ପୁଣି କାହିଁକି ନିଆଗଲା ମକଡ୍ରିଲ୍ ନିଷ୍ପତ୍ତି? ସୀମାରେ କିଛି ବଡ଼…
ନୂଆଦିଲ୍ଲୀ,୨୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ବୁଧବାର ପାକିସ୍ତାନ ସହ ସୀମାନ୍ତ ରାଜ୍ୟ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ ଓ କଶ୍ମୀରରେ ଏକ ବଡ଼ ଧରଣର ସିଭିଲ ଡିଫେନ୍ସ ମକ ଡ୍ରିଲ ଘୋଷଣା…
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା…
ରାୟଗଡ଼ା,୨୮।୫(ଆଶିଷ ରଞ୍ଜନ ପଣ୍ଡା)- ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଅଧିକ୍ଷଣ ଯନ୍ତ୍ରୀ କିଷାନ ବୁଧବାର ସା…
ସନ୍ନ୍ୟାସ ନେବାକୁ ବାଧ୍ୟ କରାଯାଇଥିଲା…ଏହି କ୍ରିକେଟର କଲେ ଚମକାଇବା ଭଳି ଖୁଲାସା
ନୂଆଦିଲ୍ଲୀ,୨୮।୫: ଜେମ୍ସ ଆଣ୍ଡରସନ ୪୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିଲେ। ଆଣ୍ଡରସନ ଯେତେବେଳେ ତାଙ୍କ ୨୧ ବର୍ଷର କ୍ୟାରିଅର ଶେଷ କରିଥିଲେ, ସେତେବେଳେ ସାରା ବିଶ୍ୱ ତାଙ୍କୁ ସଲାମ କରୁଥିବାର ଦେଖାଯାଇଥିଲା। କିନ୍ତୁ ଆଣ୍ଡରସନ ଆଦୌ ଅବସର ନେବାକୁ…
ରନ ପିଛା ଖର୍ଚ୍ଚ କରିଥିଲେ ୧୦ ଲକ୍ଷ ଟଙ୍କା,ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ନେଇ କେମିତି ବରବାଦ ହେଲେ ସଞ୍ଜିବ ଗୋଏଙ୍କା! ଜାଣନ୍ତୁ…
ନୂଆଦିଲ୍ଲୀ,୨୮।୫: IPL ୨୦୨୫ରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ(LSG )ର ଯାତ୍ରା ଲିଗ ପର୍ଯ୍ୟାୟରେ ହିଁ ଶେଷ ହୋଇଥିଲା। ଏହା ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଥିଲା। ଦଳ ୧୪ ମ୍ୟାଚରୁ ୬ଟିରେ ବିଜୟୀ ହୋଇଥିଲା। ୨୭ମେ’ରେ ଲକ୍ଷ୍ନୌ RCB ବିପକ୍ଷରେ ଏହାର…
‘ଶଶି ଥରୁର ଭାଜପାର ସୁପର ପ୍ରବକ୍ତା’, କାହିଁକି ଏମିତି କହିଲେ କଂଗ୍ରେସ ନେତା, ଜାଣନ୍ତୁ ଭିତିରି କଥା
ନୂଆଦିଲ୍ଲୀ,୨୮।୫: ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ଦିଆଯାଉଥିବା ସମର୍ଥନର ପର୍ଦ୍ଦାଫାସ କରିବା ପାଇଁ, ଭାରତୀୟ ସର୍ବଦଳୀୟ ପ୍ରତିନିଧି ଦଳ ବିଶ୍ୱର ଅନେକ ଦେଶ ଗସ୍ତରେ ଅଛନ୍ତି। ଭାଜପା ଏମପିଙ୍କ ବ୍ୟତୀତ, ଅନେକ ବିରୋଧୀ ନେତା, ବିଶେଷକରି କଂଗ୍ରେସ ଏମପି ଶଶି ଥରୁର ମଧ୍ୟ…
ଭୁଶୁଡ଼ିଲା ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟ ଛାତ
ବାଲିଗୁଡ଼ା,୨୮ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛ। ବିଦ୍ୟାଳୟ ବନ୍ଦ ରହିଥିବାରୁ ଏକ ବଡ଼ ଧରଣର ଅଘଟଣ…
