ଗାଉଁଲି ଝିଅ ବିବାହ କରିବେ କି ପ୍ରଶ୍ନରେ କ’ଣ କହିଥିଲେ ସୁଶାନ୍ତ
ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ।…
CORONAVIRUS UPDATE: ଭୁବନେଶ୍ୱରରେ ଆଉ ୧୧ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଲା
ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସୋମବାର ଭୁବନେଶ୍ୱରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ବୟସ ଯଥାକ୍ରମେ ୨୧,୨୨, ୩୦, ୩୩, ୪୦ ଏବଂ ୫୫।…
ବଡ଼ଦାଣ୍ଡରୁ ହଟୁଛନ୍ତି ଉଠାଦୋକାନୀ
ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ନେଇ ଗୋଟିଏ ପରେ ଗୋଟିଏ ବାଟ ଫିଟୁଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍ ଧରିଛି। ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ ଦାଣ୍ଡର ଉଭୟ ପାର୍ଶ୍ୱରେ ବସିଥିବା ଉଠାଦୋକାନୀ ଏବଂ ଅସ୍ଥାୟୀ କ୍ୟାବିନକୁ…
ରଥଯାତ୍ରା ପାଇଁ ଅନୁମତି ନ ଦେବାକୁ ଅପିଲ କରିଥିବା ଆବେଦନକାରୀ ଓକିଲଙ୍କ ଘର ଉପରକୁ ଅଣ୍ଡା ମାଡ଼
ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଙ୍ଗଳବାର ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଲାଗିରହିଛି ଆଶା ଆଶଙ୍କା। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ରଥଯାତ୍ରା ଅନୁଷ୍ଠିତ ନ ହେବା ଲାଗି ଅପିଲ କରିଥିବା ଓକିଲ…
ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଅଭୟ; ଅନୁଧ୍ୟାନ କରିବେ ଆଇନ ଶୃଙ୍ଖଳା ପରିସ୍ଥିତି
ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନ ହେବ ସେ ନେଇ ନାନା ଆଶା ଆଶଙ୍କା ଲାଗିରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ଚାଲିଥିବା ବେଳେ ପୁରୀ ଗସ୍ତରେ ଯାଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ…
ଉତ୍ତରପ୍ରଦେଶରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ: ଶହେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଗଲା ପରୀକ୍ଷା
ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍ୟୁ)ରେ ଏଣିକି କରୋନାର ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। କେଜିଏମ୍ୟୁ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ କରାଯାଇଛି। ସୋମବାର ପ୍ରଥମ ପର୍ଯ୍ୟାୟରେ ଶହେ ଜଣ ସ୍ବାସ୍ଥ୍ୟକର୍ମୀ ଓ ପ୍ଲାଜମା…
ବିଏମ୍ଡବ୍ଲ୍ୟୁ ଚଲାଉଥିବା ଶିଳ୍ପପତି ଚଢ଼ିଲେ ବଳଦଗାଡ଼ି, ଜାଣନ୍ତୁ କାରଣ
ଭୋପାଳ: ମଧ୍ୟପ୍ରଦେଶର ବାଣିଜ୍ୟ ନଗର ଇନ୍ଦୋର ନିକଟ ପାଲଦା ଉଦ୍ୟୋଗିକ କ୍ଷେତ୍ରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଉଦ୍ୟୋଗପତିମାନେ ଶିଳ୍ପକ୍ଷେତ୍ରକୁ ବିଏମ୍ଡବ୍ଲ୍ୟୁ ପରି ଗାଡ଼ି ଚଢ଼ି ଆସିଥାନ୍ତି। କିନ୍ତୁ ଜଣେ ଉଦ୍ୟୋଗପତି ବିଏମ୍ଡବ୍ଲ୍ୟୁ ଗାଡ଼ି ଛାଡ଼ି ବଳଦଗାଡ଼ି ବା…
ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଲେ କଣ୍ଠଶିଳ୍ପୀ ମୈଥିଲି: ବଲିଉଡ୍ ପାଇଁ ଆଉ କେବେ ଗାଇବେ ନାହିଁ ଗୀତ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଖବର ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କୁ ମନେପକାଇ ପ୍ରଶଂସକମାନେ ସେମାନଙ୍କ ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଇତିମଧ୍ୟରେ ଏକ ସପ୍ତାହ ହୋଇଯାଇଥିଲେ…
ଚାଇନା ବିରୋଧରେ ଭାରତ ଲଢୁଛି ଦୁଇଟି ଯୁଦ୍ଧ: କେଜରିଓ୍ବାଲ
ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ଚାଇନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ଭାରତ ଚାଇନା ବିରୋଧର ୨ ପ୍ରକାର ଯୁଦ୍ଧ ଲଢୁଛି। ଗୋଟିଏ…
ଆଇପିଏଲ୍ ଟିକେଟରେ ଅଭିନେତ୍ରୀଙ୍କ ହୃଦୟ ଜିତି ବିବାହ କରିଥିଲେ ଏହି କ୍ରିକେଟର
ବଲିଉଡ ଷ୍ଟାର ଏବଂ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତା କୌଣସି ନୂଆ କଥା ନୁହେଁ। ଅନେକ କ୍ରିକେଟର ବଲିଉଡ୍ ଅଭିନେତ୍ରୀଙ୍କ ପ୍ରେମରେ ପଡି ବିବାହ ମଧ୍ୟ କରିଛନ୍ତି। ସେମିତି ଜଣେ ଯୋଡି ହେଉଛନ୍ତି ହରଭଜନ ସିଂହ ଏବଂ ଗୀତା ବାସ୍ରା। ଗୀତା ଏବଂ…
ନୟାଗଡ଼ରେ ଗୋଟିଏ ପରିବାରରୁ ୬ କରୋନା ଆକ୍ରାନ୍ତ
ନୟାଗଡ଼ ଅଫିସ,୨୨ା୬: ନୟାଗଡ଼ରେ ସୋମବାର ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜିଲା ସଦର ମହକୁମାରୁ ୯ ଓ ନୂଆଗାଁରୁ ୪ ଅଛନ୍ତି। ନୟାଗଡ଼ ଦେବୋତ୍ତର କଲୋନୀର ଜଣେ ସୁନା ବ୍ୟବସାୟୀଙ୍କ ପରିବାରରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି…
ମିଥୁନ ରାଶିରେ ସୂର୍ଯ୍ୟ-ଶନିଙ୍କ ଅଶୁଭ ଯୋଗ: ଜୁଲାଇ ୧୫ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ଆଶଙ୍କା
କାଶୀ,୨୨।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏବେ ଜୁନ୍ ୩୦ ପର୍ଯ୍ୟନ୍ତ ଆଷାଢ଼ ଗୁପ୍ତ ନବରାତ୍ର ଜାରି ରହିବ। ତେବେ ସୂର୍ଯ୍ୟ ଏବେ ମିଥୁନ ରାଶିରେ ରହିଛନ୍ତି। ଶନିଙ୍କ ସହିତ ସୂର୍ଯ୍ୟଙ୍କର ଷଡ଼ାଷ୍ଟକ ସ୍ଥିତି ଜୁଲାଇ ୧୫ ପର୍ଯ୍ୟନ୍ତ ରହିବ। ଏହି…

