ବୈଜ୍ଞାନିକଙ୍କ ଚମତ୍କାର : ୧୨ ହଜାର ବର୍ଷ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଡାୟାର ଓ୍ବଲ୍ଫ
ଓ୍ବାଶିଂଟନ, ୧୦।୪: ଆମେରିକାର ବୈଜ୍ଞାନିକମାନେ ଜେନେଟିକ୍ ଇଞ୍ଜିନିୟରିଂ ମାଧ୍ୟମରେ ୧୨ ହଜାର ବର୍ଷ ତଳେ ବିଲୁପ୍ତ ହୋଇଯାଇଥିବା ଡାୟାର ଓ୍ବଲ୍ଫ (ଆମେରିକାରେ ଦେଖାଯାଉଥିବା ଏକ ପ୍ରଜାତିର ଗଧିଆ) ପରି ୩ଟି ଗଧିଆ ଶାବକ ସୃଷ୍ଟି କରିଛନ୍ତି। ଏହି ଶାବକମାନେ ଏବେ ୬…
ବିଜେଡି: ବୈଠକ ପରେ ବୈଠକ
ଭୁବନେଶ୍ୱର,୧୦ା୪(ରବିନାରାୟଣ ଜେନା): ସଂସଦର ଉଭୟ ସଦନରେ ଓ୍ବକ୍ଫ ବିଲ୍ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନାଁ ଧରୁନାହିଁ। ଗତ ୪ ଦିନ ଧରି ବିଜେଡିର…
ଆସିଲା ନୂଆ Aadhaar App: ଏଣିକି ନା କାର୍ଡ ନା ଫଟୋକପିର ଆବଶ୍ୟକତା ନାହିଁ, କେବଳ QR କୋର୍ଡ ସ୍କାନ କରି…
ନୂଆଦିଲ୍ଲୀ,୮।୪: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ ନେଇ ଭାରତ ସରକାର ନୂତନ ଆଧାର ମୋବାଇଲ ଆପ ଲଞ୍ଚ କରିଛନ୍ତି। ଏହି ଆପ ସାହାଯ୍ୟରେ ଏବେ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡର ଫଟୋକପି ନେବାକୁ ପଡିବ ନାହିଁ କିମ୍ବା…
ଆଧାର: ପୁଣି ନୂଆ ଆପ୍
ଡିଜିଟାଲ ସୁବିଧା ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଆଧାରର ଏକ ନୂଆ ଆପ୍ ଉନ୍ମୋଚନ କରିଛନ୍ତି। ସରକାରୀ ଯୋଜନାଗୁଡ଼ିକର ସୁବିଧା ପାଇବା ଲାଗି ଏବେ ଆଉ ପୂର୍ବଭଳି ପ୍ରତ୍ୟେକ ସ୍ଥାନରେ ଆଧାର କାର୍ଡ କିମ୍ବା…
ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି
କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି। ଶିକ୍ଷାକ୍ଷେତ୍ରରେ ସମସ୍ୟା ଦେଖା ଯାଉଛି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ…
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୪: ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଭେଟିଛନ୍ତି। ନର୍ଥ ବ୍ଲକ୍ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଭେଟିଛନ୍ତି। ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀ ଏହି…
କାନ୍ଦୁଛି ପାକିସ୍ତାନ, ଆତଙ୍କବାଦର ଜନକ ଏବେ…
ଇସଲାମାବାଦ,୯।୪: ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନ ଏବେ ନିଜେ ଆତଙ୍କବାଦ ଦ୍ୱାରା ବିଚଳିତ। ଆତଙ୍କବାଦର ମାଷ୍ଟରମାଇଣ୍ଡ ପାକିସ୍ତାନ କାନ୍ଦୁଛି। ସୂଚନାଅନୁଯାୟୀ, ପାକିସ୍ତାନର ପରାମର୍ଶଦାତା ସୟଦ ଆତିଫ ରାଜା ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇଛନ୍ତି। ଆଫଗାନିସ୍ତାନରେ ନିଜର…
ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି
ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ ଅସହ୍ୟ ହୋଇ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଗ୍ରାମରେ ଶୋକାକୁଳ…
ଚହଲଙ୍କୁ ମନର କଥା କହିଲେ ଆରଜେ ମହଭାଶ, ଶୁଣୁଶୁଣୁ ଫ୍ୟାନ୍ସ କହିଲେ…
ନୂଆଦିଲ୍ଲୀ,୯।୪: ଧନଶ୍ରୀ ବର୍ମାଙ୍କ ଠାରୁ ଛାଡପତ୍ର ପରେ, ୟୁଜବେନ୍ଦ୍ର ସିଂହ ଚହଲ ଆରଜେ ମହଭାଶଙ୍କୁ ଡେଟ କରୁଥିବା ଗୁଜବ ଚାଲିଛି। ଗତକାଲି, ମହଭାଶ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଚହଲଙ୍କ ଦଳ ପଞ୍ଜାବ କିଙ୍ଗ୍ସକୁ ଉତ୍ସାହିତ କରୁଥିବାର ଦେଖାଯାଇଥିଲା। ସେ ଷ୍ଟାଡିୟମର…
କାଲିଠାରୁ ବରଗଡ଼ ଜିଲାରେ ସକାଳୁଆ ଅଫିସ, ହେବନି ମଧ୍ୟାହ୍ନଭୋଜନ ବିରତି
ବରଗଡ଼,୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆସନ୍ତା ୧୦ତାରିଖ ଅର୍ଥାତ୍ ଗୁରୁବାରରୁ ସମସ୍ତ ସରକାରୀ ଅଫିସରେ ସକାଳୁଆ କାର୍ଯ୍ୟ ଚାଲିବ। ସକାଳ ୭ଟାରୁ ସରକାରୀ ଅଫିସଗୁଡ଼ିକ ଖୋଲି ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ଚାଲିବ। ତେବେ ଏହି ସମୟ ଅବଧିରେ ମଧ୍ୟାହ୍ନଭୋଜନ…
୬ ଦଫା ଦାବି ନେଇ ଜେଲ୍ ଭରୋ ଆନ୍ଦୋଳନ
ଛତ୍ରପୁର,୯ା୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ୬ ଦଫା ଦାବି ନେଇ ବୁଧବାର ଗଞ୍ଜାମ ଜିଲା ଛତ୍ରପୁରଠାରେ ଜେଲ୍ ଭରୋ ଆନ୍ଦୋଳନ କରାଯାଇଛି। ଭାରତ ବର୍ଷରେ ସମସ୍ତ ରାଜ୍ୟରେ ଇଭିଏମ୍ ହଟାଇ ବାଲଟ…
ଟ୍ରମ୍ପଙ୍କ ଟାରିଫ୍କୁ ଡରୁଛନ୍ତି ଚନ୍ଦ୍ରବାବୁ, କେନ୍ଦ୍ର ସରକାରଙ୍କୁ ଲେଖିଲେ ଚିଠି, ଜାଣନ୍ତୁ କାରଣ…
ଅମରାବତୀ,୯ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶୁଳ୍କ ଘୋଷଣା ମଧ୍ୟରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମତ୍ସ୍ୟଜାତ ଦ୍ରବ୍ୟ ନିମନ୍ତେ ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଚିଙ୍ଗୁଡ଼ି ଭଳି ଉତ୍ପାଦଗୁଡ଼ିକୁ ଅତିରିକ୍ତ ଶୁଳ୍କରୁ ମୁକ୍ତ କରିବା…
Archives