ପଞ୍ଜାବ-RCB ମଧ୍ୟରେ କ୍ୱାଲିଫାୟାର ମ୍ୟାଚ୍ ରଦ୍ଦ, ଏବେ କିଏ ଖେଳିବ ଫାଇନାଲ? କ’ଣ ରହିଛି ନିୟମ…
ନୂଆଦିଲ୍ଲୀ,୨୮।୫: IPL ୨୦୨୫ରେ ଲିଗ୍ ପର୍ଯ୍ୟାୟ ମ୍ୟାଚ ସମାପ୍ତ ହୋଇଛି। ଏବେ ମେ’ ୨୯ରୁ ପ୍ଲେଅଫ୍ ମ୍ୟାଚ୍ ଆରମ୍ଭ ହେବ। କ୍ୱାଲିଫାୟର୍ -୧ ମ୍ୟାଚ ମୋହାଲିର ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ।…
ତହସିଲରେ ଆର୍ଡିସିଙ୍କ ସମୀକ୍ଷା: ଲୋକଙ୍କୁ ତ୍ୱରିତ ସେବା ଯୋଗାଇବାକୁ ନିର୍ଦ୍ଦେଶ
ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ବ୍ରହ୍ମପୁର) ରୂପା ରୋଶନ ସାହୁ ବୁଧବାର ଭଞ୍ଜନଗର ଗସ୍ତରେ ଆସି ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୟରେ ସେ ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟକୁ ସରକାରଙ୍କ…
ଚକାପାଦ ରେଳ ଲାଇନ ସର୍ଭେ ଚାଲିଛି, ପ୍ରକଳ୍ପରେ ବିଳମ୍ବ ପାଇଁ ସ୍ବପ୍ନ ହୋଇ ରହିଛି ରେଳଯାତ୍ରା
ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଗଲାଣି ତଥାପି କନ୍ଧମାଳ ଜିଲାବାସୀ ରେଳ ଲାଇନ ଜିଲାରେ ଦେଖିନାହାନ୍ତି। ସେହିଭଳି ବ୍ରିଟିଶ ଶାସନ ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳ ଲାଇନ ବିଛା ହୋଇଥିଲା ସେତିକି ହିଁ ବର୍ତ୍ତମାନ ଅଛି।…
ଗଛରେ ପିଟିହେଲା କାର୍: ସିଟ୍ରେ ଲାଗିଛି ରକ୍ତ, ଭିତରେ ନାହାନ୍ତି କେହି, ପୋଲିସର ତନାଘନା
ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟରେ ଏକ କାର୍ ଗଛରେ ପିଟି ହୋଇଛି। ତେବେ ଉକ୍ତ କାର୍ରେ କିଏ ଥିଲା ଏବଂ କେଉଁଠିକୁ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା…
୨୪ଘଣ୍ଟାରେ ଅବପାତ, ୪ଉପକୂଳ ଜିଲାରେ ପ୍ରବଳ ଛେଚିବ, ଆଜି ରାତିରେ…
ଭୁବନେଶ୍ୱର,୨୮।୫: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ଲଘୁଚାପ ଘନୀଭୂତ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତ ରୂପ ନେବ। ଏବଂ ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ…
୭ ଫୁଟର କନ୍ୟାଙ୍କୁ ୫ ଫୁଟର ବର, ଏବେ ହେବାକୁ ଯାଉଛନ୍ତି ମାତାପିତା, ପରିବାରର ବାଧା ପରେ ବି….
ବେଜିଂ,୨୮।୫: ପିଲାଦିନରୁ ଆମେ ଶୁଣି ଆସିଛୁ ଯେ ଭଗବାନ ଯୋଡି ତିଆରି କରନ୍ତି, କିନ୍ତୁ ଏହାକୁ ବଜାୟ ରଖିବା ମଣିଷର କାମ। ବର୍ତ୍ତମାନ ଚାଇନାର ଏକ ଦମ୍ପତି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛନ୍ତି। ଲୋକମାନେ ଏହି ଦମ୍ପତିଙ୍କ ଫଟୋକୁ ବହୁ…
Archives


