Home

ସିଏଏ, ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି

ନଏଡା,୪।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନଏଡାରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି…

6 years ago

ନେଗେଟିଭ୍‌ ଆସିଲା ଫୁଲବାଣୀ ଛାତ୍ରଙ୍କ ରକ୍ତ ନମୂନା

କଟକ ଅଫିସ, ୪।୨: ଚାଇନାର ସିଚୁଆନସ୍ଥିତ ସାଉଥ୍‌ ଓ୍ବେଷ୍ଟ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ୍‌ ପଢ଼ୁଥିବା ଫୁଲବାଣୀର ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିଲା।…

6 years ago

ହଂକଂରେ ଥିବା ପୁଅ ପାଇଁ ମାସ୍କ ପଠାଇ ପାରୁ ନାହାନ୍ତି ବାପା

ନଏଡା,୪।୨: ଚାଇନାରେ ଏବେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏହାକୁ ଦେଖି ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି। ଉତ୍ତରପ୍ରଦେଶ ନଏଡା ମେଡିକାଲ ଆସୋସିଏଶନର ଅଧ୍ୟକ୍ଷ ଥିବା…

6 years ago

ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ

ଭୁବନେଶ୍ୱର,୪।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକୁଡ଼ା ଫାର୍ମ ମଙ୍ଗଳବାର ସିଲ୍‌ କରାଯାଇଛି। ବାର୍ଡ ଫ୍ଲୁ ଯୋଗୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୩…

6 years ago

୬ ବର୍ଷରୁ ଅଧିକ ରହିପାରିବେନି ବିଇଓ, ଡିଇଓ ଅଫିସରେ ଥିବା କିରାଣି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଏଣିକି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ…

6 years ago

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ କରିଛି।…

6 years ago

ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ: ୧୩୫୦୦ ଆପାର୍ଟମେଣ୍ଟରେ ରହିପାରିବେ ୩୦ ହଜାର ଲୋକ

କାହିରା,୪।୨: ମିଶରର ରାଜଧାନୀ କାହିରାରେ ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ ନିର୍ମାଣ କରାଯାଉଛି। ଏଠାରେ ନିର୍ମିତ ହେବାକୁ ଥିବା ୩୫୦୦ ଆପାର୍ଟମେଣ୍ଟରେ ୩୦ ହଜାର ଲୋକ…

6 years ago

ଭାଜପାରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ

ନୂଆଦିଲ୍ଲୀ,୪।୨: ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀଙ୍କ ପୁଅ ସମିର ଦ୍ୱିବେଦୀ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ହେଲେ ଜନାର୍ଦ୍ଦନ ଏକଥା ଜାଣି ନ…

6 years ago

ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେଡି ପ୍ରତିନିଧି ଦଳ

ବରଗଡ଼ ଅଫିସ, ୪।୩- ବରଗଡ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ତଥା ଏହାକୁ ସିଟି ହସପିଟାଲ ଘୋଷଣା ଦାବିରେ ଅସନ୍ତୋଷ…

6 years ago

ମହାତ୍ମା ଅବା ନେହେରୁଙ୍କ ବିରୋଧରେ କହିନି ଗୋଟିଏ ବି ଶବ୍ଦ: ଅନନ୍ତ ହେଗଡ଼େ

ନୂଆଦିଲ୍ଲୀ,୪।୨: ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏମ୍‌ପି ଅନନ୍ତ ହେଗଡ଼େଙ୍କୁ ନେଇ ଭାଜପାକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ମଙ୍ଗଳବାର ଏନେଇ…

6 years ago