Home

ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି…

କାଠମାଣ୍ଡୁ,୭।୬:  ପିଲାଦିନେ ଭଲ ହସ୍ତାକ୍ଷର ପାଇଁ ଅନେକ ଥର ଗାଳି ଶୁଣିବାକୁ ପଡ଼ିଥାଏ। ହସ୍ତାକ୍ଷର ଖରାପ ହେଲେ ଛାତ୍ରୀଛାତ୍ରଙ୍କ ମାର୍କ କମ୍‌ ଆସିଥାଏ। ଏବେ ଏହି ହସ୍ତାକ୍ଷରକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। କାରଣ ତାଙ୍କ…

ଶେଷ ହେଲା ମସ୍କ-ଟ୍ରମ୍ପଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ! ଆମେରିକା ରାଷ୍ଟ୍ରପତି ବିକ୍ରି କରିପାରନ୍ତି ଲାଲ କାର

ଓ୍ବାଶିଂଟନ,୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲୋନ ମସ୍କଙ୍କ ମଧ୍ୟରେ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ ବାକ ଯୁଦ୍ଧ ଆଜିକାଲି ଆଲୋଚନାର ବିଷୟ ପାଲଟିଛି। ଏହି ସମୟରେ, ଖବର ଆସିଛି ଯେ ଡୋନାଲ୍ଡ ଟ୍ରମ୍ପ…

ଏମିତି ରାଗିଲେ ସାଂସଦ, ସଂସଦରେ ଦେଖାଇଲେ ନିଜର Nude ଫଟୋ

ଓ୍ବିଲିଂଟନ,୭।୬: ଯେଉଁ ଗତିରେ ପ୍ରଯୁକ୍ତିବିଦ୍ୟା ବିକାଶ ହେଉଛି, ତାହା ଦେଖି ଅନୁମାନ କରାଯାଇପାରେ ଯେ ଖୁବ ଶୀଘ୍ର ମଣିଷ ପାଇଁ କିଛି ଅସମ୍ଭବ ହେବ ନାହିଁ। କିନ୍ତୁ ପ୍ରଯୁକ୍ତିର ନିରନ୍ତର ବିକାଶ ମାନବତାକୁ ବହୁତ ପଛରେ ପକାଇ ଦେଇଛି। ସମ୍ପ୍ରତି, ନ୍ୟୁଜିଲ୍ୟାଣ୍ଡର…

ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣା: କଲେଜ ଅଧୀକ୍ଷକଙ୍କୁ ଭେଟିଲା ବିଜେଡି ଟିମ୍‌

କୋରାପୁଟ,୭ା୬(ଅମିତାଭ ବେହେରା): ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସିୟୁ ବେଡ୍‌ରେ ମଙ୍ଗଳବାର ୬ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶନିବାର ଜିଲା ବିଜେଡି ଟିମ୍‌ ଜିଲା ସଭପତି ଝିନ ହିକ୍‌କାଙ୍କ ନେତୃତ୍ୱରେ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା…

ଅପରେଶନ ସିନ୍ଦୂରକୁ ପୂରଣ ହେଲା ଏକ ମାସ, ଏହାକୁ ନେଇ ବଡ଼ କଥା କହିଲେ ରାଜନାଥ

ନୂଆଦିଲ୍ଲୀ,୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ ଏହା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏକ ଲେଖାରେ ଲେଖିଛନ୍ତି ଯେ…

ବିହାରର ଆଗାମୀ ‘ନୀତୀଶ କୁମାର’ ହେବାକୁ ଚାହୁଁଛନ୍ତି ଚିରାଗ ପାସଓ୍ବାନ? ଭାଜପା ଶିବିରରେ ଛନକା!

