Home

ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି

କ୍ରିକେଟର୍‌ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୧୮ରେ କୋହଲି ଏକ ସାକ୍ଷାତକାରରେ କହିଥିଲେ…

ଏବେ ଅଫିସକୁ ଜିନ୍ସ୍‌ ପିନ୍ଧି ଆସିବା ମନା !

ନୂଆଦିଲ୍ଲୀ, ୨୭।୮: ଅଫିସ୍‌କୁ ଶର୍ଟସ୍‌, ଟାଇଟ୍‌ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍‌ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ କରିଛି। ସେହିପରି ସ୍ଲିପର ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ଦ୍ୱାରା ଏୟାର…

ବଲିଉଡ୍‌ରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ବଡ଼ ପରଦାରେ ପାଦ ଦେବେ ଆଉ ଜଣେ ନବାଗତା। ସେ ହେଉଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନୟା କପୁର। ଶନୟା ସୋସିଆଲ ମିଡିଆରେ ବେଶ୍‌ ପପୁଲାର ଷ୍ଟାର କିଡ୍‌ ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି। ବିଗତ ଦିନରେ…

ଦିନେ ପଥର ଫଟାଇ ପେଟ ପୋଷୁଥିଲେ ଡବ୍ଲ୍ୟୁଡବ୍ଲ୍ୟୁଇର ଏହି ଚାମ୍ପିଅନ, ଏବେ କୋଟି କୋଟି ଟଙ୍କାର ମାଲିକ

ଚର୍ଚ୍ଚିତ ଡବ୍ଲ୍ୟୁଡବ୍ଲ୍ୟୁଇର ଚାମ୍ପିଅନ ‘ ଦ ଗ୍ରେଟ୍‌ ଖଲି’ଙ୍କ ଆଜି ହେଉଛି ୪୭ତମ ଜନ୍ମଦିନ। ଖଲିକୁ କିଏ ବା ନ ଜାଣେ। ଛୋଟଠୁ ବଡ଼ଯାଏ ସମସ୍ତେ ଖଲିଙ୍କୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ବିଶେଷକରି ଯେଉଁମାନେ ଡବ୍ଲ୍ୟୁଡବ୍ଲ୍ୟୁ ଦେଖୁଥିବେ ସେମାନେ ଖଲିଙ୍କୁ…

ଆଦିମ ପ୍ରବୃତ୍ତି ‘କାନିବାଲିଜମ୍‌’

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ ଆସିଥିଲା ଏପରି ଏକ ଘଟଣା। ମହମ୍ମଦ ଫରମାନ ଅଲ୍ଲି ଏବଂ ମହମ୍ମଦ ଆରିଫ୍‌ ଅଲ୍ଲି…

ଚାଷରେ ବ୍ୟବହାର ହେଲା ଝରଣାପାଣି

ସମ୍ବଲପୁର,୨୭ା୮(ବ୍ୟୁରୋ): ଜଙ୍ଗଲ ଭିତରେ ଝରଣା ପାଣି ଅପଚୟ ହେଉଥିଲା। ବର୍ଷାଋତୁରେ ଏହି ଝରଣା ପାଣିକୁ କେବଳ ଲୋକେ ବ୍ୟବହାର କରିପାରୁଥିଲେ। ଗ୍ରୀଷ୍ମ ଋତୁରେ ସେହି ପାଣି ବ୍ୟବହାର ହୋଇପାରୁ ନ ଥିଲା। ଝରଣାର ସେହି ଅପଚୟ ଜଳକୁ ସଂରକ୍ଷଣ କରିବା ପାଇଁ…

ଶେଷରେ ମୁହଁ ଖୋଲିଲେ ରିୟା: ସୁଶାନ୍ତଙ୍କୁ ନେଇ ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ

ବମ୍ବେ: ଅଭିନେତା ତଥା ପ୍ରେମିକ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଦୋଷୀ ବୋଲି କୁହାଯାଉଥିବା ରିୟା ଚର୍କବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ରିୟା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ବିଷୟରେ ସ୍ପଷ୍ଟିକରଣ…

ଟିଭି ଦେଖିଲେ- କ୍ୟାରମ୍‌ ଖେଳିଲେ ଏଠାରେ ଦେବାକୁ ପଡ଼େ ଜରିମାନା…

କୋଲକାତା, ୨୭।୮: ଟିଭି ଦେଖିଲେ, କ୍ୟାରମ୍‌ ଖେଳିଲେ, ମୋବାଇଲ୍‌ରେ ଗୀତ ଶୁଣିଲେ ଜରିମାନା ଦେବାକୁ ପଡୁଥିବା କଥା ନିଶ୍ଚିତ କେତେକଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ଏହା ସତ। ପଶ୍ଚିମବଙ୍ଗର ମୁର୍ଶିଦାବାଦ୍‌ ଜିଲାର କେତେକ ଗାଁରେ ଏଭଳି ନିୟମ ଜାରି ରହିଛି। ସମାଜ…

ଲଘୁଚାପ ବର୍ଷାରେ ବେହାଲ ନୀଳଗିରି

ସଜନାଗଡ,୨୭।୮(ଡି.ଏନ.ଏ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ବାଲେଶର ଜିଲା ନୀଳଗିରିରେ ଲଗାତର ବର୍ଷାରେ ସୋନନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ନଦୀ ପାର୍ଶ୍ୱ ଗାଁରେ ଲୋକମାନେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଲଗାଣ ବର୍ଷାରେ ୭ଟି ପଞ୍ଚାୟତ ତଥା ନରଣପୁର ପଞ୍ଚାୟତର…

ବିରାଟ କୋହଲିଙ୍କ ପରିବାରରେ ନୂଆ ସଦସ୍ୟଙ୍କ ହେବ ଏଣ୍ଟ୍ରି, ପୂର୍ବରୁ କିଏ କିଏ ଅଛନ୍ତି ଜାଣନ୍ତୁ

କ୍ରିକେଟର୍‌ ବିରାଟ କୋହଲି ୨୦୨୧ରେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ସହ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନୂଆ ଅତିଥି ଆସିବା ପୂର୍ବରୁ କୋହଲିଙ୍କ ଘରର କିଏ କିଏ ସଦସ୍ୟ ଅଛନ୍ତି ଜାଣିବା। କୋହଲି ପିତା…

ଇମ୍ରାନ୍‌ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି ଦାଉଦ୍‌: ଚାହୁଁଛନ୍ତି କରିବାକୁ ହତ୍ୟା !

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୭।୮: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି। ଦାଉଦ୍‌ଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ହତ୍ୟା କରିବାକୁ ଚାହୁଁଛି। କିନ୍ତୁ ପାକିସ୍ତାନରେ ଏଭଳି ନ କରି ବାହାରେ କରିବାକୁ…

ଏମିତି ଗାଁ, ଯେଉଁଠି ବାସ କରନ୍ତି କେବଳ ବାମନ

ପିଲାଦିନେ ‘ଗୁଲିଭର’ କାହାଣୀ ପଢ଼ିଥିବେ। ଏହି କାହାଣୀରେ ‘ଗୁଲିଭର’ ଲିଲିପୁଟ ନାମକ ଏକ ଦ୍ୱୀପ ସମ୍ପର୍କରେ ଜାଣିଥିବେ। ଏଠାରେ ୧୫ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଲୋକ ବାସ କରୁଥିଲେ। ଯେଉଁମାନଙ୍କୁ ବନ୍ଦୀ କରି ରଖାଯାଇଥିଲା। ଖାଲି କାହାଣୀ ନୁହେଁ, ସତରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri