Home

ସରକାରୀ ଜାଗାରେ ଦୋକାନ ନିର୍ମାଣ : ତାଲା ପକାଇଲେ ଲୋକେ

ରାୟଗଡ଼ା ଅଫିସ,୧୦।୧୦ : ରାୟଗଡ଼ା ସହରର କପିଳାସ ରୋଡ୍‌ର ଷ୍ଟାଇଲ ବଜାର ନିକଟରେ କିଛିଦିନ ହେବ ବେଆଇନ ଭାବେ ସରକାରୀ ଜାଗାରେ ପ୍ରାୟ ୮୦ ଲକ୍ଷ ବ୍ୟୟରେ…

7 years ago

ଟଏଲେଟ୍‌ ସହ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଭୋପାଳ,୧୦।୧୦:ଘରେ ଘରେ ପାଇଖାନା ଲାଗି ସଚେତନତା ସୃଷ୍ଟି ପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଭିନବ ଉପାୟ ଆପଣାଇଛନ୍ତି। ବିବାହ ସ୍ଥିର ହୋଇଥିବା ବର ଯଦି ପାଇଖାନାରେ ସେଲଫି…

7 years ago

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି, ଧକ୍କା ଦେଇ ଗାଡ଼ି ଫେରାର

କେନ୍ଦୁଝର/ପାଟଣା,୧୦/୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ଅପରାହ୍ନରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ(ଏସ୍‌ପି)…

7 years ago

ଗଛରେ ପିଟିହେଲା ଟାଟା ମ୍ୟାଜିକ୍‌, ୩ ଗୁରୁତର

ଆରଡ଼ି,୧୦।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ବାଇପାସ୍‌ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ସାଇକେଲ ଚାଳକକୁ ରକ୍ଷା କରିବାକୁ ଯାଇ ଏକ ଟାଟା ମ୍ୟାଜିକ୍‌ ଗଛରେ ପିଟି ହେବାରୁ ଏଥିରେ…

7 years ago

ପଶ୍ଚିମବଙ୍ଗରେ ଆରଏସଏସ କର୍ମକର୍ତ୍ତାଙ୍କୁ ହତ୍ୟା: ସ୍ତ୍ରୀ, ପୁଅଙ୍କୁ ବି ଛାଡିଲେନି

କୋଲକାତା,୧୦।୧୦:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ବନ୍ଧୁପ୍ରକାଶ ପାଲ, ତାଙ୍କ ସ୍ତ୍ରୀ ବ୍ୟୁଟି ପାଲ ଏବଂ ୮ ବର୍ଷର ଶିଶୁ…

7 years ago

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ମହିଳା, ଉଦ୍ଧାର କଲେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୦।୧୦: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗୁରୁବାର ଜଣେ ମହିଳା ଭାସି ଯାଇଥିଲେ। ତେବେ ବେଳାଭୂମିରେ ଉପସ୍ଥିତ ଲାଇଫ୍‌ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କ…

7 years ago

ବେଲପାହାଡ଼ ଲଢ଼େଇ : ବିନୋଦ ବନାମ ସତ୍ୟ

ଚଳିତ ଅପେରା ସିଜନରେ ନିଜ ନିଜ ନାଟକକୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ କେବଳ ପାର୍ଟିରେ ପ୍ରୋପ୍ରାଇଟର ନୁହନ୍ତି, କଳାକାରମାନେ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଶେଷ ହୋଇଛି…

7 years ago

ବାର୍‌ହା ଆକ୍ରମଣରେ ୨ ଗୁରୁତର

ଲଖନପୁର,୧୦।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା କନକତୋର ପଞ୍ଚାୟତର ଲୁହାବଗା ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସକାଳୁ…

7 years ago

ଓଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, ଡିଏଫ୍‌ଓ ଥିବା ବେଳେ ପଡ଼ିଥିଲେ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗୁରୁବାର ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେ ହେଲେ ଓଏଫ୍‌ଏସ୍‌ ଅଫିସର ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର। ୨୦୧୬ରେ…

7 years ago

ପଞ୍ଜାବ ସୀମାରେ ପୁଣି ଦେଖାଗଲା ପାକିସ୍ତାନ ଡ୍ରୋନ

ଅମୃତସର,୧୦।୧୦: ପଞ୍ଜାବର ଫିରୋଜପୁର ଜିଲାରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ପାକିସ୍ତାନ ଡ୍ରୋନ୍‌ ଦେଖାଯିବାରୁ ବିଏସ୍‌ଏଫ୍‌ ଯବାନ ଆଲର୍ଟରେ ରହିଛନ୍ତି। ପାକିସ୍ତାନ ସୀମାରେ ଏହା ଦେଖାଯାଇଥିବାରୁ ପାକିସ୍ତାନ…

7 years ago