ନୂଆଦିଲ୍ଲୀ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀ ଚୟନରେ ଓବିସି-ଦଳିତ ସୂତ୍ର ଆପଣାଇଥବା କୁହାଯାଉଛି। ରବିବାର ଓ ସୋମବାର ଘୋଷଣା କରାଯାଇଥିବା ୨୨ ପ୍ରାର୍ଥୀଙ୍କ ମଧ୍ୟରୁ…
ମୁମ୍ବାଇ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଟିକେଟ ପ୍ରଦାନରେ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସାଧାରଣ ସମ୍ପାଦକ ପଦରୁ ଆଶିଷ ଦେଶମୁଖ…
ନୂଆଦିଲ୍ଲୀ,୧ା୬(ପି.ଟି.): ଆର୍ଥିକ ବର୍ଷ ୨୦୨୦-୨୧ରେ ଭାଜପାକୁ ୪୭୭.୫ କୋଟି ଟଙ୍କା ଚାନ୍ଦା ମିଳିଛି। ଏହି ସମୟରେ ବିରୋଧୀ ଦଳ କଂଗ୍ରେସ ୭୪.୫୦ କୋଟି ଟଙ୍କା ପାଇଛି, ଯାହା…
ନୂଆଦିଲ୍ଲୀ,୧ା୬: ଜମ୍ମୁ-କଶ୍ମୀରର କୁଲ୍ଗାମ ଜିଲାରେ ମଙ୍ଗଳବାର ଆତଙ୍କବାଦୀମାନେ ଜଣେ ପ୍ରବାସୀ କଶ୍ମୀରୀ ପଣ୍ଡିତ ହାଇସ୍କୁଲ୍ ଶିକ୍ଷୟିତ୍ରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କଶ୍ମୀରରେ ମାସକ ମଧ୍ୟରେ ଏହା ସପ୍ତମ…
ଅଟାଓ୍ବା, ୧ା୬: ଆମେରିକାର ଟେକ୍ସାସ ସ୍କୁଲ ଗୁଳିକାଣ୍ଡରେ ୧୯ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କାନାଡାରେ ବନ୍ଧୁକ କିଣାବିକା ନିୟନ୍ତ୍ରଣ ପାଇଁ ପାର୍ଲାମେଣ୍ଟରେ ପ୍ରସ୍ତାବ ଆଗତ ହୋଇଛି।…
ଶିମ୍ଲା, ୧ା୬: କେନ୍ଦ୍ରରେ ଏନ୍ଡିଏ ସରକାରକୁ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହିମାଚଳ ପ୍ରଦେଶ ଗସ୍ତ କରି ‘ଗରିବ କଲ୍ୟାଣ ସମ୍ମେଳନ’ରେ…
ଇସ୍ଲାମାବାଦ୍, ୧ା୬: ‘ଭଲ ଭାବେ ବଞ୍ଚିବା ପ୍ରତିଶ୍ରୁତି ପାଇ ଦେଶ ବିଭାଜନବେଳେ ଭାରତରୁ ପାକିସ୍ତାନ ଆସିଥିଲି। କିନ୍ତୁ ନିଜ ଘର ମାଫିଆଙ୍କ କବଳରୁ ମୁକୁଳାଇବା ପାଇଁ ୩୫…
ମୁମ୍ବାଇ, ୧ା୬: ମହାରାଷ୍ଟ୍ରର ରାଇଗଡ ଜିଲାରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ୬ ପିଲାଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଛନ୍ତି। ସେମାନଙ୍କ ବୟସ…
ନୂଆଦିଲ୍ଲୀ,୧ା୬: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜୁନ୍ ୯ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତକୁ ପଠାଇ ଦିଆଯାଇଛି। ଏହି ଦୁର୍ନୀତି…
କିଭ୍, ୧ା୬: ୟୁକ୍ରେନ୍ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଆଲେକଜାଣ୍ଡର…