Home

ତୁର୍କୀ ଭୂକମ୍ପ: ୧୮ ଆହତ

ଅଙ୍କାରା,୧୫।୬: ତୁର୍କୀର ବିଙ୍ଗୋଲ ଅଞ୍ଚଳରେ ରବିବାର ହୋଇଥିବା ଭୁକମ୍ପରେ ୧୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଏବେ ସୁସ୍ଥ ରହିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୭। କାର୍ଲିଓଭା ଜିଲାର ବିଙ୍ଗୋଲଠାରେ ଏହା ରବିବାର…

ସୁଶାନ୍ତଙ୍କ ବ୍ୟାଟିଂର ପ୍ରଶଂସକ ଥିଲେ ସଚିନ ତେନ୍ଦୁଲକର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରିକେଟ ଜଗତ ମଧ୍ୟ ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି। ଅଭିନେତା ହୋଇଥିଲେ ମଧ୍ୟ ଜଣେ ଭଲ କ୍ରିକେଟର ଥିଲେ ସୁଶାନ୍ତ। ଏଥିପାଇଁ ଏମଏସ ଧୋନୀଙ୍କ ବାୟୋପିକରେ ଧୋନୀଙ୍କ…

ବୈଷ୍ଣୋଦେବୀ ଯାତ୍ରା ବନ୍ଦ: ଶୀତଳ ଭଣ୍ଡାରରେ ୩୦୦ କୋଟିର ଡ୍ରାଏ ଫ୍ରୁଟସ୍‌

କଟରା,୧୫।୬: କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରରେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରାଯାଇଛି। ଫଳରେ ଏଠାରେ ଡ୍ରାଏ ଫ୍ରୁଟସ୍‌ ଏବଂ ପ୍ରସାଦ ବିକ୍ରି କରୁଥିବା ୪୦୦ରୁ ଅଧିକ ଦୋକାନୀଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏଠାରେ ୧୨୮ ପଞ୍ଜିକୃତ ଦୋକାନ ଥିବା…

ଧୋନୀଙ୍କ ପାଇଁ କବିତା ଲେଖିଲେ ଜାଡେଜା

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟର ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଭାରତୀୟ ଷ୍ଟାର୍‌ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କଥା…

ନାଳରେ ଭାସିଗଲେ ନାବାଳକ, ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ; ମିଳିଲା ନୂଆ ଜୀବନ

ବଣାଇ,୧୫ା୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କେ.ବଳଙ୍ଗା ଥାନା ଅନ୍ତର୍ଗତ କମାରପୋଷ ଗ୍ରାମର ଜଣେ ନାବାଳକ ନାଳରେ ଗାଧୋଉଥିବା ବେଳେ ହଠାତ୍‌ ପାଣି ଚାଲିଆସିବାରୁ ସେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବାରୁ ସେ ନୂଆ ଜୀବନ…

ବେଜିଂ ପାଲଟିବାକୁ ଯାଉଛି କରୋନାର ନୂଆ ଠିକଣା: ୧୦ଟି ଅଞ୍ଚଳରେ ଲକ୍‌ଡାଉନ

ବେଜିଂ, ୧୫।୬: ଚାଇନାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ମହାମାରୀ ସଂକ୍ରମଣ। ଉହାନ କରୋନାର ଏନ୍ତୁଡ଼ିଶାଳ ଥିବାବେଳେ ଏବେ ରାଜଧାନୀ ବେଜିଂ କରୋନା ସଂକ୍ରମଣର ନୂଆ ଠିକଣା ପାଲଟିବାକୁ ଯାଉଛି। ଲଗାତରର ଦ୍ୱିତୀୟ ଦିନ ଏଠାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ…

ଘର ଭାଙ୍ଗିଲା ଦନ୍ତା

ପଡ଼ିଆବାହାଲ,୧୫ା୬(ଡି.ଏନ୍‌.ଏ.): ସୋମବାର ଭୋର୍‌ରୁ ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ଡୁମୁରିପଡ଼ାଠାରେ ଏକ ଦନ୍ତାହାତୀ ଘର ଭାଙ୍ଗିବାରୁ ଘରେ ଶୋଇଥିବା ଗଙ୍ଗାଧର ମେହେରଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗ ଆସି…

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ସୁଶାନ୍ତ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରେ ସେ କୌଣସି ପ୍ରକାର ବିଷ ପାନ କିମ୍ବା ଅନ୍ୟ କୌଣସି କାରଣ ନାହିଁ।…

ଜାଲ୍‌ ପ୍ରମାଣପତ୍ରରେ ଚାକିରି, ଭିଜିଲାନ୍ସରେ ମାମଲା: ବ୍ୟାସନଗର ସ୍ବୟଂଶାସିତ କଲେଜର ୩ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁରରୋଡ,୧୫ା୬(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତି କେଳେଙ୍କାରୀ ଅଭିଯୋଗକୁ ନେଇ ମହାବିଦ୍ୟାଳୟର ୩ ଅଧ୍ୟାପକଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର କାରଣ ଦର୍ଶାଅ ନୋଟିସ (ପତ୍ରସଂଖ୍ୟା ୧୮୯୯୧/୧୧ା୬ା୨୦୨୦) ଦେଇଛନ୍ତି। ସେମାନେ ହେଲେ ଇଂଲିଶ…

ସ୍ବାସ୍ଥ୍ୟୋପକାରୀ ଆମ୍ବ

ଆମ୍ବରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କଞ୍ଚା ଆମ୍ବ ଚଣଟି ଅଜୀର୍ଣ୍ଣ ସମସ୍ୟାକୁ କେତେକାଂଶରେ ଦୂର କରିଥାଏ। ଆମ୍ବ ଖାଇଲେ ତାହା କୋଲେଷ୍ଟରଲ ସ୍ତରକୁ ସନ୍ତୁଳିତ ରଖିଥାଏ। କ୍ୟାନ୍‌ସର ସହ ଲଢ଼ିବାର ଶକ୍ତି ଆମ୍ବର ରହିଛି ବୋଲି ୟୁନିଭର୍ସିଟି…

ଅଗଷ୍ଟ ପ୍ରଥମ ସପ୍ତାହରେ ୨୦ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଲଗାତାର ୫ମ ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲା

ନୂଆଦିଲ୍ଲୀ, ୧୫।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୫୨୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୬୯ ହଜାର…

ପରିବା ବଜାରରେ ରହୁନି ସାମାଜିକ ଦୂରତା, ଗୋଷ୍ଠୀ ସଂକ୍ରମଣକୁ ଆମନ୍ତ୍ରଣ

ଗଞ୍ଜାମ,୧୫ା୬(ଡି.ଏନ୍‌.ଏ.): ମହାମାରୀ କରୋନା କବଳରେ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ହେବ ଲୋକେ ନିଜର ଜୀବନ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏହାର ମୁକାବିଲା ପାଇଁ ସରକାର ବାରମ୍ବାର ଲକ୍‌ଡାଉନ୍‌ ଘୋଷଣା କରିବା ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?