Home

ବିବାହ ପରଦିନଠାରୁ ସ୍ତ୍ରୀଙ୍କୁ ମାର୍‌ପିଟ୍‌ ସହ ନିର୍ଯାତନା; ମୋଟିଭେସନାଲ ସ୍ପିକର୍‌ ବିବେକ ବିନ୍ଦ୍ରାଙ୍କ ନାମରେ ଘରୋଇ ହିଂସା ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ମୋଟିଭେସନାଲ ସ୍ପିକର୍‌, ୟୁଟ୍ୟୁବ୍‌ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍‌ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର…

3 years ago

୩୧ବର୍ଷ ପୂର୍ବେ ନେଇଥିଲେ ସଂକଳ୍ପ, ରାମ ମନ୍ଦିର ପ୍ରତିଷ୍ଠା ନ ହେବା ଯାଏଁ କରିବେନି ବିବାହ

ନୂଆଦିଲ୍ଲୀ,୨୩।୧୨: ଜାନୁୟାରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଅଯୋଧ୍ୟାରେ ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହି ଆୟୋଜନ ପାଇଁ…

3 years ago

‘ବନ୍ଦେ ଭାରତ ଟ୍ରେନ’ ଥିମରେ ଖୋଲିଲା ରେଷ୍ଟୁରାଣ୍ଟ, ଟ୍ରେନ ପରି ରହିଛି ଭିତରର ଦୃଶ୍ୟ

ସୁରଟ,୨୩।୧୨: ଆଧୁନିକ ଶୈଳୀରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଆପଣ ଯାତ୍ରାର ଅନୁଭବ କରିସାରିଛନ୍ତି। ହେଲେ ରେଷ୍ଟୁରାଣ୍ଟ! ଆମେ ଆପଣଙ୍କୁ ଟ୍ରେନ ଭିତରେ ହୋଇଥିବା କୌଣସି…

3 years ago

ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଲେ ସ୍ତ୍ରୀ, ରୋମାଣ୍ଟିକ ଅନ୍ଦାଜରେ ଗୀତ ଗାଇ ବୁଝାଇଲେ ସ୍ବାମୀ, ଭିଡିଓ ଭାଇରାଲ

ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଖସୁଖରେ ପରସ୍ପର ସହ ଖାପ ଖୁଆଇ ଚଳିବା ହିଁ ଦୁଇଜଣଙ୍କର ସମ୍ପର୍କକୁ ମଜବୁତ କରିଥାଏ। ହେଲେ ବେଳେବେଳେ କଥା…

3 years ago

କରୋନାର ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟରେ ପଞ୍ଜାବ ସରକାର, ଜାରି କଲେ କୋଭିଡ ଆଡଭାଇଜରୀ

ଚଣ୍ଡିଗଡ,୨୩।୧୨: ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ପଞ୍ଜାବ ସରକାର ମଧ୍ୟ ସତର୍କ ରହିଛନ୍ତି। ପଞ୍ଜାବ ସରକାରଙ୍କ ପକ୍ଷରୁ କୋଭିଡ ଆଡଭାଇଜରୀ ଜାରି କରାଯାଇଛି । ଜାରି…

3 years ago

ପାର୍ଟିରେ ଅଭିଷେକଙ୍କୁ ଆଲିଙ୍ଗନ କଲେ ସଲମାନ୍‌; ଭିଡିଓ ଭାଇରାଲ ପରେ ବଢ଼ୁଛି ଚର୍ଚ୍ଚା

ବମ୍ବେ: ବଲିଉଡରେ ଐଶ୍ୱର୍ଯ୍ୟା ରାୟ-ସଲମାନ ଖାନ୍‌ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଏକ ସମୟରେ ଦୁହେଁ ଚର୍ଚ୍ଚିତ ଯୋଡ଼ି ଥିଲେ। ହେଲେ ଐଶ୍ୱର୍ଯ୍ୟା ବାଟ…

3 years ago

ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ…

3 years ago

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର

କେପଟାଉନ୍‌,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ…

3 years ago

‘ସାଧାରଣଜନତା ଖଡ୍‌ଗେ-ଫଡ୍‌ଗେଙ୍କୁ ଜାଣନ୍ତି ନାହିଁ, ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ’

ନୂଆଦିଲ୍ଲୀ,୨୨।୧୨: ଗୋଟିଏ ପଟେ ‘ଇଣ୍ଡିଆ’ ମହାମେଣ୍ଟ ନାମରେ ବିରୋଧୀ ଏକଜୁଟ ହେବାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଦଳଗୁଡ଼ିକ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ଆଗାମୀ ୨୦୨୪…

3 years ago

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ) ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ…

3 years ago