୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି
ନୂଆଦିଲ୍ଲୀ, ୧୪।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୨୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୧୯୫ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୬୨ ହଜାର…
‘ଆରମ୍ଭ ହୋଇସାରିଛି ଗୋଷ୍ଠୀ ସଂକ୍ରମଣ’
ନୂଆଦିଲ୍ଲୀ,୧୪ା୬(ପି.ଟି./ସ୍ବ.ପ୍ର.): ଭାରତରେ କରୋନା ସଂକ୍ରମଣ ସମ୍ପ୍ରତି କାୟା ମେଲିଚାଲିଛି। ପ୍ରତିଦିନ ୧୦ ହଜାରରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେଉଛି। କିନ୍ତୁ ଦେଶରେ ଗୋଷ୍ଠୀ ସଂକ୍ରମଣ(କମ୍ୟୁନିଟି ଟ୍ରାନ୍ସମିିଶନ) ପର୍ଯ୍ୟାୟ ଆରମ୍ଭ ହୋଇଥିବା କଥାକୁ ସରକାର ମାନିବାକୁ ପ୍ରସ୍ତୁତ ନୁହନ୍ତି। ବିଶେଷଜ୍ଞମାନଙ୍କ…
ନୂଆ ମାନଚିତ୍ରକୁ ନେପାଳ ପାର୍ଲାମେଣ୍ଟର ଅନୁମୋଦନ
କାଠମାଣ୍ଡୁ/ନୂଆଦିଲ୍ଲୀ,୧୪ା୬: ନେପାଳ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍କୁ ଅନୁମୋଦନ ମିଳିଛି। ଦେଶର ମାନଚିତ୍ରରେ ପରିବର୍ତ୍ତନ ଲାଗି ଶନିବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍ ଅଣାଯାଇଥିଲା। ପୂର୍ବରୁ ନେପାଳ କ୍ୟାବିନେଟ ଅନୁମୋଦନ କରିଥିବା ନୂଆ ମାନଚିତ୍ରରେ ଭାରତର ୩ଟି ଅଞ୍ଚଳ…
କରୋନା ବଢ଼ାଇବ ଦାରିଦ୍ର୍ୟ
ଭୁବନେଶ୍ୱର,୧୪। ୬(ବ୍ୟୁରୋ): କରୋନା (କୋଭିଡ୍-୧୯) ଭୂତାଣୁ ସ୍ବାସ୍ଥ୍ୟ ପାଇଁ ଘାତକ ସାଜିବା ସହ ଜୀବନ ଜୀବିକାକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ସ୍ବାସ୍ଥ୍ୟଗତ ବିପତ୍ତିଠାରୁ ଜୀବିକା ହରାଇବା ଯନ୍ତ୍ରଣା ଆହୁରି ବଳିଗଲାଣି। ଏହି ମହାମାରୀ ଆସିବା ପରଠୁ ଅଦ୍ୟାବଧି ବହୁ…
ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ
ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍ ସ୍ବାଦ ବାରିବା ଓ ଘ୍ରାଣଶକ୍ତି କମିଯିବା। କ୍ଲିନିିକାଲ ମ୍ୟାନେଜ୍ମେଣ୍ଟ ପ୍ରୋଟୋକଲ: କୋଭିଡ୍-୧୯ ଦସ୍ତାବିଜ୍ରେ ୯ଟି ଲକ୍ଷଣ ଥିଲାବେଳେ ସେଥିରେ ଏହି…
ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି
ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଲିଉଡ ଅଭିନେତା ବିଜୟ ମହାନ୍ତି ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଛନ୍ତି। ଦୀର୍ଘ ୨୨ ଘଣ୍ଟାର ଯାତ୍ରା କରି ବିଜୟ ପହଞ୍ଚିଥିବା ସୂଚନା ମିଳିଛି। ପ୍ରକାଶ ଯେ, ବିଜୟ…
