Home

ରାଜନୈତିକ ଡ୍ରାମା: ସଞ୍ଜୟ ଜୈନ ଗିରଫ

ଜୟପୁର,୧୭।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ମଧ୍ୟରେ ଅଶୋକ ଗେହଲୋଟ ସରକାରଙ୍କୁ ଭାଙ୍ଗିବାକୁ ନେଇ ଏବେ ଏକ ଅଡ଼ିଓ ଟେପ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ କଳି ଚରମ ସୀମାରେ ପହଞ୍ଚିଛି।…

ମିଥ୍ୟା ନୁହେଁ ବିକାଶ ଦୁବେ ଏନ୍‌କାଉଣ୍ଟର: ୟୁପି ପୋଲିସ

ନୂଆଦିଲ୍ଲୀ,୧୭।୭: କୁଖ୍ୟାତ ଅପରାଧି ବିକାଶ ଦୁବେ ଓ ତାଙ୍କ ସହଯୋଗୀଙ୍କ ଏନ୍‌କାଉଣ୍ଟର ମାମଲାକୁ ନେଇ ସୁପ୍ରିମକୋର୍ଟରେ ଉତ୍ତର ପ୍ରଦେଶ ପୋଲିସ ତା’ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ଏଥିରେ ପୋଲିସ କହିଛି ସମସ୍ତ ଏନ୍‌କାଉଣ୍ଟର ସତ୍ୟଥିଲା ଏହାକୁ ମିଥ୍ୟା ବୋଲି କୁହାଯାଇ…

କଟକରେ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୭।୭: କଟକ ସହରରେ ଶୁକ୍ରବାର ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତ ସଂଖ୍ୟା ୩୨୩କୁ ବୃଦ୍ଧି ପାଇଛି। ସେଥିରୁ ୧୮୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୫ ଆକ୍ଟିଭ୍‌ କେସ୍‌ ଅଛନ୍ତି।…

ରାଜଧାନୀରେ ଏକ ଗଣମାଧ୍ୟମ ସଂସ୍ଥାର ୫ଜଣଙ୍କୁ କରୋନା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ଚିହ୍ନଟ ହୋଇଥିବା ୧୨୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଅଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୩୫, ୩୨, ୨୪,୨୮, ୩୦ ବର୍ଷ ଏବଂ ସମସ୍ତେ ପୁରୁଷ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…

ଜୁଲାଇ ୩୧ ଯାଏ ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ)-ସାରା ରାଜ୍ୟରେ ଦିକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ଲକ୍‌ଡାଉନ କଟକଣା ଲାଗୁ କରିଛନ୍ତି। ତେବେ ଏହି ସମୟରେ ମୋ ବସ୍‌…

ବିଶ୍ୱର କୌଣସି ଶକ୍ତି ଭାରତରୁ ଏକ ଇଞ୍ଚ ଜାଗା ନେଇପାରିବନି: ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୭।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଲେହ ପହଞ୍ଚିଛନ୍ତି। ଏହି ଅବସରରେ ସେ ଭାରତୀୟ ବୀର ଯବାନଙ୍କ ସାହାସ ବୃଦ୍ଧି କରି କହିଛନ୍ତି ସୀମାରେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଗଲଓ୍ବାନ ଘାଟିରେ ଯବାନ ଦେଶବାସୀଙ୍କ…

ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଔଷଧ, ଫଳ, ପନିପରିବା, ସ୍ନାକ୍ସ, ଚାଟ ଓ ଖାଦ୍ୟସାମଗ୍ରୀ…

ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ: ମୁଖ୍ୟ ପ୍ରବେଶ ପଥ ସିଲ୍‌

ଗଞ୍ଜାମ,୧୭।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର l କରୋନା ନିଜର କାୟା ବିସ୍ତାର କରି ଚାଲିଛି l ବିଶେଷକରି ଗଞ୍ଜାମ ଜିଲାରେ ଦିନକୁ ଶହ ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି l ତେଣୁ ଏହାକୁ ନେଇ ଜିଲା ପ୍ରଶାସନ ଏବେ…

ଡ୍ୟୁଟିରେ ଥାଇ ଜୀବନ ଗଲେ ମିଳିବ ଭତ୍ତା

ଭୁବନେଶ୍ୱର,୧୭।୭(ବ୍ୟୁରୋ): କୋଭିଡ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମଙ୍କ ପରିବାର ପାଇଁ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା…

ଆଜି ରାତି ୯ରୁ ଲକ୍‌ଡାଉନ୍‌: ବାହାର ଲୋକ ଭୁବନେଶ୍ୱର ଆସିବା ମନା; ଉଠାଇ ନିଆଯିବ ବାଇକ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ୪ଜିଲା ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତଥର ଅପେକ୍ଷା ଏହି ଲକ୍‌ଡ଼ାଉନ୍‌ ଟିକେ କଡ଼ା, ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍‌…

ଅଣ୍ଡରଓ୍ବିୟର ପାଇଁ ଥାନାରେ ପହଞ୍ଚିଲା ମାମଲା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି। ସାମାନ୍ୟ ଏକ ଅଣ୍ଡରଓ୍ବିୟର ପାଇଁ ଜଣେ ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକୃତ ଘଟଣା ହେଲା, ଭୋପାଳର ଭୀମ ନଗରରେ ରହୁଥିବା କୃଷ୍ଣ କୁମାର ଦୁବେ ଏକ ଅଣ୍ଡରଓ୍ବିୟର ତିଆରି…

କେବେ ବାହାରିବ କହି ହେବନାହିଁ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାଫଳ ବାହାରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କେବେ ବାହାରିବ କହି ହେବନାହିଁ ବୋଲି ସେ କହିଛନ୍ତି। ଏଯାଏ ଯୁକ୍ତ ୨ ଖାତା ଦେଖା ସରିନି, ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?