Rishabh Pantଙ୍କ ଟିମ ପାଇଁ ଖୁସି ଖବର, ସୁସ୍ଥ ହେଲେ ଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ,୧୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରଥମ ମ୍ୟାଚ କେକେଆର ଏବଂ ଆରସିବି ଦଳ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଏକ ବଡ଼ ଖବର ମିଳିଛି। ESPNcricinfo ରିପୋର୍ଟ ଅନୁସାରେ, ଆଘାତ…
ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ, ଫସିଗଲେ ଡଜନେରୁ ଅଧିକ ଲୋକ
ଜମ୍ମୁ,୧୩।୩: ଗୁରୁବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ଅଞ୍ଚଳରେ ମୁଖ୍ୟ ଟ୍ୟାକ୍ସି ଷ୍ଟାଣ୍ଡର ୧୫ ଫୁଟ ଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅତି କମରେ ତିନି ଜଣ ଆହତ ହୋଇଥିବା ବେଳେ ଅନ୍ୟ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ…
‘ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଆବାସ ସର୍ଭେ, ଆହୁରି ଅଧିକ ହେବ ପଞ୍ଜୀକରଣ’
ଭୁବନେଶ୍ୱର,୧୩ା୩: ଆବାସ ସର୍ଭେକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଆବାସ ସର୍ଭେ ହେବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବର୍ତ୍ତମାନ ଏହି ସର୍ଭେରେ ୧୯…
ଶାହିଦ ଆଫ୍ରିଦି ମୋତେ ଅନେକଥର ଧର୍ମ ପରିବର୍ତ୍ତନ ପାଇଁ କହିଛନ୍ତି, ପାକିସ୍ତାନରେ ମିଳିଲା ନାହିଁ ଇଜ୍ଜତ, ଦୁଃଖ ବଖାଣିଲେ…
ନୂଆଦିଲ୍ଲୀ,୧୩।୩: ପାକିସ୍ତାନୀ ବଂଶୋଦ୍ଭବ ହିନ୍ଦୁ କ୍ରିକେଟର ଦାନିଶ କାନେରିଆ କହିଛନ୍ତି ଯେ ତାଙ୍କ କ୍ୟାରିୟର ଠିକ ଉତ୍ଥାନ ସମୟରେ ଶାହିଦ ଆଫ୍ରିଦି ତାଙ୍କୁ ଅନେକ ଥର ଧର୍ମ ପରିବର୍ତ୍ତନ କରିବାକୁ କହିଥିଲେ। ୱାଶିଂଟନ ଡିସିରେ ଅନୁଷ୍ଠିତ ଏକ କଂଗ୍ରେସନାଲ ବ୍ରିଫିଙ୍ଗରେ ପୂର୍ବତନ…
ସନ୍ୟାସ ନେବେ ରୋହିତ ଶର୍ମା, ଏହି ଆଲୋଚନାକୁ ଶୁଣି ଗର୍ଜି ଉଠିଲେ ଏବି ଡିଭିଲିୟର୍ସ, ଜାଣନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୧୩।୩: ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ରୋହିତ ଶର୍ମା ଏକଦିବସୀୟ କ୍ରିକେଟରୁ ଅବସର ନେବାର କଳ୍ପନାଜଳ୍ପନାକୁ ଖଣ୍ଡନ କରିଦେଇଥିଲେ। ଏହା ପରେ, ବିଶ୍ୱ କ୍ରିକେଟରେ ଏକ ନୂତନ ବିତର୍କ ଆରମ୍ଭ ହୋଇଗଲା ଯେ ରୋହିତ ଶର୍ମା ଠିକ କରିଥିଲେ କି ଭୁଲ।…
ଦୁଇ ସନ୍ତାନର ମା’ ହେବେ କାର୍ତ୍ତିକଙ୍କ ଜୀବନସାଥୀ! ଜବାବ ଶୁଣି ସମସ୍ତେ ଚକିତ
