Home

ରାହୁଲଙ୍କ ଶତକ: ପଞ୍ଜାବର ବୃହତ୍‌ ବିଜୟ

ଦୁବାଇ, ୨୫।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅନ୍ୟତମ ଟାଇଟଲ ଫେଭରାଇଟ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଚଳିତ ଆଇପିଏଲରେ ଅଧିନାୟକ ଲୋକେଶ ରାହୁଲ ପ୍ରଥମ ଖେଳାଳିଭାବେ ଶତକ ହାସଲ କରିଥିବାବେଳେ…

ୟୋ ୟୋ ଟେଷ୍ଟ ସମ୍ପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୯ (ପି.ଟି.)-ଭାରତୀୟ କ୍ରିକେଟରମାନଙ୍କ ଫିଟ୍‌ନେସ୍‌ ବଜାୟ ରଖିବା କ୍ଷେତ୍ରରେ ୟୋ ୟୋ ଟେଷ୍ଟର ଭୂମିକା କ’ଣ ରହିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ବିରାଟ କୋହଲିଙ୍କୁ ପଚାରି ବୁଝିଛନ୍ତି। ବାଧ୍ୟତାମୂଳକ ଏରୋବିକ୍‌ ଫିଟ୍‌ନେସ୍‌ ରୁଟିନ ଉପରେ ମଧ୍ୟ…

ଆଜି ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର,୨୫ା୯(ବ୍ୟୁରୋ):କେନ୍ଦ୍ରର କୃଷି ବିଲ୍‌କୁ ବିରୋଧ କରି ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିରେ ଦେଶର ବିଭିନ୍ନ କୃଷକ ସଂଗଠନ ସାମିଲ ହେବେ। ସମିତିର ଓଡ଼ିଶା କମିଟି ମଧ୍ୟ ଏହି ଆନ୍ଦୋଳନରେ…

ଅନିଶ୍ଚିତତାରେ ଆଶାୟୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ):କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଛି। ସରକାରୀ ଓ ବେସରକାରୀ କ୍ଷେତ୍ରର ନିଯୁକ୍ତି ସୁଯୋଗ ଛଡ଼ାଇ ନେଇଛି। କରୋନା ସଙ୍କଟ ପାଇଁ ରାଜ୍ୟ ସରକାର ଆସନ୍ତା ୨ବର୍ଷ ଲାଗି ଖର୍ଚ୍ଚକାଟ କରିବା ସହିତ କୌଣସି…

ଏସ୍‌ବିଆଇର ଋଣ ପୁନର୍ଗଠନ ପୋର୍ଟାଲ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଋଣ ପୁନର୍ଗଠନ ଲାଗି ଏକ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକ ସେମାନଙ୍କ ଋଣ ପୁନର୍ଗଠନ ଯୋଗ୍ୟତା ବିଷୟରେ ଘରେ ରହି ଜାଣିପାରିବେ। ଏହି ପୋର୍ଟାଲରେ ଏସ୍‌ବିଆଇର ଗ୍ରାହକମାନେ ଲଗ୍‌ଇନ୍‌ କରିବା…

ଭାରତ ଫ୍ୟାକ୍ଟ୍ରି ବନ୍ଦ କଲା ହାର୍ଲେ ଡାଭିଡ୍‌ସନ

ନୂଆଦିଲ୍ଲୀ: ଆମେରିକା ଭିତ୍ତିକ ଲକ୍‌ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍‌ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ହରିୟାଣାର ବଓ୍ବାଲସ୍ଥିତ ମାନୁଫାକଚରିଂ ଫାସିଲିଟିରେ ବାଇକ ନିର୍ମାଣ କରୁଥିବା ଏହି କମ୍ପାନୀ ଘରୋଇ ବଜାରରେ କାରବାରରେ ମାନ୍ଦାବସ୍ଥା…

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତାଙ୍କର ୩ ପିଲା ଈଶା, ଆକାଶ ଏବଂ ଆନନ୍ଦ ଅଛନ୍ତି। ଅନେକ…

ବାପାଙ୍କ ଦରମା ଟଙ୍କାକୁ ପୋଡି ଦେଇଥିଲେ ସଲମାନ୍‌ ଖାନ୍‌: ଜାଣନ୍ତୁ କାହିଁକି ଏପରି କରିଥିଲେ…

ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ’ ‘ବିଗ୍‌ ବସ୍‌’ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି। ଏହି ଶୋ’ ପାଇଁ ନିର୍ମାତା ସଲମାନ୍‌ଙ୍କୁ ଲକି ମାନିଥାନ୍ତି। ତେଣୁ ସଲମାନ୍‌ ଏଥିପାଇଁ ଯେତେ ଫିସ୍‌ ମାଗିଥାନ୍ତି ନିର୍ମାତା ତାଙ୍କୁ ଦେବାକୁ ରାଜି ହୋଇଥାନ୍ତି। ଏହି…

ଥମୁନି ସଂକ୍ରମଣ: ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୪୯ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ସହରରୁ ପୁଣି ୩୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୯୩କୁ ବୃଦ୍ଧି ପାଇଛି। ସେଥିରୁ ୧୬୧୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା…

ଏଲ୍‌ଏସିରେ ରାଫାଲ ବିମାନ ଉଡ଼ାଣ କରିବେ ବାରାଣସୀର ଏହି ଝିଅ

ଲକ୍ଷ୍ନୌ,୨୪ା୯: ବାରାଣସୀର ଝିଅ ଶିବାଙ୍ଗୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଲଢୁଆ ଯୁଦ୍ଧ ବିମାନ ରାଫାଲ ଉଡ଼ାଣ କରିବାର ଗୌରବ ଅର୍ଜନ କରିଛନ୍ତି। ସେ ଦେଶର ସବୁଠାରୁ ଶକ୍ତିଶାଳୀ ତଥା ବାହୁବଳୀ ରାଫାଲ ବିମାନ ଉଡ଼ାଇବାର ଦାୟିତ୍ୱ ପାଇଛନ୍ତି। ଶିବାଙ୍ଗୀଙ୍କୁ…

ଖେଳୁ ଖେଳୁ ମାଲବାହୀ ଟ୍ରେନ୍‌ ଇଞ୍ଜିନ ତଳେ ଫସିଲା ୨ ବର୍ଷର ଶିଶୁ: ଆଉ ତା’ ପରେ..

କଥାରେ ଅଛି ରଖେ ହରି ତ ମାରେ କିଏ। ଖେଳୁ ଖେଳୁ ରେଳଧାରଣାକୁ ଚାଲି ଆସିଥିଲା ଜଣେ ୨ ବର୍ଷର ଶିଶୁ। ଏପରିକି ସେ ଟ୍ରେନ୍‌ ଚକାତଳେ ଫସି ଯାଇଥିଲା। ହେଲେ ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପିଲାଟିକୁ ସୁରକ୍ଷିତ…

ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ ଆଇପିଏଲ୍‌ ଆରମ୍ଭ ହୋଇଯାଇଛି। ତେଣୁ କ୍ରିକେଟରଙ୍କ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଅନେକ ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri