Home

ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି

ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ. ଓ୍ବାର୍ଡର ଉନୟନ ଯୋଜନାରେ ସଂପୃକ୍ତ ଓ୍ବାର୍ଡରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସାମିଲ…

ରାହୁଲ ଗାନ୍ଧୀ ଦେଶର ମନୋବଳକୁ ଦୁର୍ବଳ କରୁଛନ୍ତି: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୭।୫: କରୋନା ଭାଇରସକୁ ନେଇ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଏବଂ ଚାଇନା-ନେପାଳ ସହ ହୋଇଥିବା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ଏହାସହ ଚୀନ ଏବଂ ନେପାଳ ସହ କ’ଣ ସମସ୍ୟା…

ଗୁରୁବାରଠାରୁ ଚାଲିବ ଘରୋଇ ବସ୍‌

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗୁରୁବାରଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍‌। ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ପ୍ରଥମ ଦଫାରେ ଗୁରୁବାରଠାରୁ କିଛି…

ଚିଲିକାରେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜୀବନ ଗଲା

କୃଷ୍ଣପ୍ରସାଦ,୨୭ା୫(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନଳବଣ ନିକଟ ଚିଲିକାରେ ମାଛ ଧରୁଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ୟାମସୁନ୍ଦର ବେହେରାଙ୍କ ଘର କୃଷ୍ଣପ୍ରସାଦ ବ୍ଲକ କୁମାରପୁରରେ। ସେ ଏବଂ ତାଙ୍କ ଭାଇ ରାମହରି ବେହେରା…

ବ୍ୟବଚ୍ଛେଦ ପୂର୍ବରୁ ଜୀବିତ ହେଲେ ମୃତବ୍ୟକ୍ତି: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରାଞ୍ଚି,୨୭।୫: ଝାଡ଼ଖଣ୍ଡରେ ଚିକିତ୍ସା ଲାଗି ଆସିଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବ୍ୟବଚ୍ଛେଦ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜୀବିତ ଥିବା ଜଣାପଡ଼ିଥିଲା। ଏଖବର ପ୍ରଚାରିତ ହେବାପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରତିଦିନ ୪୦ ରୁଟି, ୨୫ଟି ଇଡ୍‌ଲୀ ଖାଉଛନ୍ତି ଏହି ଯୁବକ

ବିହାରର ଏକ କ୍ୱାରାଣ୍ଟାଇନ୍‌‌ ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକଙ୍କ ଖାଦ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଜଳଖିଆରେ ୪୦ଟି ରୁଟି କିମ୍ବା ୨୫ଟି ଇଡ୍‌ଲୀ ଖାଉଛନ୍ତି। ଏହି ଯୁବକଙ୍କ ନାମ ଅନୁପ ଓଝା।…

ମାଧୁରୀଙ୍କ ସ୍ବରର ଦିଓ୍ବାନା ହେଲେ ଶାହାରୁଖ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ ସମୟରେ ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଗୀତ ‘କ୍ୟାଣ୍ଡେଲ’ ମାଧ୍ୟମରେ ସଂଗୀତ ଜଗତରେ ଡେବ୍ୟୁ କରିଛନ୍ତି। ଏହି ଗୀତ ଶୁଣି ମାଧୁରୀଙ୍କ ସହ କଳାକାରମାନେ ତାଙ୍କ କଣ୍ଠ ସ୍ବରର ଦିଓ୍ବାନା ହୋଇଯାଇଛନ୍ତି।…

ଦିଲ୍ଲୀରେ ୨୪ ଘଣ୍ଟାରେ ୭୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ: ୧୫ ମୃତ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୯୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଏଠାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ୩୧୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି।…

ପୋଲିସ-ମାଓବାଦୀ ଗୁଳି ବିନିମୟ: କ୍ୟାମ୍ପ ଠାବ, ଖବରଦାତା ସମ୍ମିଳନୀରେ ଏସ୍‌ପିଙ୍କ ସୂଚନା

ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ମାଓବାଦୀ ଗତିବିଧି ପୁଣି ପରିଲକ୍ଷିତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜିଲାର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତେର୍ମା ନିକଟରେ ପୋଲିସ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛି। ତେବେ ସେହି କ୍ୟାମ୍ପ ଆଡ଼କୁ ଅଗ୍ରସର ହେଉଥିବା…

୨୦ ହଜାର ଲୋକଙ୍କୁ କୋଭିଡ୍‌ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ, ଟୁଇଟ୍‌ କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର,୨୭ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି। ଜିଲାର ୨୦ ହଜାର ଲୋକଙ୍କୁ କୋଭିଡ୍‌ -୧୯ କମ୍ୟୁନିଟି ତାଲିମ…

ଓଡ଼ିଶାରେ ପ୍ରଥମ ଘଟଣା: ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ପଜିଟିଭ୍‌

କଟକ ଅଫିସ,୨୭।୫: କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସିଟି ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। କେହି ଡାକ୍ତର କରୋନା ଆକ୍ରାନ୍ତ ହେବା ଓଡ଼ିଶାରେ ପ୍ରଥମ।…

ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ

ଆରଡ଼ି,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା ଯାଇଥିଲା। ପରେ ବାବା ଆଖଣ୍ଡଳମଣିଙ୍କୁ ବରବେଶରେ ସଜ୍ଜିତ କରାଯାଇଥିଲା। ବରମାତା ଜ୍ୟୋତ୍ସ୍ନାରାଣୀ ପାଢ଼ୀ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri