Home

ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ ସର୍ଭେକୁ ଜୋରଦାର କରିଛନ୍ତି। ପ୍ରାୟ ୦.୨୫ ସ୍କୋୟାର କିଲୋମିଟର ସ୍ଥାନକୁ ଏବେ ମାପ କରାଯାଇ…

ଆଉ ୮ ସହରରେ ଗଡ଼ିବ ଆମ ବସ: ଜାଣନ୍ତୁ କେଉଁ କେଉଁ ସହର ଅଛି ସାମିଲ

ଭୁବନେଶ୍ୱର,୨୭।୩: କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଉ ୮ ସହରକୁ ଆମ ବସ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ବର…

ରାଶନ କାର୍ଡକୁ ନେଇ ମନ୍ତ୍ରୀଙ୍କ ସୂଚନା: କାହାର କଟିବ କାହାର କଟିବନି କଲେ ସ୍ପଷ୍ଟ

ଭୁବନେଶ୍ୱର,୨୭।୩: ରାଜ୍ୟରେ ରାଶନକାର୍ଡଧାରୀଙ୍କ ପାଇଁ ଗୁରୁବାର ଏକ ବଡ଼ ଅପ୍‌ଡେଟ୍‌ ଆସିଛି। ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି। ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି, କେବଳ…

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ ଆମ ହାତ ପାହାନ୍ତାରେ ଏମିତି କିଛି ଜିନିଷ ଅଛି ଯାହା ଆମକୁ ଏସବୁ ରୋଗ…

ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ଥୁଆମୂଳ ରାମପୁର,୨୭।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବିଜେଡିକୁ ଗୋଟେ ପରେ ଗୋଟେ ଶକ୍ତ ଧକ୍କା ଲାଗିଛି। ବିଗତ ଦିନରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧକ୍ଷ ଦୟାନିଧି ମାଝୀଙ୍କ ନାମରେ ଆଗତ ଅନାସ୍ଥା ଆଣିଥିଲେ କିଛି ସରପଞ୍ଚ…

‘୨୦-୩୦ ଆସନ ମିଳିଥିଲେ କେନ୍ଦ୍ରରେ ସରକାର ଗଠନ କରିଥାଆନ୍ତୁ’, କଂଗ୍ରେସ ନେତାଙ୍କ ବୈଠକରେ କାହିଁକି ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଦଳର ଜିଲା ୟୁନିଟ ମୁଖ୍ୟମାନଙ୍କୁ ରାଜ୍ୟଗୁଡ଼ିକରେ ନିର୍ବାଚନ ଜିତିବା ପାଇଁ ଏକ ଦୀର୍ଘକାଳୀନ ରଣନୀତି ସହିତ ଏକତ୍ରିତ ହୋଇ କାମ କରିବାକୁ ଆହ୍ବାନ କରିଛନ୍ତି। ସେ କହିଥିଲେ ଯେ…

IPL 2025: କିଏ ସେହି ପ୍ରିନ୍ସ ଯାଦବ? ଯାହାଙ୍କ ସାମ୍ନାରେ କ୍ଲିନ ବୋଲ୍ଡ ହେଲେ ଟ୍ରାଭିସ ହେଡ

ନୂଆଦିଲ୍ଲୀ,୨୭।୩: IPL ୨୦୨୫ରେ, ଅଜଣା ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ସହିତ ନିଜର ଛାପ ସୃଷ୍ଟି କରୁଛନ୍ତି। ଏବେ ଏହି ତାଲିକାରେ ଦିଲ୍ଲୀର ପ୍ରିନ୍ସ ଯାଦବଙ୍କ ନାମ ମଧ୍ୟ ଯୋଡି ହୋଇଛି। ଘରୋଇ କ୍ରିକେଟରେ ନାମ କମାଇବା ପରେ, ପ୍ରିନ୍ସ ଏବେ ଲକ୍ଷ୍ନୌ…

ଲୋକ ସଭାରେ ପାସ ହେଲା ଇମିଗ୍ରେସନ ବିଲ୍‌, ଶାହା କହିଲେ ଯିଏ ଦେଶ ପାଇଁ ବିପଦ ଆମେ ତାଙ୍କ ଉପରେ ନଜର ରଖିଛୁ

ନୂଆଦିଲ୍ଲୀ,୨୭।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଏହି ସମୟରେ, ପ୍ରବାସ ବିଲ ଆଜି (୨୭ ମାର୍ଚ୍ଚ) ଲୋକ ସଭାରେ ଗୃହୀତ ହୋଇଛି। ଅନୁପ୍ରବେଶ ଏବଂ ଅବୈଧ ପ୍ରବାସକୁ ରୋକିବା ଲକ୍ଷ୍ୟରେ ଅଣାଯାଇଥିବା ଏହି ବିଲ୍‌ର ନାମ ହେଉଛି ଇମିଗ୍ରେସନ…

ଇତିହାସ ରଚିଲେ ରୋଶନି ନାଦର, ହେଲେ ବିଶ୍ୱର ୫ମ ଧନୀ ମହିଳା, ଜାଣନ୍ତୁ ତାଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୭।୩: ସମ୍ପ୍ରତି, HCL ଗ୍ରୁପ ପ୍ରତିଷ୍ଠାତା ଶିବ ନାଦର ଏଚସିଏଲ କର୍ପ ଏବଂ ଭାମା ଦିଲ୍ଲୀରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ସ୍ଥାନାନ୍ତର ୬ ମାର୍ଚ୍ଚ, ୨୦୨୫ରେ ଏକ ଗିଫ୍ଟ…

ଦିବ୍ୟାଙ୍ଗଙ୍କ ଘର ଜାଳିଦେଲେ ନିଶାଶକ୍ତ ଯୁବକ: ସବୁକିଛି ହୋଇଗଲା ଛାରଖାର

ଅମରପାଲି, ୨୭/୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୁଦଗୁଦା ଗ୍ରାମରେ ଜଣେ ଦିବ୍ୟାଙ୍ଗଙ୍କ ଘରକୁ ଗୁରୁବାର ଅପରାହ୍ନରେ ଜଣେ ନିଶାଶକ୍ତ ଯୁବକ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗୁଦୁଗୁଦା ଗ୍ରାମର…

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

ଶ୍ରୀନଗର,୨୭।୩: ଜମ୍ମୁ-କଶ୍ମୀରର କଠୁଆ ଜିଲାର ରାଜବାଗରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା। କଠୁଆର ଜୁଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଅନ୍ୟପକ୍ଷରେ, ରାଜବାଗ ଥାନା ଅନ୍ତର୍ଗତ ଜୁଥାନାର ଆମ୍ବା ନାଲରେ ୫ ଜଣ ସନ୍ଦିଗ୍ଧ…

ବ୍ରିଜ ଉପରେ ଷ୍ଟଣ୍ଟ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ହାତ, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ସୁନ୍ଦରୀ ଯୁବତୀ କାଠ ପୋଲ ଉପରେ ଷ୍ଟଣ୍ଟ କରୁଥିବାର ଦେଖାଯାଉଛି। ଏହି ସମୟରେ ହଠାତ୍‌ ତାଙ୍କ ହାତ ଖସିଯାଇଛି ଏବଂ ସେ ସିଧା ତଳେ ପ୍ରବାହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri