Home

ନଗ୍‌ମାଙ୍କ ପ୍ରେମରେ ପଡ଼ିଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ନନ୍ଦିତା ଅରବିନ୍ଦ ମୋରାରଜି ଥିଲା। ତେବେ ଫିଲ୍ମରେ ଅଭିନୟ ପରେ ତାଙ୍କର ନାମ ପରିବର୍ତ୍ତନ…

ଟୟଲେଟ ମଗରେ ଚା’ ପିଉଥିଲେ ସଲମାନ୍‌ ଖାନ୍‌

ବଲିଉଡ୍‌ର ଚୁଲବୁଲ ପାଣ୍ଡେ ସଲମାନ୍‌ ଖାନ୍‌ଙ୍କ ଜନ୍ମଦିନ ପାଖେଇ ଆସିଲାଣି। ୨୭ ଡିସେମ୍ବରରେ ସେ ୫୫ ବର୍ଷର ହୋଇଯିବେ। କିନ୍ତୁ ଚଳିତ ବର୍ଷ ସେ ନିଜର ଜନ୍ମଦିନ ପାଳନ କରିବେ ନାହିଁ। କାରଣ ସେ ଉକ୍ତ ସମୟରେ ତାଙ୍କର ଏକ ଫିଲ୍ମର…

ଆଲିଆଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରଣବୀର: କହିଲେ, ମୁଁ ମୋ ଜୀବନର ଏହି ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବାକୁ ଚାହୁଁଛି

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟ। ଏହି ଯୋଡି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଯୋର୍‌ ଧରିଛି। ରଣବୀର, ଆଲିଆଙ୍କ ବିବାହକୁ ନେଇ ସେମାନଙ୍କ ପ୍ରଶଂସକ ମଧ୍ୟ…

କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣପୁର,୨୪।୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଗୁରୁବାର ତାଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ନିଜ ଘରେ ଭିଲିଲାନ୍ସ ଚଢାଉ…

ବଣକାଟି ଗଁାରେ ଦନ୍ତା: ଲୋକେ ଆତଙ୍କିତ

ଜଳେଶ୍ୱର,୨୪।୧୨(ସ୍ବ.ପ୍ର.)-ସପ୍ତାହେ ନ ପୂରୁଣୁ ପୁଣି ଏକ ଦନ୍ତା ହାତୀ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆସ୍ଥିତ ବଣକାଟି ଗଁାରେ ଆତଙ୍କ ଖେଳାଇଛି। ଶିମିଳିପାଳର ଏକ ଦନ୍ତା ଜଳେଶ୍ୱର ରେଞ୍ଜର ସୁରେଇ ସାହି, ରଙ୍ଗାମାଟିଆ ଜଙ୍ଗଲ ଦେଇ ବଣକାଟି ଗଁାରେ ପଶି…

ରାଜ୍ୟରେ ସୁସ୍ଥ ହେଲେ ୩୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୬୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୩୬, ଖୋର୍ଦ୍ଧାରୁ ୩୦, କଟକରୁ ୨୦, ପୁରୀରୁ ୧୯, ନୂଆପଡାରୁ ୧୭, ବାଲେଶ୍ବରରୁ ୧୭, ସମ୍ବଲପୁରରୁ ୧୪,…

ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୨୪।୧୨-ଜମ୍ମୁ କଶ୍ମୀରର ବାରମୁଲା ଜିଲା ବନିଗାମ ପାଇନ ଅଞ୍ଚଳରେ ଗୁରୁବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଆତଙ୍କୀଙ୍କ ପରିଚୟ ଖୋଜୁଛି। ଆତଙ୍କବାଦୀ…

ମେଡିକାଲରେ ଭର୍ତ୍ତି ହେଲେ ଜନ ଆବ୍ରାହମ

ବାରଣାସୀ,୨୪।୧୨-ଉତ୍ତରପ୍ରଦେଶ ବାରଣସୀରେ ଶୁଟିଂ ଚାଲିଥିବାବେଳେ ବଲିଉଡ ଅଭିନେତା ଜନ ଆବ୍ରାହମ ଗୁରୁବାର ଆହତ ହୋଇଛନ୍ତି। ଆଗାମୀ ଫିଲ୍ମ ’ସତ୍ୟମେବ ଜୟତେ ୨’ର ଶୁଟିଂରେ ସମୟରେ ଜନଙ୍କ ଡାହାଣ ହାତରେ ଶକ୍ତ ଆଘାତ ଲାଗିଛି। ଏହାପରେ ଜନଙ୍କୁ ଚିତିପୁର ସ୍ଥିତ ଏକ ଘରୋଇ…

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ)-୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଓଡ଼ିଶା ସରକାର ଆୟୋଜନ କରିବେ। ଏ ନେଇ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି। ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଦେଶର ବୃହତମ ବିଶ୍ୱସ୍ତରୀୟ…

ଭୁବନେଶ୍ୱରରୁ ଆଜି ୧୪ ପଜିଟିଭ ଚିହ୍ନଟ: ଲୋକାଲ କେସ୍‌ ୯

ଭୁବନେଶ୍ୱର,୨୪।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୯ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଚିତ୍ରକୋଣ୍ଡା, ୨୪।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ବୁଧବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଗୁଣ୍ଠାୱାଡାରୁ ସିଲେରୁ ରୋଡ଼ ହଂଶାଗୁଡ଼ା ବ୍ରିଜ ନିକଟରୁ ୨୫ ଲକ୍ଷ ଟଙ୍କା ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ…

କର୍ନାଟକରୁ ହଟିଲା ରାତ୍ରକାଳିନ କର୍ଫ୍ୟୁ

ବାଙ୍ଗାଲୋର,୨୪।୧୨-କର୍ନାଟକ ସରକାର ରାତ୍ରକାଳିନ କର୍ଫ୍ୟୁକୁ ଗୁରୁବାର ଫେରାଇ ନେଇଛନ୍ତି। ବୈଷୟିକ ଟିମର ପରାମର୍ଶ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ବୁଧବାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?