ପାଟନା,୭।୬: ଗତ କିଛି ଦିନ ଧରି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବିଧାନସଭା ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଆସୁଛନ୍ତି। ଏଣୁ ସେ ରାଜ୍ୟ ରାଜନୀତିରେ କିଙ୍ଗ୍‌ ନ ହେଲେ ବି ‘କିଙ୍ଗ ମେକର୍‌’ ସାବ୍ୟସ୍ତ…

Video: ରାସ୍ତା ଉପରେ ଲ୍ୟାଣ୍ଡିଂ ସମୟରେ କାରରେ ପିଟି ହେଲା ହେଲିକପ୍ଟର, ଲୋକେ ଭୟଭୀତ

ରୁଦ୍ରପ୍ରୟାଗ,୭।୬: ସେରସି ବଡାସୁରୁ ଚାରିଧାମ ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଧାମ ଯାଉଥିବା କ୍ରିଷ୍ଟାଲ ଆଭିଏସନ କମ୍ପାନୀର ଏକ ହେଲିକପ୍ଟରକୁ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ସମୟରେ ଏହା ଏକ କାର ସହିତ ଧକ୍କା ହୋଇଥିଲା। ବିଶ୍ୱାସ କରାଯାଉଛି ଯେ…

ସିମ୍‌ଲା ରାଜିନାମାକୁ ନେଇ ଦୋହଲିଲା ପାକିସ୍ତାନ: ସରକାରରେ ମତଭେଦ

ଇସ୍‌ଲାମାବାଦ,୭ା୬:ସିମ୍‌ଲା ରାଜିନାମାକୁ ନେଇ ପାକିସ୍ତାନର ଶେହବାଜ ଶରିଫ୍‌ ସରକାରରେ ମତଭେଦ ଦେଖାଦେଇଛି। ୧୯୭୨ର ସିମ୍‌ଲା ରାଜିନାମା ଏକ ମୃତ ଦସ୍ତାବିଜ୍‌ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବଜା ଅସିଫ୍‌ ଘୋଷଣା କରିବାର କିଛି ଘଣ୍ଟା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ…

ଶୋଇବା ସମୟରେ ଶରୀରରେ ଦେଖାଯାଉଛି କି ଏହି ୬ ଲକ୍ଷଣ: ଖରାପ ହୋଇପାରେ କିଡ଼ନୀ, ହୋଇଯାନ୍ତୁ ସତର୍କ

ପ୍ରତ୍ୟେକ ବ୍ୟକ୍ତି ଦିନସାରା କ୍ଳାନ୍ତ ହେବା ପରେ ରାତିରେ ଶାନ୍ତିରେ ଶୋଇବାକୁ ଆଶା କରିଥାନ୍ତି। କିନ୍ତୁ ଯଦି ନିଦ ଆମକୁ ଆମର ସବୁଠାରୁ ବଡ଼ ରୋଗ ବିଷୟରେ ସୂଚନା ଦେଉଛି ତେବେ ଏହା ନିଶ୍ଚିନ୍ତ ଭାବେ ଚିନ୍ତାଜନକ ବିଷୟ। ଆପଣଙ୍କର କିଡନୀ,…

ରୋହିଙ୍ଗ୍ୟାଙ୍କୁ ହତିଆର କରି ବଡ଼ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ; କଶ୍ମୀର-ଦିଲ୍ଲୀରେ ହୋଇପାରେ ବଡ଼ ଆକ୍ରମଣ

ଇସଲାମାବାଦ,୭।୬: ଭାରତର ବଡ଼ ଶତ୍ରୁମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)। ଏହା ଏବେ କେବଳ କାଶ୍ମୀରରେ ନୁହେଁ ବରଂ ଭାରତର ପଡ଼ୋଶୀ ଦେଶ ମିଆଁମାର ଅର୍ଥାତ ବର୍ମାରେ ମଧ୍ୟ ନିଜର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଛି।…

ମଣ୍ଡିରୁ ଉଠୁନି ଧାନ, ତାଲା ପକାଇଲେ ଚାଷୀ

ଅତାବିରା,୭ା୬(ଯୁଧିଷ୍ଠିର ମହାମାତ୍ର): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ…

ଏବେ ତାତିରେ ସିଝୁଛି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି, ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଓଡ଼ିଶାର ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ଜଣାଶୁଣା କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଏବେ ଅସମ୍ଭାଳ ହୋଇପଡ଼ିଛି ଏହି ଥଣ୍ଡା ଅଞ୍ଚଳ। ସକାଳ ୮ଟାରୁ ଖରାର ପ୍ରଭାବ ଯୋଗୁ ଜରୁରୀକାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ ଗୋଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri