ରେପୋ ରେଟ୍ କମାଇଲା ଆର୍ବିଆଇ: ୩ ମାସ ଋଣ କିସ୍ତି ବନ୍ଦ
ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର…
ବ୍ୟବସାୟୀ ବଢ଼ାଉଛନ୍ତି ଖାଉଟି ସାମଗ୍ରୀ ଦର: ସାଧାରଣରେ ଅସନ୍ତୋଷ
ଗୁଡଭେଲା,୨୭।୩(ଡି.ଏନ୍.ଏ.): କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ସହରରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳୁଛି। ଖାଉଟି ସାମଗ୍ରୀ, ଔଷଧ, ପନିପରିବା ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ବୁଧବାରଠାରୁ ଖାଉଟି…
ଆଳୁ ପିଆଜ ଗୋଦାମରେ ଚଢ଼ାଉ: ବିଲ୍, ଭାଉଚର ଦେଖାଇ ପାରିଲେନି ବ୍ୟବସାୟୀ
ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ସହରର କେତେଜଣ ଅସାଧୁ ବେପାରୀ ସେମାନଙ୍କ କଳାବେପାର ଆରମ୍ଭ କରିଦେଇଛନ୍ତି। ଆଳୁ, ପିଆଜ, ଚାଉଳ, ତେଲ, ଡାଲି, ପନିପରିବା ମୂଲ୍ୟକୁ ଅହେତୁକ ବୃଦ୍ଧି ଓ ଗଚ୍ଛିତ କରି ରଖିଥିବା ଅଭିଯୋଗ ପରେ ଜିଲା ପ୍ରଶାସନ ଓ…
କରୋନା ସଂକ୍ରମଣ ଆଶଙ୍କା, କନ୍ଭେନସନ୍ ହଲ୍ରେ ହେବ ବିଧାନସଭା କାର୍ଯ୍ୟ: ବାଚସ୍ପତି
ଭୁବନେଶ୍ୱର,୨୭।୩(ବ୍ୟୁରୋ): କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟକୁ ସ୍ଥାନାନ୍ତର କରାଯିବ। ଲୋକସେବା ଭବନ କନ୍ଭେନସନ୍ ହଲ୍ରେ ଏହି କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନ୍ଭେନସନ୍ ହଲ୍ରେ ହେବ ବୋଲି ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା…
ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ
ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଜୋର୍ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ସେମାନଙ୍କ ପ୍ରବେଶ ବନ୍ଦ ଲାଗି ଟ୍ରମ୍ପ୍ ସୀମାରେ ପାଚେରି…
ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ମହାପାତ୍ର
ଭଦ୍ରକ ଅଫିସ,୨୭।୩: ରାଜ୍ୟ ସରକାର ୧୯ଟି ଜିଲାରେ ଅଧିକ ଜଣେ ଲେଖାଏ ଅତିରିକ୍ତ ଜିଲାପାଳ (ରାଜସ୍ବ) ପଦବୀ ସୃଷ୍ଟି କରି ନିଯୁକ୍ତି ପ୍ରଦାନ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଥିଲା। ଏହି…
ବିବାହ ଭୋଜିରୁ ବାପାପୁଅଙ୍କୁ ଉଠାଇନେଲା ପୋଲିସ
ଭଟଲି,୨୭। ୩(ଡି.ଏନ.ଏ.): କରୋନା ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଘରୁ ନ ବାହାରିବା ସହିତ କୌଣସି ପ୍ରକାର ଭୋଜି ମହୋତ୍ସବ ନ କରିବା ପାଇଁ କଟକଣା ଜାରି କରାଯାଇଛି । ଏହି କଟକଣାକୁ ନ ମାନିଲେ ଦଣ୍ଡବିଧାନର ବ୍ୟବସ୍ଥା…
କରୋନା କଟକଣା ଉଲ୍ଲଙ୍ଘନ: ସାପ୍ତାହିକ ହାଟରେ ପ୍ରବଳ ଭିଡ଼
ଆରଡ଼ି,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁଠାରେ ଶୁକ୍ରବାର ସକାଳେ ସାପ୍ତାହିକ ହାଟ ବସିଥିଲା। ଏହି ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲ। ଲୋକେ ସାମାଜିକ ଦୂରତା ବାବଦରେ ଜାଣି ନ ଥିବା କହିଥିବା ବେଳେ କେବଳ କିଛି ବ୍ୟକ୍ତି ମୁହଁରେ…
ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୭।୩: ସାରା ଦେଶରେ ମହାମାରୀ କରୋନା ଭାଇରସ୍ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଛି। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରାଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନ୍ଫରେନ୍ସିଂ ଜରିଆରେ ସାରା…
ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ
ରାଇକିଆ,୨୭।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା ଲକ୍ଡାଉନ୍ ଅଛି । ରାସ୍ତା ଘାଟ ଶୂନ୍ଶାନ ଏବଂ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।…
ଲକ୍ଡାଉନ୍ ଉଲ୍ଲଙ୍ଘନକାରୀ ୧୧ ଜଣଙ୍କ ନାମରେ ମାମଲା
ପାଟପୁର,୨୭।୩(ଡି.ଏନ୍.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ନିୟମକୁ ଉଲ୍ଲଙ୍ଘନ କରି ଗଞ୍ଜାମ ଜିଲା ପାଟପୁର ପୋଲିସ ଦୁଇଟି ମାମଲା ରୁଜୁ କରି ୧୧ଜଣଙ୍କୁ ଗୁରୁବାର ସନ୍ଧ୍ୟାରେ…
କରୋନା ଲାଗି ସ୍ଥାନାନ୍ତର ହେଉଛନ୍ତି ଭିକାରି
ଭଦ୍ରକ ଅଫିସ,୨୭।୩: ଭଦ୍ରକ ପୌରପାଳିକା ପକ୍ଷରୁ ରାସ୍ତାପାର୍ଶ୍ୱରେ ଭିକ୍ଷାବୃତ୍ତି କରୁଥିବା ସମସ୍ତ ଭିକାରିଙ୍କୁ ଉଦ୍ଧାର କରାଯାଇ ମଠସାହିସ୍ଥିତ ବିଦ୍ୟାଳୟରେ ରଖାଯାଇଛି। ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କ ଉପସ୍ଥିତିରେ ସହରର ବନ୍ତ ଛକ ପୋଲ ତଳ ଓ ଆରଡ଼ି ଛକ…
Archives


