କୋଭିଡ୍ ନିୟମ ଉଲ୍ଲଂଘନ: ମଦ ଡିପୋରେ ଚଢ଼ାଉ କଲା ଜିଲା ପ୍ରଶାସନ
ଖୋର୍ଦ୍ଧା ଅଫିସ,୧୩ା୭: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସୋମବାର ମଦ ଡିପୋରେ ଚଢ଼ାଉ କରାଯାଇଛି । ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସିଷ୍ଟାଣ୍ଟ କଲେକ୍ଟର ବିଜୟ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଡିପୋରେ ଚଢ଼ାଉ କରିଥିଲେ। କୋଭିଡ୍ ଗାଇଡ୍ ଲାଇନ ପାଳନ ଲାଗି…
ଭୁଲରେ କରନ୍ତୁ ନାହିଁ ଏସବୁ କାମ, ହୋଇପାରେ ଧନହାନି
ସୁଖଶାନ୍ତିରେ ରହିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ରହୁ ବୋଲି ସମସ୍ତେ ଚାହିଁଥାନ୍ତି। ଘରକୁ କିପରି ଧନର ଆଗମନ ହେବ, ଘରୁ କିପରି ନକାରାତ୍ମକ ଶକ୍ତି ଦୂରେଇ ଯିବ ଏସବୁ ପାଇଁ ସବୁବେଳେ ଚିନ୍ତିତ ଥାନ୍ତି।…
ଗଞ୍ଜାମର ୮୧ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ରେ: ବୁଝାଇଲେ ଜ଼ିଲାପାଳ
ଛତ୍ରପୁର, ୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୈନିକ ୩ରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟୁଛି। ଜିଲାରେ ପ୍ରତିଦିନ ୨ଶହରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚି଼ହ୍ନଟ ହେବାରେ ଲାଗିଛନ୍ତି। ଅପରପକ୍ଷରେ ସୋମବାର…
ନୂଆ ଟାଇଫଏଡ୍ ଟିକା
ନବଜାତ ଶିଶୁକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିବା ପାଇଁ ଜନ୍ମ ପରେ ହିଁ କେତେକ ଟିକା ଦିଆଯାଇଥାଏ। ଏହି ପ୍ରକ୍ରିୟା କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ତନ୍ମଧ୍ୟରୁ ଟାଇଫଏଡ୍ ଟିକା ଅନ୍ୟତମ। ନିକଟରେ ଟାଇଫଏଡ୍ ପାଇଁ ଏକ ନୂଆ ଟିକା…
କଂଗ୍ରେସର ଫାଇଟର ପାଇଲଟ୍ ଶତ୍ରୁ ଶିବିର ମୁହାଁ
ଜୟପୁର,୧୩।୭: ରାଜସ୍ଥାନରେ କ୍ଷମତାରେ ଥିବା କଂଗ୍ରେସ ସରକାରରେ ଫାଟ ସୃଷ୍ଟି ହୋଇଛି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଫାଇଟର ପାଇଲଟ୍ ବୋଲାଉଥିବା ସଚିନ ପାଇଲଟ୍ ଏବେ ଶତ୍ରୁ ଶିବିର ଭାଜପା ମୁହାଁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ୨୦୧୮ରେ ଥିବା…
ମାଲକାନଗିରିରେ ଆଜି ୧୪ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି
କୋରୁକୋଣ୍ଡା,୧୩ା୭(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସୋମବାର ମାଲକାନଗିରି ପୌରପରିଷଦ, କୋରୁକୋଣ୍ଡା, କାଲିମେଳା, ଖଇରିପୁଟ ବ୍ଲକ ଏବଂ ବାଲିମେଳା ଏନ୍ଏସିରେ ମୋଟ୍ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମାଲକାନଗିରି…
