ପଦାରେ ପଡ଼ିଲା ଧାନବିକ୍ରି ସ୍ବଚ୍ଛତା: ଭୂମିହୀନଙ୍କ ନାମରେ ଧାନବିକ୍ରି
ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ମାସେ ପୂରିବ। ହେଲେ ଏଠାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ଦୀର୍ଘଦିନ ଧରି ତାହା ପଡ଼ି ରହୁଛି। ସେହିପରି ଅନେକ ଚାଷୀଙ୍କୁ…
ଖୁଣ୍ଟ ଅଛି, ଷ୍ଟିଟ ଲାଇଟ ନାହିଁ
ବ୍ରାହ୍ମଣୀଗାଁ,୧୨ା୬(ମନୋରଞ୍ଜନରଣା):ଷ୍ଟିଟ୍ ଲାଇଟି ଲଗା ଯାଉ ନ ଥିବାରୁ ବ୍ରହ୍ମଣୀଗାଁ ମୁଖ୍ୟ ବଜାର ଅନ୍ଧାର ହେଇଯାଉଛି। ପ୍ରାୟ ବର୍ଷେ ପରେ ହେବ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ପୁରୁଣା ଖୁଣ୍ଟ ଘୁଞ୍ଚା ଯାଇ ରାସ୍ତା…
ସଞ୍ଜୟ କପୁରଙ୍କ ପରଲୋକ: ଦୁଃଖରେ ଭାଙ୍ଗିପଡ଼ିଲେ ପୂର୍ବତନ ସ୍ତ୍ରୀ କରିସ୍ମା
ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁର ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଖବର ପରେ କରିସ୍ମାଙ୍କ ଭଉଣୀ କରୀନା କପୁର, ଭାଇ ସୈଫ ଅଲ୍ଲୀ ଖାନ ଏବଂ ଘନିଷ୍ଠ ବନ୍ଧୁ…
ମୁଁ ଉଠିଲା ବେଳକୁ, ମୋ ଚାରିପାଖରେ ଥିଲା ମୃତଦେହ’… ଭୟଙ୍କର କାହାଣୀ ବଖାଣିଲେ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି
ଅହମ୍ମଦାବାଦ,୧୩।୬: ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ କେବଳ ଜଣେ ମାତ୍ର ଯାତ୍ରୀ ବଞ୍ଚତ୍ୟାଇଥିବା ସ୍ପଷ୍ଟ ହୋଇଛି। ଏହାକୁ ଏକ ଚମତ୍କାରୀ ବୋଲି ବିଶ୍ୱାସ କରାଯାଉଛି। ତାଙ୍କ ନାମ ରମେଶ ବିଶ୍ୱାସକୁମାର ବୁଚାର୍ଭାଦା। ସେ ଶେଷ ମୁହୂର୍ତ୍ତରେ…
୧୯ ଯାଏ ପ୍ରବଳ ବର୍ଷିବ: ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ,ୟୋଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୩ା୬(ଅନୁରାଧା ମହାରଣା):ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେଉଥିବାବେଳେ ୧୯ ତାରିଖଯାଏ ଏହା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଶୁକ୍ରବାର ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଆଦି ୪ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ।…
ଦୁର୍ଘଟଣା ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ବିଷୟରେ ସୂଚନା ଦେଇଥିଲେ ଏହି ଯୁବକ, ଭିଡ଼ିଓ ଶେୟାର କରି କହିଥିଲେ, ହେଲେ…
ଅହମଦାବାଦ,୧୨।୬: ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ମେଘନଗରରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ସମୟରେ, ଅହମଦାବାଦରୁ ଛାଡ଼ିବା…
ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଏତେ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
ନୂଆଦିଲ୍ଲୀ,୧୨।୬: ଗୁରୁବାର ଗୁଜୁରାଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ବୋଇଂର ୭୮୭ ଡ୍ରିମଲାଇନର ବୋଲି ଜଣାପଡ଼ିଛି, ଯାହା ୧୧ ବର୍ଷ ପୁରୁଣା…
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରଲୋକ, ଝିଅକୁ ଭେଟିବାକୁ ଲଣ୍ଡନ ଯାଉଥିବା ବେଳେ ହେଲା ବିମାନ ଦୁର୍ଘଟଣା
ଅହମଦାବାଦ,୧୨।୬: ଗୁରୁବାର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ଗୁଜୁରାଟ ଭାଜପା ସଭାପତି ସି.ଆର. ପାଟିଲ ଏହା ନିଶ୍ଚିତ କରିଛନ୍ତି। ରୂପାନୀ ତାଙ୍କ ଝିଅକୁ ଭେଟିବାକୁ ଯାଉଥିଲେ। ଦୁର୍ଘଟଣାର ଖବର ପାଇବା…
ଚକିତ କରୁଛି ବିମାନ ଦୁର୍ଘଟଣାରେ ବଞ୍ଚିଥିବା ଏକମାତ୍ର ବ୍ୟକ୍ତି ଚାଲି ଚାଲି ଯାଉଥିବାର ଭିଡିଓ
ଅହମଦାବାଦ,୧୨।୬: ଗୁରୁବାର (ଜୁନ ୧୨, ୨୦୨୫) ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ପ୍ରକାଶିତ ସୂଚନା ଅନୁଯାୟୀ, ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ସେହି ସମୟରେ, ଏହି ଭୟଙ୍କର ବିମାନ ଦୁର୍ଘଟଣାରୁ…
ସିଟ୍ ନମ୍ବର 11A, ଖୁବ ଭାଗ୍ୟଶାଳୀ ଏହି ବ୍ୟକ୍ତି!
ଅହମଦାବାଦ,୧୨।୬: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ଖବର ଆସିଛି। ଅହମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ‘ପୁଲିସ ସିଟ 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛନ୍ତି। ବ୍ୟକ୍ତିଙ୍କୁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କର…
ବିଦ୍ୟାର୍ଥୀଙ୍କୁ ବସ,ଟ୍ରେନରେ ଯାତ୍ରା ଦେୟମୁକ୍ତ କରିବା ପାଇଁ ଦାବି
ପାରଳାଖେମୁଣ୍ଡି,୧୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନିର୍ଦେଶକ୍ରମେ ଜିଲାର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଜିଲା କଂଗ୍ରେସ ସଭାପତି ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରଙ୍କୁ ବସ,ଟ୍ରେନ…
ଗଞ୍ଜାମରେ ଗଡ଼ିଲା ବିକାଶ ବାହନ
ଛତ୍ରପୁର,୧୨ା୬(ଦିଲ୍ଲୀପ ସାମଲ): ରାଜ୍ୟରେ ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲାର ମୁଖ୍ୟାଳୟ ତଥା ଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ସୁସଜ୍ଜିତ ବିକାଶ ବାହନକୁ ବ୍ରହ୍ମପୁର ଏମ୍ପି…
Archives


