Home

୪ ଦୋକାନକୁ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୧୨।୪(ସ୍ବ.ପ୍ର):  ସାମାଜିକ ନିୟମ ପାଳନ ନ କରିବା ଅଭିଯୋଗରେ ବୌଦ୍ଧ ସହରର ୪ଟି ଦୋକାନକୁ ସିଲ୍‌ କରାଯାଇଥିବା ବେଳେ ଅନେକ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ରବିବାର ଜିଲାପାଳ…

6 years ago

ପିଏମ୍‌ କେୟାରସ୍‌ ଫଣ୍ଡକୁ ଦାନ

ସୋନପୁର,୧୨।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଯୁବ ବ୍ୟବସାୟୀ ମୋନିଷ୍‌ ଅଗ୍ରଓ୍ବାଲ ୧ଲକ୍ଷ ୨ହଜାର ଟଙ୍କା ଦାନ କରିଛନ୍ତି। ଅଗ୍ରଓ୍ବାଲ ସୋନପୁର ବ୍ଲକ ଖରଜୁରାସ୍ଥିତ ଲଳିତା…

6 years ago

ହିତାଧିକାରୀଙ୍କୁ ମିଳିନି ହଜାରେ ଟଙ୍କା ସହାୟତା

ବାରିପଦା ଅଫିସ, ୧୨ା୪- ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାଶନ କାର୍ଡ଼ଧାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏ କରୋନା ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ…

6 years ago

ଲକ୍‌ଡାଉନ ଉଲ୍ଲଂଘନ: ୭୦ ବାଇକ ଜବତ

ବଲାଙ୍ଗୀର ଅଫିସ, ୧୨ା୪- ସରକାରଙ୍କ କଡା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର ଶତପ୍ରତିଶତ କାର୍ଯ୍ୟାନ୍ବୟନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରୁଛନ୍ତି।…

6 years ago

ଅସଦାଚରଣ ଅଭିଯୋଗରେ ଛତିଶଗଡରୁ ଗିରଫ

ଭବାନୀପାଟଣା/ଜୟପାଟଣା୧୨।୪(ସ୍ବ.ପ୍ର/ଡି.ଏନ୍‌.ଏ): ଓଡିଶା ଭିଜିଲାନ୍ସ ବିଭାଗକୁ ଚକମା ଦେଇ ଦୀର୍ଘ ୨ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଶେଷରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣାରେ ଛତିଶଗଡ ରାଜ୍ୟ…

6 years ago

୨ ଶିକାରୀ ଗିରଫ,ବନ୍ଧୁକ ଜବତ

କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ସେକ୍ସନ ଅଧୀନସ୍ଥ ରେବଣା ସଂରକ୍ଷିତ ପିଠାଗୋଳା-ମରାଗୋଳା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ବନ ବିଭାଗ ୨ ଶିକାରୀଙ୍କୁ ଗିରଫ…

6 years ago

କରୋନା ମାଡ, ସ୍ଥାଣୁ ପାଲଟିଛି ରଙ୍ଗତୁଳୀ

ଜୁନାଗଡ,୧୨।୪(ଡି.ଏନ୍‌.ଏ.)-ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲକ୍‌ଡାଉନ ଜାରି କରିଛନ୍ତି। ଏହାର ପ୍ରଭାବରେ ଅନେକ ଲୋକ ନିଜ ଜୀବିକା ହରାଇ ବସିଛନ୍ତି। ଫଳରେ…

6 years ago

ଗିଲ୍‌ଗିଟ୍‌-ବଲ୍ଟିସ୍ତାନ-ପିଓକେରେ ବଢୁଛି କରୋନା ସଂକ୍ରମଣ: ପାକିସ୍ତାନ ସରକାରଙ୍କ ନାହିଁ ନିଘା

ଇସଲାମାବାଦ,୧୨।୪: କରୋନା ସଂକ୍ରମଣ ଯୋଗୁ ପାକିସ୍ତାନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଗିଲ୍‌ଗିଟ୍‌, ବଲ୍ଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସଂକ୍ରମିତଙ୍କ ସଂଖ୍ୟାରେ ଅଧିକ…

6 years ago

ପଡ଼ା, ପୋଲିସକୁ ନାକେଦମ କଲେ ଯୁବକ: ଭୟରେ ଘର ଛାଡ଼ି ପଳାଇଲେ ପରିବାର ଲୋକେ

ସମ୍ବଲପୁର, ୧୨।୪ (ବ୍ୟୁରୋ) ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳକୁ ଜଣେ ୩୫ ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରିଛନ୍ତି । ଏହାକୁ ନେଇ ପଡାବାସୀଙ୍କ ସହ ପୋଲିସ…

6 years ago

ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ

ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ…

6 years ago