୬୬ ବର୍ଷ ତଳେ ରାଜସ୍ଥାନ କଂଗ୍ରେସରେ ହୋଇଥିଲା ବିଦ୍ରୋହ: ନେହେରୁ ସାଜିଥିଲେ ନୀରବ ଦ୍ରଷ୍ଟା
ଜୟପୁର,୧୩।୭: ରାଜସ୍ଥାନର କଂଗ୍ରେସ ସରକାରରେ ସଙ୍କଟ ଦେଖାଦେଇଛି। ଏହାପୂର୍ବରୁ ୬୬ ବର୍ଷ ତଳେ ୧୯୫୪ରେ ମଧ୍ୟ ରାଜ୍ୟ ରାଜନୀତିରେ ବିଦ୍ରୋହ ଦେଖାଦେଇଥିଲା। ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜୟନାରାୟଣ ବ୍ୟାସଙ୍କ ବିରୋଧରେ ଦଳର ମୋହନଲାଲ୍ ସୁଖଡ଼ିଆ ବିଦ୍ରୋହ କରିଥିଲେ। ୧୯୫୨ରେ ରାଜ୍ୟ ବିଧାନସଭା…
ଅଧିକ ସମୟ ଭିଡିଓ ଗେମ୍ ଦେଖୁଥିଲେ…
ଭିଡିଓ ଗେମ୍ ଖେଳିବା କେବଳ ଛୋଟ ପିଲା ନୁହନ୍ତି ଯୁବପିଢ଼ି ମଧ୍ୟ ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। ହେଲେ ଅନେକଙ୍କର ଏହା ଏକ ଅଭ୍ୟାସରେ ପଡିଯାଇଥାଏ। ଏହାଦ୍ୱାରା ନିଜର ଅନ୍ୟ କାମ ପ୍ରଭାବିତ ହୋଇଥାଏ। ଅଧିକ ସମୟ…
ଫଟୋଗ୍ରାଫର ନିଜ ଘରକୁ ଏଭଳି କଲେ ଡିଜାଇନ: ଯାହାକୁ ଦେଖିଲେ ଲାଖିଯିବ ଆଖି
ସବୁ ମଣିଷ ଭିତରେ କିଛି ନା କିଛି କଳା ରହିଥାଏ। କିଏ ଭଲ ଡ୍ୟାନ୍ସ କରେ ତ, କିଏ ଭଲ ଗୀତ ଗାଇପାରେ, ଭଲ ଚିତ୍ରଟିଏ ଆଙ୍କିପାରେ ତ ଆଉ କିଏ ଭଲ ଫଟୋଗ୍ରାଫି କରିପାରେ। ସମସ୍ତଙ୍କୁ ଭଗବାନ ଭିନ୍ନ ରୂପେ…
କ୍ୟାମେରା ପରି ଘର କରିଛନ୍ତି ଫଟୋଗ୍ରାଫର: ପିଲାମାନଙ୍କ ନାଁ ବି ସେମିତି ନିଆରା
ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ପ୍ରତି ସଉକ ରହିଥାଏ। କାହାର ନୃତ୍ୟ ପ୍ରତି ତ ଆଉ କାହାର ସଂଗୀତ ପ୍ରତି। ଆଉ ସେଇ ସଉକ ପାଇଁ ଜଣେ ଜଣେ ପାଗଳ ପ୍ରାୟ ହୋଇପଡ଼ନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ…
ପଡୋଶୀ ଝିଅଙ୍କ ଜୀବନ ବଞ୍ଚାଇବା ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କଲେ କନଷ୍ଟେବଳ
ଚେନ୍ନାଇ,୧୩।୭: ତାମିଲନାଡୁର ଚେନ୍ନାଇରେ ଜଣେ ହେଡ୍ କନଷ୍ଟେବଳ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ବର୍ଷର ଝିଅର ଜୀବନ ସେ ବଞ୍ଚାଇ ଦେଇଛନ୍ତି। କବିଷ୍କା ନାମକ ଏହି ଝିଅଟି ଜନ୍ମରୁ ଡେକ୍ସଟ୍ରୋକାର୍ଡିଆ ରୋଗରେ ପୀଡିତ…
ବରଗଡ଼ରେ ପୁଣି ୩୧ ନୂଆ ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା
ବରଗଡ଼ ଅଫିସ,୧୩ା୭: କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ସୋମବାର ଜିଲାରେ ପୁଣି ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲିର ୧୫, ବରଗଡ଼ ମ୍ୟୁନିସିପାଲିଟିର ୮, ଗାଇସିଲେଟ୍ ବ୍ଲକ, ବରପାଲି ଏନ୍ଏସି…
Archives


