Home

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୧: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ସେଥିରେ ମନମାନି ଏବଂ ପ୍ରକ୍ରିୟାଗତ ଅନିୟମିତତା ହେଉଥିବା ନେଇ ତୃଣମୂଳ କଂଗ୍ରେସର କେତେଜଣ ଏମ୍‌ପି ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲ ସୋମବାର ଏହା ଉପରେ ନିର୍ବାଚନ…

ପ୍ରଥମଥର ପାଇଁ ରବିବାର ହେବ କେନ୍ଦ୍ର ବଜେଟ୍‌: ବାଚସ୍ପତି ଦେଲେ ସୂଚନା

ନୂଆଦିଲ୍ଲୀ,୧୩ା୧(ପି.ଟି.):ଆଗାମୀ ଫେବୃଆରୀ ୧ ତାରିଖ ରବିବାରରେ ପାର୍ଲାମେଣ୍ଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାଧାରଣ ବଜେଟ ଉପସ୍ଥାପନ କରିବେ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସୋମବାର ଘୋଷଣା କରିଛନ୍ତି। ରବିବାର ବଜେଟ ଉପସ୍ଥାପନ କରାଯିବା ଏହା ପ୍ରଥମ ଘଟଣା।…

ଇତିହାସର ପ୍ରତିଶୋଧ ବୋକାମି

ନୂଆଦିଲ୍ଲୀଠାରେ ଜାନୁଆରୀ ୧୦ରେ ‘ବିକଶିତ ଭାରତ ୟଙ୍ଗ୍‌ ଲିଡର୍ସ ଡାଏଲଗ୍‌’ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତକୁ କେବଳ ସୀମାରେ ନୁହେଁ, ସମସ୍ତ କ୍ଷେତ୍ରରେ ସଶକ୍ତ ହେବାକୁ ଆହ୍ବାନ ଦେଇଛନ୍ତି। ସେ…

ଲେଉଟିଲା ଶୀତ, ୪ ଡିଗ୍ରୀ ଯାଏ ଖସିଲା ପାରଦ

ଭୁବନେଶ୍ୱର,୧୩ା୧(ବନ୍ଦନା ସେଠୀ):ଦିନକ ପରେ ପୁଣି ଲେଉଟିଛି ଶୀତ। ରାଜ୍ୟର ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ। ଫଳରେ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ବିବାହର ମାସେ ପୂର୍ବରୁ ରୁଷିଆ ଟ୍ୟାଙ୍କରରୁ ମର୍ଚ୍ଚାଣ୍ଟ ନେଭି ଅଫିସର ଅଟକ

ନୂଆଦିଲ୍ଲୀ,୧୩ା୧: ହିମାଚଳପ୍ରଦେଶର କାଙ୍ଗ୍ରା ଜିଲାରୁ ରୁଷିଆର ଏକ କମ୍ପାନୀରେ ମର୍ଚ୍ଚାଣ୍ଟ ନେଭି ଅଫିସର ଭାବେ କାର୍ଯ୍ୟରତ ରିକ୍ଷିତ ଚୌହାନଙ୍କର ଆସନ୍ତା ମାସରେ ବିବାହ ଅନୁଷ୍ଠିତ ହେବାର ଥିଲା। ତାଙ୍କୁ ତୁରନ୍ତ ଘରକୁ ଫେରିବାର ଥିବାବେଳେ ତୈଳ ଆଣିବା ପାଇଁ ଭେନେଜୁଏଲା ଯାଇ…

ଟ୍ରମ୍ପ୍‌ଙ୍କ ଧମକ ପରେ ନରମିଲା ଇରାନ

ଦୁବାଇ,୧୩ା୧: ଇରାନରେ ମୁଦ୍ରାସ୍ଫୀତି ଓ ଆର୍ଥତ୍କ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଅନୂ୍ୟନ ୫୪୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଆନ୍ଦୋଳନକୁ ଚାପିଦେବା ଲାଗି ଇରାନ…

ଟ୍ୟାଗ୍‌, ଟୋକନ ସମସ୍ୟାରେ ଚାଷୀ ହନ୍ତସନ୍ତ: ମଣ୍ଡିରେ ପଡ଼ିଛି ୧୧ ଲକ୍ଷ ୬ ହଜାର ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୧(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ପ୍ରାୟ ଦେଢ ମାସ ବିତିଯାଇଛି। ମାତ୍ର ସମସ୍ତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରିନାହିଁ। ଯେଉଁ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚତ୍ଛି ସେମାନେ ମଣ୍ଡିରେ ଧାନ ପକାଇଛନ୍ତି। ମାତ୍ର ମିଲର୍ସଙ୍କୁ ଧାନ ଉଠାଇବା ପାଇଁ…

