ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ
ଭଦ୍ରକ ଅଫିସ, ୩୧।୮: ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟୋମକେଶ ରାୟ କରୋନା ସଂକ୍ରମିତ ହୋଇଥିବା ନିଜ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେହିଭଳି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର କରୋନା ସଂକ୍ରମିତ ଥିବା ଜିଲାପାଳ ଡ଼…
ନାଳରେ ଭାସୁଥିଲେ ଅଜଣା ଯୁବତୀ, ଗଳା କାଟି ହତ୍ୟା ସନ୍ଦେହ
ମାଧପୁର,୩୧।୮(ଡି.ଏନ୍.ଏ.): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତ କିଆକଟା ରେଢାଖୋଲ ବୋର୍ଡର ଓରଡା କେରାଣ୍ଡି ନାଳରେ ସୋମବାର ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଏହି ମୃତଦେହଟି ନାଳ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି।…
ବିପଦ ସଙ୍କେତ ଉପରେ ୫ ସ୍ଥାନ
ଜଗତ୍ସିଂହପୁର ଅଫିସ,୩୧।୮: ଜଗତ୍ସିଂହପୁର ଜିଲାର ମହାନଦୀ, ଦେବୀ, ପାଇକା, ବିଲୁଆଖାଇ ନଦୀର ଜଳପତ୍ତନ ବୃଦ୍ଧି ପାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ। ଯେଉଁ କାରଣରୁ ସେଭଳି ବିପଦ ନ ଥିବା କୁହାଯାଇଛି। କିନ୍ତୁ ବନ୍ୟା ଯୋଗୁ ଜିଲାର ବିଶେଷକରି…
ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ
ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ ଯେଉଁ ବନ୍ୟା ହୋଇଯାଇଛି, ଏଥିରେ ଜିଲାର ୭ଟି ବ୍ଳକ ଓ ୪ଟି ପୌରପାଳିକାର ୧୧୮ଟି…
ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ଆଜି ବୈଠକ
ଭୁବନେଶ୍ୱର,୩୧ା୮(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ସୋମବାର ବୈଠକ ବସିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସରେ ହେବାକୁ ଥିବା ଏହି ବୈଠକରେ ସବୁ ବିଶ୍ୱବିଦ୍ୟାଳୟ କୁଳପତି, ପରୀକ୍ଷା ନିୟନ୍ତ୍ରକ ଏବଂ ସମସ୍ତ…
ପାଣିଘେରରେ ୩୦ ଗ୍ରାମବାସୀ
ନିମାପଡ଼ା,୩୧ା୮(ଡି.ଏନ୍.ଏ.): ଧନୁଆଁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନିମାପଡ଼ା ବ୍ଲକର ଧନୁଆଁ, ରେଞ୍ଚ, ଶଗଡ଼ା, ବଡ଼ମାଛପୁର, ଅଲଣ୍ଡା, ଶାଇଁସଶାସନ ପଞ୍ଚାୟତର ୩୦ଗ୍ରାମ ପାଣିଘେରରେ ରହିଛି। ଦେଖେତା, ବଉଳପଦା, ଭୁଆଁ, ଶୁନୁଗୋରଡି, ବରିହାପଡ଼ା, ରଡବଜାର, ଖଜାପୁରୁ, ଆଙ୍କୁଶୁପୁର, କେରେଣ୍ଡିଆବିନ୍ଧା, ଚିଙ୍ଗୁଡ଼ିଆକଣ୍ଟା, ବଢେଇସାହି…
