ହୁଟିଙ୍କ ମାଡ଼
ଇରାନ୍ ସମର୍ଥିତ ୟେମେନ୍ର ହୁଟି ଉଗ୍ରବାଦୀମାନେ ମେ ୪ ତାରିଖରେ ଇସ୍ରାଏଲର ବୃହତ୍ତମ ସହର ତେଲ୍ ଆଭିଭ୍ର ବେନ୍ ଗୁରିଅନ୍ ଏୟାରପୋର୍ଟ ନିକଟରେ ବାଲାଷ୍ଟିକ ମିଶାଇଲ ମାଡ଼ କରିଛନ୍ତି। ଏହି ମିଶାଇଲ ଇସ୍ରାଏଲର ୪ ସ୍ତରୀୟ ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ…
ବିଦାୟ ନେଲା ସ୍କାଇପ୍
ଓ୍ବାଶିଂଟନ,୬।୫: ଲୋକପ୍ରିୟ ଭିଡିଓ କନ୍ଫରେନ୍ସିଂ ପ୍ଲାଟଫର୍ମ ସ୍କାଇପ୍ ଆପ୍ଲିକେଶନ ସୋମବାରଠାରୁ ବନ୍ଦ ହୋଇଛି। ପ୍ରାୟ ୨ ଦଶନ୍ଧି ଧରି ଲୋକଙ୍କୁ ଯୋଡ଼ି ରଖିଥିବା ଏହି ଆପ୍ ଏବେ ଇତିହାସରେ ପରିଣତ ହୋଇଛି। ନିଜର ନୂତନ ଏବଂ ଅଧିକ ଶକ୍ତିଶାଳୀ କମ୍ୟୁନିକେଶନ ଟୁଲ୍ସ ‘ମାଇକ୍ରୋସଫ୍ଟ…
ୟେମେନ୍ ବନ୍ଦରରେ ଇସ୍ରାଏଲ୍ର ବୋମାମାଡ଼
ସାନା,୬ା୫: ହୁଟି ଆତଙ୍କବାଦୀ ଇସ୍ରାଏଲ୍ର ତେଲ୍ ଆଭିଭ୍ସ୍ଥିତ ବେନ୍ ଗୁରିଅନ୍ ଏୟାରପୋର୍ଟ ନିକଟରେ ମିଶାଇଲ୍ ମାଡ଼ କରିବାର ଦିନକ ପରେ ଇସ୍ରାଏଲୀ ସେନା ଏହାର ପ୍ରତିଶୋଧ ନେଇଛି। ଇସ୍ରାଏଲ୍ ପକ୍ଷରୁ ସୋମବାର ସନ୍ଧ୍ୟାରେ ୟେମେନ୍ର ହୋଦେଇଦାହ ବନ୍ଦରକୁ ଟାର୍ଗେଟ କରି ୩୦ଟି ଯୁଦ୍ଧବିମାନରୁ…
ପାକିସ୍ତାନକୁ ଚେନାବ ଜଳ ରୋକିଲା ଭାରତ
ନୂଆଦିଲ୍ଲୀ,୬ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ପଦକ୍ଷେପ ସ୍ବରୂପ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିବାବେଳେ ରବିବାର ଜମ୍ମୁର ବାଗ୍ଲିହାର ଡ୍ୟାମ୍ରୁ ଚେନାବ ନଦୀଜଳ ପ୍ରବାହକୁ ସାମୟିକ ଭାବେ ରୋକିଛି। ବନ୍ଦିପୋର ନିକଟ କିଶନଗଙ୍ଗା ଡ୍ୟାମ୍ରୁ ମଧ୍ୟ ଅନୁରୂପ ଭାବେ…
ସମ୍ପୂର୍ଣ୍ଣ ଗାଜା ଦଖଲ ପାଇଁ ଇସ୍ରାଏଲ୍ର ଯୋଜନା
ତେଲ୍ ଆଭିଭ୍,୬ା୫: ସମଗ୍ର ଗାଜାଷ୍ଟ୍ରିପ୍କୁ ଦଖଲ କରି ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବା ଯୋଜନାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କ୍ୟାବିନେଟ୍ ସୋମବାର ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ପାଲେଷ୍ଟାଇନ୍ ଅଞ୍ଚଳରେ ଇସ୍ରାଏଲ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ବଢ଼ିବ। ସୋମବାର…
ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କିଏ? ପାକିସ୍ତାନୀ ସେନାର ପୂର୍ବତନ ମେଜର କଲେ ସାଙ୍ଘାତିକ ଖୁଲାସା
ଇସଲାମାବାଦ୍,୬/୫:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏବେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ମେଜର ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନୀ ସେନାର ପୂର୍ବତନ ମେଜର ଆଦିଲ ରାଜା…
ଯୁଦ୍ଧରୁ ଦୂରେଇ ରୁହ ଭାରତ-ପାକିସ୍ତାନ…ଜାତିସଂଘ ପକ୍ଷରୁ ଆସିଲା ବଡ଼ ବୟାନ
ନୂଆଦିଲ୍ଲୀ,୫।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି। ଗୁଟେରେସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ସେନା ମୁହାଁମୁହିଁ ହେବାଠାରୁ ଦୂରେଇ…
ସାରା ବିଶ୍ୱକୁ ଦମ୍ ଦେଖାଇଲା ଭାରତ, ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ କରି…
ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ (MIGM)ର ସଫଳତାର ସହ…
ଋଷଭ ପନ୍ତଙ୍କ ହାତରୁ ଗଲା ଅଧିନାୟକ ପଦ
ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୫ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛନ୍ତି ଋଷଭ ପନ୍ତ। ଏହି ଖେଳାଳି ଭଲ ରନ୍ ସ୍କୋର କରିପାରୁ ନ ଥିବା ବେଳେ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟ ଭଲ ପ୍ରଦର୍ଶନ କରୁନାହିଁ। ଏବେ ଖବର ଆସିଛି ଯେ ଋଷଭ ପନ୍ତ…
ସଙ୍କଟମୋଚକ ସାବ୍ୟସ୍ତ ହେବ PAN କାର୍ଡ, ଅତି ସହଜରେ ମିଳିଯିବ ୫ ଲକ୍ଷ ଟଙ୍କାର ଋଣ; ଧ୍ୟାନ ରଖିବେ ଏସବୁ…
ନୂଆଦିଲ୍ଲୀ,୫।୫: ଆଜିର ସମୟରେ PAN Card କେବଳ ଏକ ପରିଚୟ ପତ୍ର ନୁହେଁ ବରଂ କାରବାର ପାଇଁ ବିଶ୍ୱସନୀୟତାର ପ୍ରମାଣପତ୍ର ମଧ୍ୟ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ପାନ କାର୍ଡ ବ୍ୟବହାର କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…
ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ
ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍ଓ୍ବିଲ୍ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ…
ଆମେରିକାରୁ ଆସିଲା ରିପୋର୍ଟ, ପାକିସ୍ତାନ ଛାନିଆ; ଭାରତ ସହ ଯୁଦ୍ଧ ହେଲେ ହୋଇଯିବ ଧ୍ୱଂସ!
ନୂଆଦିଲ୍ଲୀ,୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉପରେ ସାରା ବିଶ୍ୱର ନଜର ରହିଛି। ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କ୍ଷତି ଅଧିକ ହୋଇପାରେ। ହୁଏତ ଇସ୍ରାଏଲ-ଗାଜା ଏବଂ…
Archives


