ଯଦି ମୋ ଭଉଣୀ ଦୋଷୀ ତେବେ…, ପୋଲିସ ଆଗରେ କାହିଁକି ଚିତ୍କାର କଲେ ସୋନମଙ୍କ ଭାଇ, କହିଲେ ଏତେ ବଡ଼ କଥା
ଇନ୍ଦୋର,୧୦।୬: ହାଇପ୍ରୋଫାଇଲ ହନିମୁନ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀକୁ ପୋଲିସ ପ୍ରାୟ ୪:୧୫ ସମୟରେ ୱାନ ଷ୍ଟପ ସେଣ୍ଟରରେ ରଖିଥିଲା ଏବଂ ଏହାର ଫାଟକରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ମଧ୍ୟ ସୋମବାର…
ଅତ୍ୟାଚାରର ସବୁ ସୀମା ପାର କଲେ ୟୁନୁସ ସରକାର! ଜେଲରେ ଆଓ୍ବାମୀ ଲିଗ ନେତାଙ୍କୁ ଦେଉଛନ୍ତି ଜହର…
ଢାକା,୧୦।୬: ଗତ ବର୍ଷ ହୋଇଥିବା ବିପ୍ଳବ ପରଠାରୁ ବାଂଲାଦେଶର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଏହି ସମୟରେ, ଯେତେବେଳେ ବାଂଲାଦେଶ ଭିତରେ ଲୋକମାନେ ଗଣତାନ୍ତ୍ରିକ ନିର୍ବାଚନ ଦାବି କରି ରାସ୍ତାକୁ ଓହ୍ଲାଇ ଆସୁଛନ୍ତି, ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ…
ଚାକିରିକୁ ପୂରିନି ଦେଢ ବର୍ଷ, କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ହାବୁଡରେ ପଡ଼ି…
ବରଗଡ,୧୦।୬(ପ୍ରେମାନନ୍ଦ ଖମାରୀ): ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା…
ମା’, ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲା: ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ
ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ଝୋଲାରୀ ଗ୍ରାମର ମା’, ପୁଅ ହତ୍ୟା ଉଦ୍ୟମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ଆସିଷ୍ଟାଣ୍ଡ ସେସନସ ଜଜ ଦେବାଶିଷ ବିଷୋୟୀ ମାମଲାର ବିଚାରଣ କରି ଅଭିଯୁକ୍ତ ରୂପ ନାରାୟଣ…
ବର୍ଷେ ଉପଲବ୍ଧିର ଗୋଟି ଗୋଟି ହିସାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଏବଂ ରାଜ୍ୟ ଭାଜପା ସରକାରଙ୍କ ପ୍ରଥମ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ ବୋଲି ମଙ୍ଗଳବାର…
ବିଦ୍ୟୁତ ନାହିଁ: ସ୍ବାସ୍ଥ୍ୟକେନ୍ଦ୍ରରେ ପିଇବା ପାଣି ଅଭାବ, ରୋଗୀ ହଇରାଣ
ଦାରିଙ୍ଗବାଡି,୧୦।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବିଳମ୍ବିତ ରାତି ଠାରୁ ବିଦ୍ୟୁତ ଅଚଳ ହୋଇପଡିଛି। ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ଭୋଗୁଛନ୍ତି। ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାହତ ହୋଇଛି।…
ରୋହିତ-ବିରାଟ ଯିବା ପରେ ପୁରୁଣା ଜାଗାକୁ ଫେରିଲେ ଇରଫାନ
ନୂଆଦିଲ୍ଲୀ,୧୦।୬: ଭାରତର ପ୍ରସିଦ୍ଧ କ୍ରିକେଟର ଇରଫାନ ପଠାନ କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି ପ୍ୟାନେଲରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ପ୍ରଶଂସକମାନେ ମଧ୍ୟ ତାଙ୍କ ଶୈଳୀକୁ ବହୁତ ପସନ୍ଦ କରନ୍ତି। ତଥାପି, ସେ ସଦ୍ୟ ସମାପ୍ତ ଆଇପିଏଲ ୨୦୨୫ରେ…
ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ ହନିମୁନରେ କେମିତି କରାଯାଇଥିଲା ରାଜା ରଘୁବଂଶୀଙ୍କୁ ହତ୍ୟା
ଇନ୍ଦୋର,୧୦।୬: ଇନ୍ଦୋରର ଯୁବକ ରାଜା ରଘୁବଂଶୀ ତାଙ୍କ ପତ୍ନୀ ସୋନମଙ୍କ ସହିତ ମେଘାଳୟର ବୁଲିବାକୁ ଆସିଥିଲେ। ମେ ୨୩ ତାରିଖରେ ଉଭୟ ନିଖୋଜ ହୋଇଗଲେ ଏବଂ ତା’ପରେ ଜୁନ ୨ ତାରିଖରେ ରାଜାଙ୍କ ମୃତଦେହ ଏକ ପାହାଡ଼ରୁ ମିଳିଥିଲା। ସେ ଗୁରୁତର…
ହନିମୁନ ମର୍ଡର ମିଷ୍ଟ୍ରିରେ ଆସିଲା ନୂଆ ଟୁଇଷ୍ଟ, ରାଜ କୁଶଓ୍ବାହଙ୍କ ମା’ କହୁକହୁ କହିଦେଲେ ଏମିତି କଥା, ସମସ୍ତେ ଆଶ୍ଚର୍ଯ୍ୟ…
ଇନ୍ଦୋର,୧୦।୬: ଇନ୍ଦୋରରୁ ମେଘାଳୟକୁ ହନିମୁନ କରିବାକୁ ଯାଇଥିବା ରାଜା ରଘୁବଂଶୀଙ୍କ ମୃତ୍ୟୁର ସନ୍ଦେହର ଖିଅ ସୋନମ ରଘୁବଂଶୀ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହାଙ୍କ ଉପରେ ଘୂରୁଛି। ପୋଲିସ ଉଭୟଙ୍କୁ ଗିରଫ କରିଛି। ଏବେ ରାଜ କୁଶୱାହାଙ୍କ ବିଧବା ମାଆ…
୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ
ବରଗଡ଼, ୧୦।୬(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ…
ଜୁନ ୧୮ରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ: ବଢୁଛି ରାଜନୈତିକ ଉଷ୍ମତା
ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷା ପଦପାଇଁ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ୧୮ଜୁନ ଦିନ ୧୨.୩୦ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ନିର୍ବାଚନ କମିଶନ ନୋଟିସ ସଂଖ୍ୟା ୧୫୪୫/ଏସଇସି ରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ,…
ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ ଏମିତି କଥା କହିଦେଇଥିଲେ ସ୍ବାମୀ: ଭାଇରାଲ ହେଉଛି ଭିଡିଓ
ଗଜପତି,୧୦।୬(ଗିରିଧାରୀ ପରିଛା):ପରକ୍ରିୟା ପ୍ରୀତି ଯୋଗୁ ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ସମ୍ପୁର୍ଣ୍ଣ କାହାଣୀ । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି…
Archives