ଏଆଇଏଡିଏମ୍କେ ବିଧାୟକ କରୋନା ଆକ୍ରାନ୍ତ
ଚେନ୍ନାଇ, ୧୪ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୂର୍ବରୁ ତାମିଲନାଡ଼ୁର ଡିଏମ୍କେର ଚେପକ ବିଧାୟକ ଜେ. ଆନ୍ବାଝଗନ୍…
୫ ଦଶନ୍ଧି ଧରି କମୁଛି ବର୍ଷା
ବେଜିଂ/ନୂଆଦିଲ୍ଲୀ, ୧୪ା୬: କୃଷି ପ୍ରଧାନ ଦେଶ ଭାରତରେ ଚାଷକାର୍ଯ୍ୟ ଲାଗି ବିଶେଷତଃ ବର୍ଷା ଉପରେ କୃଷକମାନେ ନିର୍ଭର କରିଥାନ୍ତି। କିନ୍ତୁ ବିଗତ ୫ ଦଶନ୍ଧି ଧରି ବର୍ଷାର ପରିମାଣ କମିବାରେ ଲାଗିଛି। ୫୦ ବର୍ଷ ମଧ୍ୟରେ ବର୍ଷାର ପରିମାଣ କମିବା ଓ…
ସୀମାରୁ ପର୍ଯ୍ୟାୟକ୍ରମେ ହଟୁଛନ୍ତି ସେନା
ଡେରାଡୁନ,୧୪ା୬(ପି.ଟି.): ପୂର୍ବ ଲଦାଖ ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସେନା ଅଧିକାରୀସ୍ତରୀୟ ଆଲୋଚନା ଫଳପ୍ରଦ ହୋଇଛି। ଗଲଓ୍ବାନ ଉପତ୍ୟକାରୁ ଉଭୟ ପକ୍ଷର ସୈନ୍ୟ ପର୍ଯ୍ୟାୟ କ୍ରମେ ହଟୁଥିବା ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଓ୍ବଣେ ଶନିବାର କହିଛନ୍ତି। ଆପୋସ…
ସେନାରେ ୩୩୩ ଅଧିକାରୀ ସାମିଲ
ଡେରାଡୁନ,୧୪ା୬: ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ଭାରତୀୟ ମିଲେଟାରୀ ଏକାଡେମୀ (ଆଇଏମ୍ଏ)ରେ ପାସିଂ ଆଉଟ୍ ପରେଡ୍ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶେଷ ପରେ ସେନାରେ ସାମିଲ ହୋଇଛନ୍ତି ୩୩୩ ଅଧିକାରୀ। ଏହି ପରେଡ୍ରେ ୯ ମିତ୍ର ଦେଶର ୯୦ଜଣ କ୍ୟାଡେଟ୍ ମଧ୍ୟ ସାମିଲ…
ଗଠନ ହେବ ସାମାଜିକ ସୁରକ୍ଷା ପାଣ୍ଠି
ନୂଆଦିଲ୍ଲୀ,୧୪ା୬: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିବା ଲାଗି ଏକ ସାମାଜିକ ସୁରକ୍ଷା ପାଣ୍ଠି ଗଠନ ନିମନ୍ତେ କେନ୍ଦ୍ର ସରକାର ବିଚାର କରୁଛନ୍ତି। କୋଭିଡ୍-୧୯ ଜନିତ ଲକ୍ଡାଉନ ଯୋଗୁ କାମଧନ୍ଦା ହରାଇଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଏହାଦ୍ୱାରା…
ବିଗିଡ଼ିଲାଣି କରୋନା ସ୍ଥିତି
ନୂଆଦିଲ୍ଲୀ, ୧୪ା୬: ଭାରତରେ ମହାମାରୀ କରୋନାର ଭୟଙ୍କର ସ୍ଥିତି ଏବେ ଦେଖିବାକୁ ମିଳିଛି। ବିଶେଷ କରି ଲକ୍ଡାଉନ୍ ଉଠିବା ଓ ପ୍ରବାସୀଙ୍କ ଆଗମନ ପରେ ସ୍ଥିତି ଅସମ୍ଭାଳ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତିର ସମୀକ୍ଷା ଲାଗି…
Archives


