିଆଯାଇଛି। ବିଶ୍ୱ ଗଣମାଧ୍ୟମ ସ୍ବାଧୀନତାର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ମଙ୍ଗଳବାର ଏହି ମିଡିଆ ଓ୍ବାଚ୍ଡଗ୍ କହିଛି, ସ୍ବାସ୍ଥ୍ୟ…
ଆମେରିକାରେ କରୋନା କାଳ: କୃଷ୍ଣକାୟଙ୍କୁ ଦୋହରା ମାଡ଼
ଓ୍ବାଶିଂଟନ,୨୨ା୪ : ଆମେରିକାରେ କରୋନା ଭାଇରସ୍ ଏକ ବିଚିତ୍ର ରୋଗ ଭାବେ ଆବିର୍ଭୂତ, ଯହିଁରେ ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣର ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି। କୃଷ୍ଣକାୟଙ୍କଠାରେ ଏହାର କ୍ରୂରତା ଅଧିକ ଦେଖିବାକୁ ମିଳୁଛି। ମୃତକଙ୍କ ମଧ୍ୟରେ ଏପରି ଅନେକ ଅଛନ୍ତି, ଯେଉଁମାନେ…
ଜୁମ୍ ଆପ୍କୁ ହାଇକୋର୍ଟଙ୍କ ନା
କଟକ ଅଫିସ,୨୨।୪: ସମ୍ପ୍ରତି ଲକ୍ଡାଉନ୍ ଜାରିଥିବାରୁ ହାଇକୋର୍ଟରେ ଭିଡିିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣି ଚାଲିଛି। ଏଥିପାଇଁ ଗତ ୯ ତାରିଖଠାରୁ ‘ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡିିଓ କନ୍ଫରେନ୍ସିଂ ସ୍କିମ୍-୨୦୨୦’ ଆରମ୍ଭ ହୋଇଛି। ଏହି ସ୍କିମ୍ ଅନୁଯାୟୀ ଭିଡିିଓ କଲ୍, ବିଶେଷ…
ସୀମା ସିଲ୍ ଅଞ୍ଚଳ ପରିଦର୍ଶନ କଲେ ଡିଜିପି
ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା କଡାକଡି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୀମା ସିଲ୍ ଅଞ୍ଚଳର ବାସ୍ତବ ସ୍ଥିତି ପରିଖିବା…
Archives