ମୁମ୍ବାଇ: ଏକାଧିକ ଅଭିନେତ୍ରୀଙ୍କୁ ଡେଟ୍ କରିବା ପରେ ବ୍ରେକ୍ଅପ୍ କରିନେଇଥିଲେ ଅଭିନେତା କାର୍ତ୍ତିକ ଆର୍ୟନ। ଏଣୁ ଫିଲ୍ମରେ ସଫଳ ହେଲେ ହେଁ ପ୍ରେମ ଜୀବନରେ ସେତେଟା ନୁହେଁ ବୋଲି କୁହାଯାଉଥିଲା। ଏବେ କିନ୍ତୁ ଏବେ ତାଙ୍କ ମା’ ପରିବାରର ବୋହୂ କିଏ…
Jaffar Express Hijack: ଆମେ ୭୫ ସେମାନେ ଶହ ଶହ, ଶେଷ ଗୁଳି ପର୍ଯ୍ୟନ୍ତ ଲଢିଲୁ, ବଞ୍ଚିଯାଇଥିବା ପୋଲିସ ଅଧିକାରୀ ଶୁଣାଇଲେ…
ଇସଲାମାବାଦ,୧୩।୩: ମଙ୍ଗଳବାର ସାରେ କ୍ୱେଟାରୁ ପାକିସ୍ତାନର ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଏହି ଟ୍ରେନକୁ BLA କବଳରୁ ମୁକ୍ତ କରିଥିଲା। ଟ୍ରେନରେ ଥିବା…
ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…
ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଧୁମ୍ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା ବେଳେ ଏବେଠାରୁ ତାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ହୋଲିରେ ରଙ୍ଗ ଖେଳ ଭଳି…
ମୋଦି ମରିସସ୍କୁ କାହିଁକି ନେଲେ ମହାକୁମ୍ଭ ଜଳ, ଜାଣନ୍ତୁ କାହା ଇଚ୍ଛା କଲେ ପୂରଣ…
ନୂଆଦିଲ୍ଲୀ,୧୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ମରିସସ୍ ଗସ୍ତର ଦ୍ୱିତୀୟ ଦିନରେ ପବିତ୍ର ଗଙ୍ଗା ପୁଷ୍କରିଣୀ ପରିଦର୍ଶନ କରିଥିଲେ ଏବଂ ମହାକୁମ୍ଭ ସମୟରେ ତ୍ରିବେଣୀ ସଙ୍ଗମରୁ ଅଣାଯାଇଥିବା ପବିତ୍ର ଜଳକୁ ମଧ୍ୟ ଏଠାରେ ଢାଳିଥିଲେ। ମରିସସ୍ର ସ୍ଥାନୀୟ ଲୋକମାନେ…
ବୈଠକ ମଝିରେ ଉପରାଷ୍ଟ୍ରପତିଙ୍କ ଗୋଡ଼ ଆଡକୁ କାହିଁକି ଇସାରା କଲେ ଟ୍ରମ୍ପ?ଜାଣନ୍ତୁ ଏହାର କାରଣ
ଓ୍ବାଶିଂଟନ,୧୩।୩: ଆମେରିକାର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଏତେ ଶକ୍ତିଶାଳୀ ବ୍ୟକ୍ତି ତାଙ୍କ ଜୁନିୟରଙ୍କ ମୋଜାକୁ ମଧ୍ୟ ପସନ୍ଦ କରିପାରନ୍ତି। ଏହା ତାଙ୍କୁ ଏତେ ପସନ୍ଦ ଆସିଥିଲା…
Holi ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା…
ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା ଦରକାର। ଯଦି କାଢ଼ି ନାହାନ୍ତି, ତା’ହେଲେ ହୋଲି ପୂର୍ବରୁ ଏସବୁକୁ ଘରୁ କାଢ଼ି ଦିଅନ୍ତୁ……
କାହିଁକି ପାଳନ କରାଯାଏ ହୋଲି: ପଛରେ ଅଛି ଏମିତି କାରଣ
ହୋଲି ପର୍ବ ସାରା ଦେଶରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ହୋଲି ଏକ ଦୁଇ ଦିନିଆ ପର୍ବ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଏହା ଆରମ୍ଭ ହୁଏ। ପ୍ରଥମ ଦିନ ହୋଲି ଦହନ କରାଯାଏ ଏବଂ ଦ୍ୱିତୀୟ ଦିନ ରଙ୍ଗ…
Archives