ବିଚ୍ଛିନ୍ନ ହେଲା ଜଟଣୀ-ପୁରୀ ରାସ୍ତା
ଖୋର୍ଦ୍ଧା ଅଫିସ/ ଜଟଣୀ(ଡି.ଏନ.ଏ)୩୧ା୮: ମହାନଦୀ ବନ୍ୟାଜଳ ଦୟା ନଦୀରେ ପ୍ରବେଶ କରିବା ପରେ ସ୍ଥିତି ସଙ୍ଗିନ ହୋଇଛି। ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର ରାଜୁଆ ଓ ଦୟା ନଦୀକୁ ସଂଯୋଗ କରୁଥିବା ତିରୁମଲ ରାସ୍ତାରେ ମାଟିବନ୍ଧ ଭାଙ୍ଗି ଶହେ ଫୁଟର ଘାଇ…
ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି
ଓ୍ବାଶିଂଟନ, ୩୧।୮: କ୍ଷୁଦ୍ରଗ୍ରହ ୨୦୧୧ ଇଏସ୍-୪ ପୃଥିବୀ ମୁହାଁ ହୋଇଛି। ଏହା ସେପ୍ଟେମ୍ବର ୧ରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟ ଦେଇ ନିଜ କକ୍ଷ ପକ୍ଷରେ ଗତି କରିବ। ଏହାର ଲମ୍ବ ୪୦ ମିଟର ଥିବାବେଳେ ପ୍ରସ୍ଥ ୨୦ ମିଟର ରହିଛି।…
କଟକ: ୬୯ ଗାଁକୁ ପଶିଛି ବନ୍ୟାଜଳ
କଟକ ଅଫିସ୍,୩୧।୮: ମହାନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ କଟକ ଜିଲାର ୮ଟି ବ୍ଲକର ୩୯ଟି ପଞ୍ଚାୟତ ଓ ୬୯ଟି ଗ୍ରାମରେ ପାଣି ମାଡ଼ି ଯାଇଛି। ସେହିପରି କଟକ ମହାନଗର ନିଗମ (ସିଏମ୍ସି)ର ୨ଟି ୱାର୍ଡରେ ବନ୍ୟାଜଳ ପଶିଛି। ସମଗ୍ର ଜିଲାରେ…
ଦେଶର ପ୍ରଥମ ମହିଳା ହୃଦ୍ରୋଗ ବିଶେଷଜ୍ଞଙ୍କ ପରଲୋକ
ନୂଆଦିଲ୍ଲୀ,୩୧।୮:ଦେଶର ବିଖ୍ୟାତ ହୃଦ୍ରୋଗ ବିଶେଷଜ୍ଞ ଡା. ଏସ୍ ପଦ୍ମାବତୀଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କ ମୃତ୍ୟୁ ଘଟିଥିବା ନ୍ୟାଶନାଲ୍ ହାର୍ଟ ଇନ୍ଷ୍ଟିଚ୍ୟୁଟ୍(ଏନଏଚ୍ଆଇ) ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ଡା.ଏସ୍ ପଦ୍ମାବତୀ ଦେଶର ପ୍ରଥମ ମହିଳା…
କମୁଛି ବନ୍ୟାଜଳ, ବଢୁଛି ଦୁର୍ଦ୍ଦଶା
ଚଣ୍ଡିଖୋଲ, ୩୧।୮ (ଡି.ଏନ୍.ଏ.): ବିରୂପା, କେଲୁଅ ଓ ଗେଙ୍ଗୁଟି ନଦୀରେ ବନ୍ୟା ଯୋଗୁ ବଡ଼ଚଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ରବିବାରଠାରୁ ବନ୍ୟାପାଣି ଛାଡ଼ୁଥିବା ଦେଖାଯାଇଛି। ମାତ୍ର ମହାନଦୀରେ…
ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା: ମୃତଦେହକୁ ଜଳାଇଲେ ଘରେ !
ଆଗ୍ରା, ୩୧।୮: ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରି ଘରେ ଜଳାଇ ଦିଆଯାଇଛି। ସୋମବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାଜଳା ମୃତଦେହଗୁଡ଼ିକ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଆଗ୍ରାର ଏତ୍ମାଦୋଲା ଥାନା ଅନ୍ତର୍ଗତ ନଗଲା କିଶନଲାଲ…
Archives