ମଙ୍ଗଳବାରରେ ବଦଳିଯବ ଭାଗ୍ୟ, ଆଜି ପ୍ରେମ ଓ କ୍ୟାରିୟରରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

ସକାଳେ ତୁଳା ରାଶିରେ ଚନ୍ଦ୍ର ସନ୍ତୁଳନ, ପାରସ୍ପରିକ ବୁଝାମଣା, ଯୋଗାଯୋଗ ଏବଂ ସୂଚନାଭିତ୍ତିକ ନିଷ୍ପତ୍ତିକୁ ପ୍ରୋତ୍ସାହିତ କରିବେ। ଏହି ସମୟରେ ଏକାଠି କାମ କରିବା ଏବଂ ସ୍ପଷ୍ଟତା ବଜାୟ ରଖିବା ସହଜ ହେବ। ସନ୍ଧ୍ୟା ସୁଦ୍ଧା, ଚନ୍ଦ୍ର ବିଛା ରାଶିରେ ପ୍ରବେଶ…

T 20 ଓ୍ବାର୍ଲଡ କପ ପୂର୍ବରୁ ସନ୍ୟାସ ଘୋଷଣା କଲେ ଏହି କ୍ୟାପଟେନ, ଭାରତ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ

ନୂଆଦିଲ୍ଲୀ,୧୩।୧: ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲି ମଙ୍ଗଳବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଆଗାମୀ ବହୁ-ଫର୍ମାଟ ସିରିଜ ପରେ ହିଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ୩୫ ବର୍ଷୀୟା ଖେଳାଳି ପ୍ରାୟ ୩୦୦ ମ୍ୟାଚ…

ଶକ୍ସଗାମ୍‌ ଉପତ୍ୟକାକୁ ନିଜର ଦାବିକଲା ଚାଇନା

ବେଜିଂ,୧୩ା୧(ପି.ଟି.): ଶକ୍ସଗାମ୍‌ ଉପତ୍ୟକାକୁ ଚାଇନା ସୋମବାର ପୁନର୍ବାର ନିଜର ଦାବି କରିବା ପରେ ବିବାଦ ମୁଣ୍ଡ ଟେକିଛି। ଉକ୍ତ ଅଞ୍ଚଳରେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଭିତ୍ତିଭୂମି ପ୍ରକଳ୍ପକୁ ଭାରତ ବିରୋଧ କରିଥିବାବେଳେ ଚାଇନା ଏହାକୁ ଖୋଲା ପ୍ରତ୍ୟାଖ୍ୟାନ କରିଛି। ଚାଇନାର…

ଇରାନ୍ ସହ ବ୍ୟବସାୟ କରୁଥିବା ଦେଶକୁ ଆମେରିକାର ଧମକ, ଲାଗିବ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍

ନୂଆଦିଲ୍ଲୀ,୧୩।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନର ବାଣିଜ୍ୟିକ ଅଂଶୀଦାରମାନେ ଆମେରିକାରୁ ୨୫ ପ୍ରତିଶତ ଶୁଳ୍କ ଆଦାୟର ସମ୍ମୁଖୀନ ହେବେ । ଅର୍ଥାତ୍ ଇରାନ୍ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲାଗିବ । ଟ୍ରମ୍ପ…

ଶୀତରୁ ରକ୍ଷା ପାଇବା ପାଇଁ ଯୁବକ ଆପଣାଇଲେ ଏମିତି ଉପାୟ, ଭିଡିଓ ଦେଖିଲେ…

ଭାରତର ଏକ ଅନନ୍ୟ ଦିଗ ହେଉଛି ଯେ, ଲୋକମାନେ ସର୍ବଦା ଯେକୌଣସି ସମସ୍ୟାର ଘରୋଇ ସମାଧାନ ଖୋଜନ୍ତି। ବିଦ୍ୟୁତ୍‌ ଅଭାବ ହେଉ, ପାଣି ଅଭାବ ହେଉ, କିମ୍ବା ପ୍ରବଳ ଥଣ୍ଡା ହେଉ, ଲୋକମାନେ ନିଜ ଆବଶ୍ୟକତା ଅନୁଯାୟୀ ନିଜକୁ ଖାପ ଖୁଆଇବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?