Home

ଜୁଆଆଡ୍ଡାରେ ଚଢ଼ାଉ, ୭ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୬।୧୦: ରାୟଗଡ଼ା ଜିଲା ଇନ୍ଦିରାନଗରର ୬ ଲେନ୍‌ରେ ଜୁଆଆଡ୍ଡା ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଶନିବାର ରାତିରେ ଚଢ଼ାଉ କରିଥିଲା। ଆଇଆଇସି…

7 years ago

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ଆପ୍‌ରେ ଯୋଗଦେଲେ ପ୍ରହ୍ଲାଦ ସିଂ

ନୂଆଦିଲ୍ଲୀ,୬।୧୦: କଂଗ୍ରେସକୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ପ୍ରହ୍ଲାଦ ସିଂ ସାହଣୀ ରବିବାର ଆମ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

7 years ago

ଦୁଇ ମୋବାଇଲ୍‌ ଲୁଟେରା ଗିରଫ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ଜେନାପଦା ଅଞ୍ଚଳରୁ ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଜଣେ କଲେଜ ଛାତ୍ରଙ୍କ ଅଭିଯୋଗକୁ ଆଧାର କରି…

7 years ago

ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆନନ୍ଦପୁର…

7 years ago

ବାଲି ଉଠାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାୟଗଡ଼ା ଅଫିସ,୬।୧୦: ନାଗାବଳୀ ନଦୀରୁ ବାଲି ଉଠାଣକୁ ନେଇ ରବିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। କତାପେଟା ଟ୍ରାକ୍ଟର ମାଲିକମାନେ ନାଗାବଳୀ ନଦୀର ମାଲିଙ୍ଗା ତୁଠରୁ…

7 years ago

ଥରିଲା ପିଓକେ

ଇସ୍‌ଲାମାବାଦ,୬।୧୦: ପିଓକେ ବା ପାକ୍‌ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି ଏଥିରେ…

7 years ago

ମୋଦିଙ୍କ ପାଇଁ ଆସିବ କ୍ଷେପଣାସ୍ତ୍ର ପ୍ରତିରୋଧୀ ୨ଟି ବୋଇଂ-୭୭୭ ବିମାନ

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ୨୦୨୦ ସୁଦ୍ଧା ୨ଟି ବୋଇଂ-୭୭୭ ବିମାନ ଅଣାଯିବ। ଏହି ବିମାନ ଦୁଇଟି କ୍ଷେପଣାସ୍ତ୍ର ପ୍ରତିରୋଧୀ। ଏଥିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ…

7 years ago

ଢୋଲ ବଜାଇ ଦୁର୍ଗାପୂଜା ପାଳନ କଲେ ନୁଶରତ

ଅଭିନେତ୍ରୀ ତଥା ଏମ୍‌ପି ନୁଶରତ୍‌ ଜହାଁ ଢୋଲ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ ପୂଜା…

7 years ago

ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

ବିକାରବାଦ,୬।୧୦: ତେଲେଙ୍ଗାନା ବିକାରବାଦ ନିକଟରେ ଏକ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସୁଲତାନପୁର ଗାଁରେ ବିମାନଟି ଦୁର୍ଘଟଣା…

7 years ago

ମହାଷ୍ଟମୀରେ ଦେଶବାସୀଙ୍କୁ ଉପହାର: ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କଲା ଭାରତ

ବିଶାଖାପାଟଣା,୬।୧୦: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କରିଛି। ଦୁଇଟି ଇନିଂଶରେ ରୋହିତ ଶର୍ମାଙ୍କ ଶତକ ଏବଂ ଆର. ଅଶ୍ୱିନ୍‌,…

7 years ago